ଆଉ ପରେ ତତ୍କାଳୀନ ସରକାରୀ କଳ ଓ ଅଫିସରଙ୍କୁ ହାତ ବାରିସି କରି ସବୁ ନିୟମ କାନୁନକୁ ମୋଡ଼ି ମକଚି ନିଜର ନାମରେ କରି ନେଇଛନ୍ତି ରାଜଧାନୀ ଛାତି ଉପରେ ଥିବା ଏକର ଏକର ମୂଲ୍ୟବାନ ଜମି।
ଆଜିଠୁ କଡ଼ା ସୁରକ୍ଷା ବନ୍ଦୋବସ୍ତରେ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ପେପର ଲିକ ଓ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ଏଥର ନୂଆ ବ୍ୟବସ୍ଥାରେ ପରୀକ୍ଷା ହୋଇଥିଲା ବେଳେ, ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
ଆଜି ଏ ସମ୍ପର୍କିତ ମୁଲତବି ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଖଳ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଅଡ଼ି ବସିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଧାରଣାରେ ବସିବାକୁ ଦେଇଛନ୍ତି ଧମକ।
ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ ଏ ନେଇ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ୟୁନେସ୍କୋର ଏକ ଟିମ୍ ଓଡ଼ିଶା ଆସୁଥିବା କହିଛନ୍ତି ମନ୍ତ୍ରୀ।
୧୦ ହେକ୍ଟରରୁ ଅଧିକ ହେବ ଜଙ୍ଗଲକୁ ଗଛ କଟାଳି, ଶିକାରୀ ଓ ଜଙ୍ଗଲ ନିଆଁ କବଳରୁ, ୨୨ ବର୍ଷ ହେଲା ସୁରକ୍ଷା ଦେଉଛି ୫୦ରୁ ଅଧିକ ମହିଳାଙ୍କ ଠେଙ୍ଗାପାଳି।
ବଡ଼ବଡ଼ ହୋଟେଲ୍ରେ ରହି ମୌଜ ମଜଲିସ୍ କରୁଥିଲେ। ଏଥିସହ ନିଶା କାରବାର ସାଙ୍ଗକୁ ଚଳାଇଥିଲେ ଆତଙ୍କରାଜ। ସବୁବେଳେ ପୋଲିସ୍ ରାଡ଼ାରରେ ରହୁଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରିପାରୁନଥିଲେ।
କାହିଁକି ମୃତ ଛାତ୍ରୀଙ୍କ ସହିତ କରିଥିଲା ଖରାପ ବ୍ୟବହାର? ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଏପରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଉଥିଲେ। ରାତାରାତି ଜମି କର୍ନ୍ଭସନ କେମିତି କରୁଥିଲେ? ଦୁର୍ନୀତିରେ ପାହାଡ଼ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତି କେମିତି ରାଜ୍ୟସଭାକୁ ଗଲେ?
ନୋଟିସ୍ ମୁତାବକ ଆଜି ଅପରାହ୍ନରେ ନିଲମ୍ବିତ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ଅନ୍ୟମାନେ ହାଜର ହୋଇଥିଲେ। ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ନାନା ପ୍ରଶ୍ନ ପଚାରିଥିଲେ।
ଅଭିଯୋଗ ଅନୁସାରେ ସାନ ଭଉଣୀଙ୍କୁ ମୋହରା କରି ବ୍ୟବସାୟୀଙ୍କଠାରୁ ଟଙ୍କା ହରିଲୁଟ୍ କରୁଥିଲା ବଡ଼ ଭଉଣୀ। ପରବର୍ତ୍ତୀ ସମୟରେ ୫ କୋଟି ଟଙ୍କା ଦାବି କରିଥିଲେ। ଟଙ୍କା ନପାଇବାରୁ ମାରିଦେଲା।
’ମାମଲାର ଯାଞ୍ଚ ପାଇଁ ଯାଞ୍ଚ କମିଟି ବସିଛି। ମାଡ଼ ମାରିଥିବା ବାଉନ୍ସରଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁ ଅଧ୍ୟାପକମାନେ ନେପାଳର ବଜେଟକୁ କିଟ୍ର ବଜେଟ ସହିତ ତୁଳନା କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଅପମାନ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।’
ତେବେ କେହି ଲୋକ ସେଇ ପାଖକୁ ଗଲା ବେଳେ ବଡ଼ ନାଗ ସାପଟି ସେଠାରୁ ଚାଲି ଯାଇ କେଉଁଠି ଲୁଚି ଯାଉଥିଲା। ଆଉ ଯେତେବେଳେ ସେହି ସ୍ଥାନ ନିଶବ୍ଦ ହେଉଥିଲା, ସେତେବେଳେ କେଉଁଠୁ ଆସି ପୁଣି ବନ୍ଦୀ ନାଗୁଣୀ ପାଖରେ ହାଜିର ହେଇ ଯାଉଥିଲା।
୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ।
ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। କେନ୍ଦ୍ର ହୋଇଛି ୩ ହଜାର ୧୩୩।
ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ।
ଗତ ରବିବାର ସନ୍ଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍ରେ ଝୁଲି ପଡ଼ିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?
ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ୍ ଅର୍ଥଶାସ୍ତ୍ରୀ। ଏଥିସହ ସେ ଥିଲେ ଜଣେ ରାଜନୀତିଜ୍ଞ ଓ କୁଶଳ ରଣନୀତିକାର। ଶିକ୍ଷା ଓ ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ରଚନା କରିଥିଲେ ’ଚାଣକ୍ୟ ନୀତି’।
ସମୁଦ୍ରର ଲୁଣି ପାଣିକୁ ଟ୍ରିଟ୍ମେଣ୍ଟ କରି ଗଞ୍ଜାମ ଜିଲ୍ଲାର ଦୁଇ ସମୁଦ୍ର କୁଳିଆ ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଣ ହେବ ମଧୁର ଜଳ। ଦୂର ହେବ ବର୍ଷ ବର୍ଷର ଲୁଣି ପାଣି ସମସ୍ୟା। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗେଇ ଆସିଛନ୍ତି ଇଣ୍ଡିଆନ୍ ରେର୍ ଆର୍ଥ ଲିମିଟେଡ୍...
୨୦୧୭ ମସିହାରେ ବିଧାନସଭା ତଥ୍ୟ ଅନୁଯାୟୀ କିସ୍ ଆଦିବାସୀ ସ୍କୁଲ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍ ଚାଉଳ ଯୋଗାଉଛନ୍ତି। ଅର୍ଥାତ ପ୍ରତିବର୍ଷ କିସ୍କୁ ଚାଉଳ ଦେବା ବାବଦରେ ସରକାର ଖର୍ଚ୍ଚ କରୁଛନ୍ତି ପ୍ରାୟ ୨୨ କୋଟି ୫୦ ଲକ୍ଷ ଟଙ୍କା।