ରାଜଧାନୀରେ ଆଜି ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଯାଇଥିଲା ବେଳେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ଦର ପାଖାପାଖି ୮୮ ହଜାରରେ ପହଞ୍ଚିଛି। ଏପରିକି ବିଶେଷଜ୍ଞଙ୍କ ଆକଳନ ମାସକ ଭିତରେ ଖାଣ୍ଟି ସୁନା ଲକ୍ଷେ ମଧ୍ୟ ଟପିଯାଇ ପାରେ।
ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ବିଭିନ୍ନ ପର୍ବୋତ୍ସବର ତିଥି ଓ ତାରିଖକୁ ନେଇ ଓଡ଼ିଆ ପଞ୍ଜିକା ଗୁଡ଼ିକରେ ଯେପରି କୌଣସି ତ୍ରୁଟି କି ତାରତମ୍ୟ ନରହେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ପଞ୍ଜିକା ସମନ୍ୱୟ ବୈଠକ।
ବିଳମ୍ୱିତ ରାତିରେ ନାଟକ ଚାଲିଥିବା ବେଳେ ପଦ୍ମା ଷ୍ଟେଜ୍ଠାରୁ ଦୂରେଇ ଯାଇ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିଲେ। ଠିକ୍ ସେତିକିବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ବଳପୂର୍ବକ ତାଙ୍କୁ ପାହାଡ଼ ଉପରକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା।
ସ୍ୱୀକୃତି ମିଳିଥିବା ପଞ୍ଜିକା ଗୁଡ଼ିକ ହେଲା - ଶ୍ରୀ ରାଧାରମଣ ବିଶୁଦ୍ଧ ଖଡିରତ୍ନ ପଞ୍ଜିକା, ଓଡ଼ିଶା କୋହିନୁର ପ୍ରେସ୍ ପଞ୍ଜିକା, ଅରୁଣୋଦୟ ପ୍ରେସ୍ ଖଡ଼ିରତ୍ନ ପଞ୍ଜିକା, ଜିଏନ୍ ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଓ ଭାଗ୍ୟଦୀପ ପଞ୍ଜିକା।
ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସମ୍ପୃକ୍ତ ସୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଛି।
୨୦୨୪ ମସିହା ଜୁଲାଇ ୬ ତାରିଖରେ ରାଜସ୍ୱ ବିଭାଗ ତରଫରୁ ଜାରି ହୋଇଥିଲା ଏକ ଚିଠି। ଯେଉଁଥିରେ ଉଲ୍ଲେଖ ରହିଥିଲା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ହେବାକୁ ଏହା ଭିତରେ ବିତିଗଲାଣି ୭ ମାସରୁ ଅଧିକ।
ଗତ ୨୯ ଜାନୁଆରୀରେ ଶ୍ରୀଲଙ୍କାର ସାଂସଦ ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା ଟିମ୍ ସାଙ୍ଗରେ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ।
ଦିଅରର ସଂସାର ବଞ୍ଚାଇବାକୁ ଯକୃତ ଦାନ କଲେ ଭାଉଜ। ଜାଆକୁ ହସି ହସି ଦେଇ ଦେଲେ 'ଜିଗର୍ କା ଟୁକଡ଼ା'। ଲିଭର ଦାନ କରିଥିବା ପ୍ରତିମା ପ୍ରଧାନ କହିଛନ୍ତି, ସିଏ ମୋ ସାନଜାଆ ନୁହେଁ... ମୋ ସାନଭଉଣୀ। ମୋ ଝିଅ...। ଶାଶୁ ମଲା ପରେ ମୁଁ ପରା ଘରର...
ହଠାତ୍ ରଶ୍ମୀ ରଂଞ୍ଜନୀଙ୍କ ପରିବାରରେ ଉଠିଥିଲା ଅଶାନ୍ତିର ଝଡ଼। ଆରମ୍ଭ ହେଲା ନିର୍ଯାତନା। ୫ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ଚାପ ପକାଇଲେ ଦେବାଶିଷ। ଏ ନେଇ ରଶ୍ମୀ ରଂଞ୍ଜନୀ ନିଜ ବାପା ଓ ମାଆଙ୍କୁ କହିଥିଲେ। ହେଲେ ଗରିବ ଶ୍ରେଣୀରେ ହୋଇଥିବାରୁ ପରିବାର...
ରୋଗର ଯନ୍ତ୍ରଣାରେ ପଡ଼ିବା ପୂର୍ବରୁ ୯୨ ବର୍ଷ ବୟସରେ ନାରାୟଣ ସାହୁ, ସେଥିରୁ ମୁକୁଳିବାର ରାସ୍ତା ଖୋଜିବାରେ ଲାଗି ପଡ଼ିଲେ। ଆଉ ଶେଷରେ ପାଇଗଲେ। ନିରୋଗ ଜୀବନ ପାଇଁ ଯୋଗାଭ୍ୟାସ୍ କରିଚାଲିଲେ। ପ୍ରତି ସକାଳେ ଓ ସନ୍ଧ୍ୟାବେଳେ ନିୟମିତ ଯୋଗଭ୍ୟାସ୍ କଲେ। ଗତ ୪ ବର୍ଷ ହେଲା ସେ...
ଅଭିଯୋଗ ଅନୁସାରେ ବିବାହର ବାହାନା କରି ସଙ୍ଗୀତାଙ୍କୁ ନେଇ ହତ୍ୟା କରିଥିଲ ମିଥୁନ୍। ଆଉ ତାଙ୍କଠାରୁ ସବୁ ସୁନା ଅଳଙ୍କାର ଲୁଟି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମିଥୁନ୍କୁ ଗିରଫ କରିଥିଲା। ତା’ଠାରୁ ଲୁଟ୍ ହୋଇଥିବା ସଙ୍ଗୀତାଙ୍କ ସମସ୍ତ ସାମଗ୍ରୀ ଜବତ...
୩୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ମ୍ୟାନ୍ ତଥା ଅଧିନାୟକ ରୋହିତ୍ ଶର୍ମା ଓ ଶୁଭମନ୍ ଗିଲ୍।
ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ଶୁଭୁଥିଲା ଇଣ୍ଡିଆ ଇଣ୍ଡିଆ। କିଏ କୋହଲି ଫ୍ୟାନ୍, କିଏ ରୋହିତ ଫ୍ୟାନ୍। କିନ୍ତୁ ସବୁ ଏଠି ଏକାକାର। ମ୍ୟାଚ୍ ସମୟ ପାଖେଇବା ସହ ବଢ଼ିଥିଲା ଉତ୍ସାହ ଓ ଉତ୍କଣ୍ଠା। କ୍ରିକେଟ୍ ପ୍ରେମୀଙ୍କ ଗହଳି ଭିତରେ ବାରି ହୋଇ ପଡ଼ୁଥିଲେ କିଛି ସ୍ୱତନ୍ତ୍ର ଫ୍ୟାନ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।
ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା।
ଫାର୍ମ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଏନେଇ ଅଭିରାମଙ୍କ ପତ୍ନୀ ଓ ପୋଲିସ୍ଙ୍କୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହରେ କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଦୀର୍ଘ ୨୭ ବର୍ଷ ପରେ ପୁଣି ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି। ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ଭୋଟ୍ ଗଣତି ହେବା ମାତ୍ରେ ହିଁ ଆଗୁଆ ଚାଲିଥିଲା ପଦ୍ମ ଦଳ।
ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ୱପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।