ଧୂମ୍ରପାନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟରୁ ଜଣାପଡ଼ିଛି, ପ୍ରତିବର୍ଷ ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ତମ୍ୱାଖୁ ଖାଇ ପ୍ରାଣ ହରାଉଛନ୍ତି। ଏଥିରେ ଅଧିକାଂଶ ମୃତ୍ୟୁ ନିମ୍ନ ଓ ମଧ୍ୟବିତ୍ତ ଆୟ ଥିବା ଦେଶର ଲୋକ ରହିଛନ୍ତି।
୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି।
ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା।
ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ।
୯୦ ଦଶକର ଟିମ୍ ଆଣ୍ଡ ହଟ୍ ଆକ୍ଟ୍ରେସ୍ ମମତା କୁଲ୍କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି।
କୌଟିଲ୍ୟ ନାଁରେ ଜଣାଶୁଣା ହେଉଛନ୍ତି ଚାଣକ୍ୟ। ସେ ହେଉଛନ୍ତି ଜଣେ ମହାନ ରାଜନେତା, ଦାର୍ଶନିକ ଓ ଅର୍ଥନୀତିଜ୍ଞ। ତାଙ୍କ ଦ୍ୱାରା ରଚିତ 'ଚାଣକ୍ୟ ନୀତି' ଏବେ ମଧ୍ୟ ଜୀବନର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରୁଛି।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ ।
କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇଁ ଟିପ୍ସ ଦିଆଯାଇଥିଲା।
କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ କହିଛନ୍ତି, କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଛି। ମହାମଣ୍ଡଳେଶ୍ୱର ହେବା ପରେ ତାଙ୍କର ନାଁ ପରିବର୍ତ୍ତନ କରାଯାଇଛି। ନୂଆ ନାଁ ରହିଛି ଶ୍ରୀ ୟମାଇ ମମତା ନନ୍ଦଗିରି।
ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି।
ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ।
ଖାତିଗୁଡାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଏଠାରେ ୫୦୬ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ଗୁରୁବାର ସେଥିରୁ ୧୨୨ ଜଣ ଛାତ୍ରଛାତ୍ରୀ ଛାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।
ସରକାର ବଦଳିବା ପରେ ଆକ୍ସନ୍ ମୁଡକୁ ଆସିଥିଲା ପ୍ରଶାସନ। ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଏବେ ମହଙ୍ଗା ପଡିଛି। ଜଙ୍ଗଲ ଜମିରେ କାସିଆ ପାହାଡ଼କୁ ଯାଇଥିବା ୨ଟି ରାସ୍ତାକୁ କାଟିଛି ବନବିଭାଗ।
ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
ମୋଟିଭେସନାଲ୍ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍ ଆପ୍ଲ, ବି ଫର୍ ବଲ୍, ସି ଫର୍ କେଟ ଓ ଡି ଫର୍ ଡଗ୍ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ...
ମାଧବୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପରେ ପ୍ରେସର କୁକରରେ ସିଝାଇ ଥିଲା। ସିଝିଗଲା ପରେ ହାଡ ଓ ମାଂସ ଅଲଗା କରିଥିଲା। ତା’ପରେ ହେମଦସ୍ତାରେ ସିଝି ଯାଇଥିବା ଶରୀରକୁ ଛେଚି ଖଣ୍ଡ ବିଖଣ୍ଡିତ କରିଥିଲା। ଏହାପରେ ସେ ୩ ଦିନ ଧରି ସେ ଗୁଡ଼ିକୁ ପ୍ରେସର କୁକୁରରେ...
ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ପ୍ରଥମେ ବିଜୟନଗରମ୍ ଷ୍ଟେସନ୍ ଯାଇ ଖୋଳତାଡ କରିଥିଲା।
ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍ କରିବା ପାଇଁ ଯାଇଥିଲେ।
ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି, ତାହାହେଲେ ଗଠନ ମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତାହାହେଲେ ଚଳିତ ବିଧାନସଭାରେ ତାକୁ ବରଦାସ୍ତ କରାଯିବ ନାହିଁ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ।