• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

Manoranjan Sial

Editor

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ ...more

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ୍ୟମରେ ୮ ବର୍ଷର ଅଭିଜ୍ଞତା ରହିଛି। ୨୦୧୬ରୁ ଡିଜିଟାଲ୍‌ ମିଡ଼ିଆ ‘ଓଡ଼ିଶା ରିପୋର୍ଟର’ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିବା ମନୋରଂଜନ ଡେଭେଲପିଂ ଷ୍ଟୋରୀ ସହ ଫିଚର ଓ ସ୍ପେଶାଲ୍ ଷ୍ଟୋରୀ କରିବାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ବିଶେଷକରି ରାଜ୍ୟର ଅନ୍ୟତମ ପ୍ରମୁଖ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଯାତ୍ରା ଶିଳ୍ପ, ଯଲିଉଡର ରିପୋର୍ଟଂରେ ସ୍ୱତନ୍ତ୍ର ରୁଚି ରହିଛି।

less

Posts by Manoranjan Sial

Twincity Fog
Fog In Some Parts Of Odisha: ଆଗାମୀ ୩ ଦିନ ଯାଏଁ କଲବଲ କରିବ କୁହୁଡି !

ଶନିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

Boudh
Woman In Cot: କେବେ ଯିବ ଯନ୍ତ୍ରଣା ? କେତେ ଦିନ ଆଉ ଖଟିଆରେ ବୁହା ହେବେ ମାଆ ?

ଗାଁଠାରୁ ଏକ କିମି ଦୂରରେ ଥିବା ଲକ୍ଷ୍ମୀ ନାଳ ପାଖରେ ଅଟକିଥିଲା ଆମ୍ୱୁଲାନ୍ସ। ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

Rani
Khandagiri Jatra Mahakumbh: ରାନୀଙ୍କ ଖୋଲା ଚ୍ୟାଲେଞ୍ଜ: ପ୍ରମାଣ ଦେଲେ ସନ୍ନ୍ୟାସିନୀ ହୋଇଯିବି

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ବାସନ୍ଦ ହେବା ପରେ ପେଟପାଟଣା ପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢୁଛନ୍ତି ଆଇଟମ୍‌ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ତାହା ପୁଣି ନାଟକୀୟ ଢ଼ଙ୍ଗରେ। ଦିନେ ଅର୍ଦ୍ଧ ନଙ୍ଗୁଳୀ ବେଶରେ ନଜର ଆସୁଥିବା ରାନୀ ଆଜି ଗେରୁଆ ଶାଢ଼ୀ ପିନ୍ଧିଛନ୍ତି ଓ ବେଗରେ ରୁଦ୍ରାକ୍ଷ ପକାଇଛନ୍ତି।

Vigilance
ବାବୁଙ୍କ ଘରେ ଟଙ୍କା ଭଣ୍ଡାର; ଗଣି ଗଣି ମେସିନ ନୟାନ୍ତ, ଅଧିକାରୀ ହାଲିଆ!

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 7ଟି ସ୍ଥାନରେ ରେଡରୁ କେବଳ ବିପୁଳ କ୍ୟାସ୍ ନୁହେଁ, ଆଲିସାନ୍ ବଙ୍ଗଳା ସହ ବଡ଼ ସହରରେ ବହୁ ଦାମୀ ପ୍ଲଟ୍ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଆକଳନ ସରି ନଥିବାରୁ ସଂପତ୍ତିର ଏ ତାଲିକା ଆହୁରି ଲମ୍ବିବାର ବି ସମ୍ଭାବନା...

BJD
ବିଜେଡି ପରାଜୟ ପଛରେ ଭୁଲ୍‌ ଟିକେଟ ବଣ୍ଟନ ବ୍ୟବସ୍ଥା କି?

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି। ଦଳର ପରାଜୟ ପଛରେ ଭୁଲ୍ ଟିକେଟ ବଣ୍ଟନ ବ୍ୟବସ୍ଥା ବୋଲି ଦାବି କରିଛନ୍ତି ପୂର୍ବତନ ସାଂସଦ ମହେଶ...

