• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

Manoranjan Sial

Editor

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ ...more

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ୍ୟମରେ ୮ ବର୍ଷର ଅଭିଜ୍ଞତା ରହିଛି। ୨୦୧୬ରୁ ଡିଜିଟାଲ୍‌ ମିଡ଼ିଆ ‘ଓଡ଼ିଶା ରିପୋର୍ଟର’ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିବା ମନୋରଂଜନ ଡେଭେଲପିଂ ଷ୍ଟୋରୀ ସହ ଫିଚର ଓ ସ୍ପେଶାଲ୍ ଷ୍ଟୋରୀ କରିବାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ବିଶେଷକରି ରାଜ୍ୟର ଅନ୍ୟତମ ପ୍ରମୁଖ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଯାତ୍ରା ଶିଳ୍ପ, ଯଲିଉଡର ରିପୋର୍ଟଂରେ ସ୍ୱତନ୍ତ୍ର ରୁଚି ରହିଛି।

less

Posts by Manoranjan Sial

CUttack
Exemplary Punishment by High Court: ଚୌଦ୍ୱାର ଜେଲ ପରିଦର୍ଶନ କରି ସ୍ୱଚ୍ଛତାର ଅନୁଧ୍ୟାନ କର ...

ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍‌ କରିଥିଲେ।

Elephant
Elephant Tusk Mafia: ବିଚ୍‌ ରାସ୍ତାରେ ହାତୀ ଦାନ୍ତ ମାଫିଆଙ୍କୁ ମାଡ଼ି ବସିଲେ

ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।

Constable
POCSO Judgement: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା

ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍‌ ବିଭାଗରେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।

School
5-T School in Sambalpur: ହିନ୍ଦୀ ଶିକ୍ଷୟିତ୍ରୀ ବେଲ୍‌ ବଜାଉଛନ୍ତି, ଗଣିତ ବି ପଢ଼ାଉଛନ୍ତି…

ଦୁଃଖର ବିଷୟ ସ୍କୁଲରେ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ବିଜେଡି ସରକାର ଏହି ସ୍କୁଲକୁ 5-Tରେ ଅନ୍ତର୍ଭୁକ୍ତ କରିଥିଲେ। ଏପରିକି ସ୍କୁଲର ଆଜବେଷ୍ଟସ୍‌ ଘର ଭାଙ୍ଗି ପକ୍କା ବିଲ୍‌ଡିଂ କରିଦେଲେ।

Bhavani
Bhavani in Similipal National Park: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

କହିବାକୁ ଗଲେ ଭବାନୀ ସମସ୍ତଙ୍କ ମନ କିଣି ନେଇଥିଲା। ସବୁଠାରୁ ରୋଚକ କଥା ହେଉଛି ବନ୍ୟ ଯନ୍ତୁଙ୍କ ଶତ୍ରୁ ପାଲଟିଥିବା ଭବାନୀ ଏହାରି ଭିତରେ ପ୍ରେମରେ ପଡ଼ିଥିଲେ। ସିଏ କୁଆଡେ ପୁରୁଷ ହାତୀ ମହେନ୍ଦ୍ରର ପ୍ରେମରେ ପଡ଼ିଥିଲେ। ମହେନ୍ଦ୍ର ହେଉଛନ୍ତି ଆଉ ଏକ ପୋଷା ପୁରୁଷ ହାତୀ।

Accident
Accident: ସ୍କୁଟିକୁ ପିଟିଲା ଟ୍ରକ୍‌, ଦୁଇ ନାବାଳିକାଙ୍କ ମୃତ୍ୟୁ

କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍‌ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍‌।

BBSR
Venus, Mars, Jupiter and Saturn to be Visible: ରାତି ଆକାଶରେ ହେବ ଚମତ୍କାର; ୨ ଦିନ ଦେଖିବେ ଅଲୌକିକ ଦୃଶ୍ୟ

ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏବେ ନୁହେଁ ହଜାର ହଜାର ବର୍ଷ ଧରି ଆମେ ଖାଲି ଆଖିରେ ଗ୍ରହ ଗୁଡ଼ିକୁ ଦେଖି ଆସୁଛୁ। ଆମ ପୂର୍ବ ପୁରୁଷମାନେ ଆଗରୁ ଦେଖିଥିଲେ, ଏବେ ମଧ୍ୟ ଦେଖୁଛୁ।

Prakesh
Comedy In Khakee: ଗୁମର ଖୋଲିଲା ପ୍ରକାଶଙ୍କ ବହି; ମୁଖିଆ ନିଜ ନିର୍ବାଚନମଣ୍ଡଳୀ ଯାଇ ଅଫିସ୍‌ରଙ୍କୁ କହିଲେ, ଏଠାକୁ ବିଧାୟକଙ୍କୁ ଡାକ

ପ୍ରକାଶ ମିଶ୍ରଙ୍କ ବହି "COMEDY IN KHAKEE" ଆଜି ଓଡ଼ିଶାରେ ରିଲିଜ୍‌ ହୋଇଛି। ଯେଉଁଥିରେ ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଅଭିଯୋଗର ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ।

Hamas
Israeli Hostages With a Gift Bag: ହମାସ ଆତଙ୍କୀ ଦେଲେ ଉପହାର; ବ୍ୟାଗରେ କ’ଣ ଅଛି ?

