Advertisment

ବିଜେଡିର ୨୦୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା

ନିର୍ବାଚନୀ ଖର୍ଚ୍ଚ ତଥ୍ୟ କହୁଛି, ୨୪ ନିର୍ବାଚନରେ ବିଜେପି ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଜେଡି ଖର୍ଚ୍ଚ କରିଛି ମୋଟ୍ ୪୧୫ କୋଟି ଟଙ୍କା।

author-image
Manoranjan Sial

ବିଜେଡିର ୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା। ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ୨୦ ଲକ୍ଷ ଦେଇଥିବା ବେଳେ ବିଜେଡି ଦେଇଛି ୩୦ ଲକ୍ଷ। ସାଂସଦ ପ୍ରାର୍ଥୀଙ୍କୁ ବିଜେଡି ୫୦ ଲକ୍ଷ ଦେଇଥିବା ବେଳେ ବିଜେପି ଦେଇଛି ୬୦ ଲକ୍ଷ। ନିର୍ବାଚନ କମିଶନଙ୍କ ନିକଟରେ ଦୁଇ ଦଳ ଦାଖଲ କରିଥିବା ସତ୍ୟପାଠରୁ ଆସିଛି ଏମିତି ତଥ୍ୟ। ନିର୍ବାଚନୀ ଖର୍ଚ୍ଚ ତଥ୍ୟ କହୁଛି, ୨୪ ନିର୍ବାଚନରେ ବିଜେପି ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଜେଡି ଖର୍ଚ୍ଚ କରିଛି ମୋଟ୍ ୪୧୫ କୋଟି ଟଙ୍କା। 

Advertisment
BJD Election Commission BJP
Advertisment
Advertisment