Jaga Mission
ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା

ମିଳିଥିବା ତଥ୍ୟ ଅନୁସାରେ ୨୦୨୩ ମସିହାରେ BMC ପକ୍ଷରୁ ଜାରି ହୋଇଥିଲା ୪୯ ନମ୍ବର ୱାର୍ଡ ଫୁଲେଶ୍ୱରୀ ବସ୍ତି ପାଇଁ ଜାଗା ମିଶନ ହିତାଧିକାରୀଙ୍କ ତାଲିକା। ଯେଉଁ ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ସବିତା ସାହୁ।

Barabati
ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ; ସାଂଘାତିକ ସ୍ଥିତି, ଚରମ ଅବ୍ୟବସ୍ଥା

କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ। ତାମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍। ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲେ କଟକ ଡିସିପି।

Delhi Election
ସରିଲା ଦିଲ୍ଲୀ ଭୋଟ୍.. ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

ସକାଳୁ ସକାଳୁ ହିଁ ନିର୍ବାଚନୀ ମହାପର୍ବରେ ସାମିଲ ହୋଇଥିବା ଭୋଟରଙ୍କ ମଧ୍ୟରେ ମତଦାନକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସରେ ଥିବା ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Jaga Mission
Jaga Mission: ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା; ବିଏମ୍‌ସିରେ ଖୋଲୁଛି ଗୁମର

ଭୁବନେଶ୍ୱର ମହାନଗର ନିଗମ(BMC) କର୍ତ୍ତୃପକ୍ଷ ପୂର୍ବରୁ ଜାଗା ମିଶନରେ ପଟ୍ଟା ଯୋଗାଇଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଜାଗା ମିଶନରେ ଚୟନ ହୋଇଥିବା କିଛି ଅଯୋଗ୍ୟ ହିତାଧିକାରୀ ଏବେ ହାତେଇବାକୁ ବସିଛନ୍ତି ଆବାସ ଯୋଜନାରେ ଘର।

Barabati Stadium
ଟିକଟ ଖଣ୍ଡେ ପାଇଁ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅସନ୍ତୋଷ ଝାଡିଲେ କ୍ରିକେଟ ପ୍ରେମୀ

ଟିକେଟ କାଉଣ୍ଟରରେ ଠେଲାପେଲା ଓ ଧସ୍ତାଧସ୍ତି। କାଉଁଣ୍ଟରରେ ଭିତରେ ଅଣନିଶ୍ୱାସୀ ଖେଳ ପ୍ରେମୀ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଲେ। ହେଲେ ଟିକେଟ ପାଇବା ଆଶା କ୍ଷୀଣ ବୋଲି କେତେକ ଲୋକ କହିଛନ୍ତି।

Barabati
ପୁଅ ପାଇଁ ଟିକେଟ ନେବାକୁ ଆସିଛି...

ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ। ଆଜିଠାରୁ ଆରମ୍ଭ ହୋଇଛି ଟିକେଟ୍‌ ବିକ୍ରି। ସେଥିପାଇଁ ଟିକେଟ କାଉଁଣ୍ଟରରେ ଅସମ୍ଭାଳ ଭିଡ଼। ଟିକେଟ୍ ଖଣ୍ଡେ ପାଇଁ ଧସ୍ତାଧସ୍ତି ହେବା ସହ କାଉଣ୍ଟର ଛାତ ଉପରକୁ ବି ଚଢି ଯାଇଛନ୍ତି।

NDC
National Defence College: ଓଡ଼ିଶା ଗସ୍ତରେ ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଭଳି ମେଗା ଇଭେଣ୍ଟକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରୁ ଓଡ଼ିଶା ପୋଲିସର ମୁଖ୍ୟ ଭୂମିକାକୁ ସ୍ୱାଗତ କରିଥିଲେ ପ୍ରତିନିଧି ମଣ୍ଡଳୀ।

PM Modi
PM Modi criticizes Congress And AAP: କଂଗ୍ରେସ ଓ ଆପ୍‌କୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସୋନିଆଙ୍କ ଅପମାନସୂଚକ ଶବ୍ଦ ପ୍ରୟୋଗକୁ ନେଇ ବର୍ଷିଛନ୍ତି ମୋଦି। କହିଛନ୍ତି, ଜଣେ ମହିଳା ରାଷ୍ଟ୍ରପତି ଅପମାନିତ ହେଉଛନ୍ତି। ମୁଁ ରାଜନୈତିକ ନିରାଶା ବୁଝିପାରୁଛି। କିନ୍ତୁ ରାଷ୍ଟ୍ରପତିଙ୍କୁ ଅପମାନ କାହିଁକି ?

Block Office
No Officer In Govt Office: ମୁରବୀ ଶୂନ୍ୟ ସହର, ଭଗବାନଙ୍କ ଦୟାରୁ ଜୀଉଁଛନ୍ତି ଲୋକେ!