ସେପଟେ ଇସ୍ରାଏଲ ମିଡ଼ିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଜାରେ ରହଣୀ ସମୟରେ ୩ ମହିଳାଙ୍କ କିଛି ଫଟୋ ବ୍ୟାଗରେ ରହିଛି। ତେବେ ଉପହାର ବ୍ୟାଗକୁ ନେଇ ସନ୍ଦେହ ବଢ଼ିଛି।

Fish
NAC Officer Dadagiri: ମାଛ ବିକୁଥିଲେ ଦୁଇ ଭଉଣୀ; ନାଳକୁ ଫିଙ୍ଗି ଦେଲେ ବାବୁ !

ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍‌ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Donald Trump
US President Donald Trump: ଆମେରିକାରେ ଆରମ୍ଭ ହେଲା ଟ୍ରମ୍ପ ଶାସନ

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସହ କିଛି ପାରମ୍ପାରିକ ରେକର୍ଡ ଭାଙ୍ଗିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଏଥର ପ୍ରବଳ ଶୀତ ଯୋଗୁ ଇନଡୋର ହେବାକୁ ଯାଉଛି। ଏଥିସହ କେବଳ ଆମେରିକାର ଭିଆଇପି ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି।

Naxal
Two Naxals Killed In Encounter: ଘଞ୍ଚ ଜଙ୍ଗଲରେ ମେଳି କରୁଥିଲେ ନକ୍ସଲ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ...

Crime
Sexual Assault : ନ୍ୟାୟ ଦାବିରେ କଲେଜରେ ହଙ୍ଗାମା କଲେ ପୀଡ଼ିତା

ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ...

Baripada
Transgender Stage Protest in Baripada: ନକଲି କିନ୍ନରଙ୍କୁ ଧରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅସଲି

କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ...

Minister
National Mines Ministers' Conference at Konark: ‘ମାଇନିଂ ସେକ୍ଟର ବିନା ଅର୍ଥନୀତିର ବିକାଶ ଅସମ୍ଭବ’

କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କୋଇଲା ଓ ଖଣି...

Baripada
Labour Death in Bengaluru: ପେଟ ପାଇଁ ଯାଇଥିଲେ ଦାଦନ, ଶବ ହୋଇ ଫେରିଲେ

ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Cuttack
Garbage In Residential Areas: ଜନବସତି ଅଞ୍ଚଳରୁ କେବେ ହଟିବ ଅଳିଆ ଗଦା?

ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି...

Crime
Hansita’s Husband Mystery: ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦର ତରୁଣୀ!

ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ...

Kendrapara
Kendrapara District Tourism Department Office: କୋମାରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ବିଭାଗ; ଦୁଇ ଜିଲ୍ଲା ଦାୟିତ୍ବରେ ଜଣେ ଅଧିକାରୀ

ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ଓ ଏକ ଅତିଥି ଭବନ ନିର୍ମାଣ କରାଯାଇଥିଲା। ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକ ଅତିଥି ଭବନ ପୌରାଚଂଳ ଅନ୍ତର୍ଗତ ଚାଟରାପାଟଣାଠାରେ ରହିଛି। ନିର୍ମାଣ ପରଠାରୁ ଏହି କୋଠରେ ତାଲା...

Tata Power
TPCODL Smart Meter: ସ୍ମାର୍ଟ ମିଟର ଲାଗିଲା ପରେ ଘୁ ଘୁ ହୋଇ ବଢ଼ୁଛି ବିଜୁଳି ବିଲ୍!

ସ୍ମାର୍ଟ ମିଟର ବାବଦରେ ଉପଭୋକ୍ତାଙ୍କ ଅଭିଯୋଗ ନେଇ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଟେକ୍ନୋଲଜି ସହ ଯୋଡ଼ି ହେବାକୁ ହେଲେ ଆମକୁ ସ୍ମାର୍ଟ ମିଟର ଲଗାଇବାକୁ ପଡ଼ିବ।

‘ଧରିତ୍ରୀ’ ଓ ‘ଖବର’ରେ ସହ ସଂପାଦକ ଭାବେ କାମ କରିଥିବା ମନୋରଂଜନଙ୍କ ଗଣମାଧ୍ୟମରେ ୮ ବର୍ଷର ଅଭିଜ୍ଞତା ରହିଛି। ୨୦୧୬ରୁ ଡିଜିଟାଲ୍‌ ମିଡ଼ିଆ ‘ଓଡ଼ିଶା ରିପୋର୍ଟର’ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିବା ମନୋରଂଜନ ଡେଭେଲପିଂ ଷ୍ଟୋରୀ ସହ ଫିଚର ଓ ସ୍ପେଶାଲ୍ ଷ୍ଟୋରୀ କରିବାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ବିଶେଷକରି ରାଜ୍ୟର ଅନ୍ୟତମ ପ୍ରମୁଖ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଯାତ୍ରା ଶିଳ୍ପ, ଯଲିଉଡର ରିପୋର୍ଟଂରେ ସ୍ୱତନ୍ତ୍ର ରୁଚି ରହିଛି।