• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

Manoranjan Sial

Editor

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ ...more

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ୍ୟମରେ ୮ ବର୍ଷର ଅଭିଜ୍ଞତା ରହିଛି। ୨୦୧୬ରୁ ଡିଜିଟାଲ୍‌ ମିଡ଼ିଆ ‘ଓଡ଼ିଶା ରିପୋର୍ଟର’ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିବା ମନୋରଂଜନ ଡେଭେଲପିଂ ଷ୍ଟୋରୀ ସହ ଫିଚର ଓ ସ୍ପେଶାଲ୍ ଷ୍ଟୋରୀ କରିବାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ବିଶେଷକରି ରାଜ୍ୟର ଅନ୍ୟତମ ପ୍ରମୁଖ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଯାତ୍ରା ଶିଳ୍ପ, ଯଲିଉଡର ରିପୋର୍ଟଂରେ ସ୍ୱତନ୍ତ୍ର ରୁଚି ରହିଛି।

less

Posts by Manoranjan Sial

AAP
ଫୁସକି ଗଲା ମୁହଁ ଫୁଟାଣି, ଅଧୁରା ରହିଗଲା ପୁଣି ଥରେ 'ମୁଖ୍ୟମନ୍ତ୍ରୀ' ଆଶା

ଗୋଟିଏ ଦଶନ୍ଧିର ଖେଳ। ଯେଉଁଠି ଉତ୍ଥାନ, ସେଇଠି ପତନ। ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ମଧ୍ୟ ମାତ୍ ଖାଇବାକୁ ପଡ଼ିଛି। ଆଜି ନା ଅଛି ସେଦିନର ସ୍ୱଚ୍ଛ ଛବି, ନା ଅଛି ସେ ଆତ୍ମବିଶ୍ୱାସ।

Cricket
ରବିବାର ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆସନ୍ତାକାଲି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। କାଲିର ଲଢ଼େଇ ପୂର୍ବରୁ ଆଜି ଷ୍ଟାଡ଼ିୟମରେ ରୋହିତ ବାହିନୀ ଜୋରଦାର ନେଟ୍ ପ୍ରାକ୍ଟିସ୍ କରିଥିବାବେଳେ ଭୁବନେଶ୍ବରରେ ଗଲ୍ଫ ପଡ଼ିଆରେ ଅଭ୍ୟାସ କରିଛି ଟିମ୍ ଇଂଲଣ୍ଡ।

AAP
କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା...

BJP
Delhi Election Results: ଦିଲ୍ଲୀରେ କମାଲ କଲା କମଲ, ଆପ୍ ସଫା

ଆପ୍‌ର ଅନ୍ୟତମ ପ୍ରମୁଖ ଚେହେରା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସକୁର୍‌ ବସ୍ତି ଆସନରୁ ହାରି ଯାଇଛନ୍ତି। ସେହିପରି ସୋମନାଥ ଭାରତୀ ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି।

AAP
‘ମଦ ଦୁର୍ନୀତି ଅରବିନ୍ଦ କେଜରିୱାଲଙ୍କ ପାଇଁ କାଳ ସାଜିଲା’

ଆପ୍‌ର ପରାଜୟକୁ ନେଇ ଆନ୍ନା ହଜାରେ ଆଜି ଆପ୍‌ର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିଛନ୍ତି। ଆଉ ସେ କହିଛନ୍ତି, ମଦ ଦୁର୍ନୀତି ଅରବିନ୍ଦ କେଜରିୱାଲଙ୍କ ପାଇଁ କାଳ ସାଜିଲା। ସେ ନୀତି ଓ ନୈତିକତା

Uttam
ଭେଣ୍ଟିଲେଟରରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

ଓଡ଼ିଆ ସିନେମା ଜଗତରେ ଏକ ମାଇଲଖୁଣ୍ଟ ଥିଲେ ଉତ୍ତମ ମହାନ୍ତି। କେତେବେଳେ ଦର୍ଶକଙ୍କ ପାଇଁ ଦଣ୍ଡାବାଳୁଙ୍ଗା ସାଜିଥିଲେ ତ ପୁଣି କେତେବେଳେ ଅନେକ ଚଳଚ୍ଚିତ୍ରରେ ସାଧାରଣ ରାଜୁ ନାଁଟିଏକୁ ନେଇ ସେ ଘରେ ଘରେ ପରିଚିତ। ଏବେ ସିଏ ଅସୁସ୍ଥ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Cuttack
ସୁପରସଣ୍ଡେରେ ଇଂଲଣ୍ଡ-ଇଣ୍ଡିଆର ସୁପରସୋ

ଦିନକ ପରେ ବାରବାଟୀ ବ୍ୟାଟେଲ୍। ସୁପରସଣ୍ଡେରେ ହେବ ସୁପର୍ ସୋ’। ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା। ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ।

RBI
ବଜେଟ୍‌ ପରେ ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ୱସ୍ତି

ଋଣଗ୍ରହୀତାଙ୍କୁ ମିଳିବ ରିହାତି। କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ। ନୂଆ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Delhi
ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ?