ମୁରବୀ ଶୂନ୍ୟ ହୋଇପଡ଼ିଛି ସହର। ଗୁରୁତ୍ୱପୂର୍ଣ୍ଣ ଚାରୋଟି ବିଭାଗରେ ନାହାଁନ୍ତି ଅଧିକାରୀ। ଅତିରିକ୍ତ ଦାୟିତ୍ୱରେ ଚାଲିଛି ସରକାରୀ କାର୍ଯ୍ୟାଳୟ।।

BBSR
Mo Bus Accident in Bhubaneswar: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

ଦୋକାନକୁ ଫୁଲ ଦେବା ପାଇଁ ଓ ବିସ୍କୁଟ ନେବା ପାଇଁ ଆସିଥିଲା ମୀନତି ଓରଫ୍‌ ମୁନୀ। ସାଇକେଲରେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା।

IAS Officer
IAS Officers Will Go To Village: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

ଆଇଏଏସ୍ ଡିକେ ସିଂଙ୍କୁ ଜଗତସିଂହପୁର, ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି. ମାଥିଭାଥନନଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମାଙ୍କୁ ସମ୍ବଲପୁର, ଅରବିନ୍ଦ ପାଢୀଙ୍କୁ ପୁରୀ, ଶ୍ୱାଶତ ମିଶ୍ରଙ୍କୁ ଢେଙ୍କାନାଳ, ବିଶାଲ ଦେବଙ୍କୁ ବାଲେଶ୍ୱର ଓ ଉଷା ପାଢୀଙ୍କୁ ଭଦ୍ରକ ଭଳି ୩୦ ଜିଲ୍ଲା ଗସ୍ତ ପାଇଁ ୩୦ ଆଇଏଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Plus Two
CHSE +2 Exam From February 18: ୧୮ରୁ ଯୁକ୍ତ ଦୁଇ ପରୀକ୍ଷା: ୪୫ ଦିନରେ ରେଜଲଟ୍

କପି ରୋକିବା ପାଇଁ ହୋଇଛି ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା। ପରୀକ୍ଷା କେନ୍ଦ୍ରରେ ଅଚାନକ ଚଢାଉ କରିବେ ସ୍କ୍ୱାର୍ଡ। ୩୦ ଜିଲ୍ଲାର ୩୫ଟି ଜାଗାରେ ଆଗୁଆ ସ୍କ୍ୱାର୍ଡ ରହିବେ। ସେମାନଙ୍କ ପରିଚୟ କେହି ଜାଣିବେନି।

sanjay das burma
Ganjam BJD Tension: ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ସଂଜୟ ଦାସବର୍ମା

ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍‌ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ।

Khandagiri
Khandagiri Mela: ହରହର ମହାଦେବ ଡାକରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ଗୁମ୍ଫା

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ପାହାଡ ଉପରେ ଥିବା ମାଆ ବାରଭୂଜାଙ୍କ ରୀତିନୀତି ଓ ପୂଜାର୍ଚ୍ଚନା। ପ୍ରତିଦିନ ଏକ ହଜାର ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ସହ ସାଧୁ ସନ୍ଥଙ୍କ ଲାଗି ଟେଣ୍ଟ ବ୍ୟବସ୍ଥା କରାଯାଇଛି।

DKL
Excise Department Raid: ଅବକାରୀ ବିଭାଗ ଓ ମଦ ମାଫିଆଙ୍କ ଗୋଡ଼ାଗୋଡି ଖେଳ!

ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ସ୍କର୍ପିଓକୁ ପିଛା କରିଥିଲେ। ପ୍ରାୟ ଦଶ କିଲୋମିଟର ଧରି ଗୋଡାଇଥିଲେ। ଗୋଡାଗୋଡ଼ି ପରେ ମଦ ଭର୍ତ୍ତି ସ୍କର୍ପିଓକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ।

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ୍ୟମରେ ୮ ବର୍ଷର ଅଭିଜ୍ଞତା ରହିଛି। ୨୦୧୬ରୁ ଡିଜିଟାଲ୍‌ ମିଡ଼ିଆ ‘ଓଡ଼ିଶା ରିପୋର୍ଟର’ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିବା ମନୋରଂଜନ ଡେଭେଲପିଂ ଷ୍ଟୋରୀ ସହ ଫିଚର ଓ ସ୍ପେଶାଲ୍ ଷ୍ଟୋରୀ କରିବାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ବିଶେଷକରି ରାଜ୍ୟର ଅନ୍ୟତମ ପ୍ରମୁଖ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଯାତ୍ରା ଶିଳ୍ପ, ଯଲିଉଡର ରିପୋର୍ଟଂରେ ସ୍ୱତନ୍ତ୍ର ରୁଚି ରହିଛି।