ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣରେ ମହିଳା ଶକ୍ତିର ବିକାଶ ଓ ବିକଶିତ ମହିଳାଙ୍କ ସଳଫତା ପ୍ରସଙ୍ଗରେ ମୋଦି ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରହିଛି।
ଦିଲ୍ଲୀ ଭୋଟ୍ ଆଗରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଧକ୍କା। ଦଳ ଛାଡ଼ିଲେ ୭ ବିଧାୟକ। ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ଟିକେଟ୍ ମିଳିନଥିବା ଓ ଦଳୀୟ ନେତୃତ୍ୱ ଉପରେ ଅସନ୍ତୋଷ ଝାଡ଼ି ବିଧାୟକମାନେ ଦଳ ଛାଡ଼ିଛନ୍ତି।
ଜାନୁଆରୀ ୧୬ ତାରିଖରେ NTCA, ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସମେତ ରାଜ୍ୟ ବନ ବିଭାଗର ସଦସ୍ୟଙ୍କୁ ନେଇ ଗଠିତ ମନିଟରିଂ ଟିମ ଆସି ‘ଜିନ୍ନତ’ର ବ୍ୟବହାର ଅନୁଧ୍ୟାନ କରିଥିଲେ।
ତେବେ ଏଠି ପ୍ରଶ୍ନ ଉଠିଛି କାହିଁକି ବଦଳି ଅର୍ଡରକୁ ମାନୁନାହାନ୍ତି ଅଧିକାରୀ ? ଉପରିଷ୍ଠ ଅଧିକାରୀ ରିଲିଭ କରୁନାହାନ୍ତି ନା ନିଜେ ଗାଦି ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି ? କେଉଁ ସାହସରେ ମାସ ମାସ ଧରି ନିର୍ଭୟରେ ସରକାରୀ ନିର୍ଦ୍ଦେଶକୁ ଟାଳି ଚାଲିଛନ୍ତି? ରହୁନି କି କାର୍ଯ୍ୟାନୁଷ୍ଠାନର...
ନବରଙ୍ଗପୁର ଥାନା ଡାଲଗୁଡା ଗାଁର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ୍ କୁସୁମପାଲି ଗ୍ରାମରେ ହେଉଥିବା ନିଜର ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକ୍ରେ ଯାଉଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଫାୟାରିଂ କରି ପ୍ଳାଣ୍ଟ ସାଇଡ୍ ଦେଇ ଗାଁ ରାସ୍ତାରେ ପଳାଇ ଯାଇଥିଲେ।
ବିଶେଷଜ୍ଞଙ୍କ ମତରେ ୨୦୨୪ ସାଧାରଣ ବଜେଟ୍ରେ କେନ୍ଦ୍ର ସରକାର ସୁନା କ୍ରୟକୁ ଉତ୍ସାହିତ କରିବା ପାଇଁ ଆମଦାନୀ ଶୁଳ୍ପ ହ୍ରାସ୍ କରିଥିଲେ। ସୁନା ଆମଦାନୀ ଶୁଳ୍ପ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ୍ କରିଥିଲେ।
ପୂର୍ବରୁ UPI ଆଇଡିରେ ଆଲ୍ଫାନ୍ୟୁମେରିକ କ୍ୟାରେକ୍ଟର ବ୍ୟବହାର କରିବା ପାଇଁ NPCI ପରାମର୍ଶ ଦେଇଥିଲା। NPCIର ଏହି ପରାମର୍ଶକୁ କେତେକ ସଂସ୍ଥା କାର୍ଯ୍ୟକାରୀ କରିଥିଲେ। କିନ୍ତୁ ଏବେ ମଧ୍ୟ ଅନେକ ସଂସ୍ଥା ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।
ଠିକ୍ ସେମିତି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ଆଜି ଅପରାହ୍ନରେ ହାଇୱାଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ବାଇକ ପିଟି ହୋଇଯାଇଥିଲା।
ପ୍ରତିବର୍ଷ ବଜେଟ୍ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।
ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ...
ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ପିକେଙ୍କ ମୋଡ୍ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।
ପ୍ରତିବର୍ଷ ବଜେଟ୍ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।
ପଟପଡଗଞ୍ଜ ଆସନରୁ ବିଜେପିରୁ ପ୍ରାର୍ଥୀ ରବୀନ୍ଦ୍ର ସିଂ ନେଗି ଆଜି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହା ପରେ ମୋଦି ବିଜେପି ପ୍ରାର୍ଥୀଙ୍କୁ ପାଦ ଛୁଇଁ ତିନି ଥର ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।...
ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି।
ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା...
‘ପେପର କପ୍ ତିଆରେ ବ୍ୟବହାର ହେଉଛି ପଲି ଏଥିଲିନ୍ ପରି ବିଭିନ୍ନ ରାସାୟନିକ ପଦାର୍ଥ। ସେଥିରେ ପଲି ଏଥିଲିନ୍ ସହ ମାଇକ୍ରୋ ପ୍ଲାଷ୍ଟିକ୍ କିମ୍ୱ ବାୟୋଫିନଲ୍-ଏ ପ୍ରମୁଖ ମିଶିଛି। ଏ ଗୁଡ଼ିକ ଆମ ଶରୀର ପ୍ରତି କ୍ଷତିକାରକ। କର୍କଟ ରୋଗ ସୃଷ୍ଟି କରିଥାଏ।’