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଦେଇଛନ୍ତି ଥମ୍ସ ଅପ୍। ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି।

Barabati
ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକଟ

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ...

BJD
ବିଜେଡିର ୨୦୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା

ନିର୍ବାଚନୀ ଖର୍ଚ୍ଚ ତଥ୍ୟ କହୁଛି, ୨୪ ନିର୍ବାଚନରେ ବିଜେପି ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଜେଡି ଖର୍ଚ୍ଚ କରିଛି ମୋଟ୍ ୪୧୫ କୋଟି ଟଙ୍କା। 

Subhadra
ଆସନ୍ତାକାଲି ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଯାଜପୁରରେ ସ୍ୱତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Cricket
Barabati Cricket Match Ticket Black: ବାରବାଟୀ କ୍ରିକେଟ୍‌ ପୂର୍ବରୁ ଟିକଟ୍‌ ଯୁଦ୍ଧର ଖୋଲିଲା ପୋଲ୍‌

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ...

Zomato
ହଠାତ୍‌ କାହିଁକି ବଦଳିଲା ଜୋମାଟୋର ନାଁ?

ଜୋମାଟୋର ନାଁ ବଦଳିଲା। ଘରକୁ ଘର ଖାଦ୍ୟ ଯୋଗାଉଥିବା ଜୋମାଟୋର ନାଁ ବଦଳି ହୋଇଛି ଇଟନାଲ୍‌ ଲିମିଟେଡ୍‌।

Crime
ବାବୁ ଶାନ୍ତନୁଙ୍କ ପାଇଁ କେଉଁ ୪ ସହଯୋଗୀ କରୁଥିଲେ ଟଙ୍କା ହଡପ?

ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍‌ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍‌।

BJD
ତଥାଗତ ସତପଥି କହିଲେ, ମୋର ଆଧାର କାର୍ଡ ନାହିଁ

ଆପଣ ଜାଣିଥିବେ ଆଧାର କାର୍ଡ କେତେ ଦରକାରୀ। ଘରର ପ୍ରତ୍ୟେକ କାର୍ଯ୍ୟରେ ଆଧାରକାର୍ଡ ଦରକାର ହେଉଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥିଙ୍କର ନାହିଁ ଆଧାର କାର୍ଡ।

Car Accident
Car Accident: ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା କାର୍‌

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

Cabbage
Colored Cabbage: ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; ରଙ୍ଗୀନ ଫୁଲକୋବି ଚାଷ କରି ମାଲାମାଲ୍‌ ହେଲେ ଚାଷୀ

ଚଳିତବର୍ଷ ପଦମନ ମାଳି ପ୍ରଥମ ଥର ପାଇଁ ରଙ୍ଗୀନ ଫୁଲ କୋବି ଚାଷ କରିଛନ୍ତି। ଏଥିପାଇଁ ସେ ୟୁଟ୍ୟୁବ୍‌ରୁ ପାଇଥିଲେ ଫର୍ମୁଲା। ତା’ପରେ ଉମରକୋଟରେ ଜଣେ ମଞ୍ଜି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିଥିଲେ। ସିଏ ତାଙ୍କୁ କୋବି ଚାରା ଆଣି ଯୋଗାଇଥିଲେ।

Matric
Matric Examination: ‘ଅନିୟମିତତା ଧରିବାକୁ ୬ ଶହ କେନ୍ଦ୍ରରେ ହେବ AI ଭଳି ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା’

ମାଟ୍ରିକ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ପ୍ରକ୍ରିୟା ୧୩ ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Vigilance
Vigilance Raid: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ୍ୟମରେ ୮ ବର୍ଷର ଅଭିଜ୍ଞତା ରହିଛି। ୨୦୧୬ରୁ ଡିଜିଟାଲ୍‌ ମିଡ଼ିଆ ‘ଓଡ଼ିଶା ରିପୋର୍ଟର’ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିବା ମନୋରଂଜନ ଡେଭେଲପିଂ ଷ୍ଟୋରୀ ସହ ଫିଚର ଓ ସ୍ପେଶାଲ୍ ଷ୍ଟୋରୀ କରିବାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ବିଶେଷକରି ରାଜ୍ୟର ଅନ୍ୟତମ ପ୍ରମୁଖ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଯାତ୍ରା ଶିଳ୍ପ, ଯଲିଉଡର ରିପୋର୍ଟଂରେ ସ୍ୱତନ୍ତ୍ର ରୁଚି ରହିଛି।