Zomato
ଜୋମାଟୋର ନାଁ ବଦଳିଲା। ଘରକୁ ଘର ଖାଦ୍ୟ ଯୋଗାଉଥିବା ଜୋମାଟୋର ନାଁ ବଦଳି ହୋଇଛି ଇଟନାଲ୍ ଲିମିଟେଡ୍। ଯାହାକୁ କମ୍ପାନୀ ବୋର୍ଡ ସ୍ୱୀକୃତି ଦେଇଛି। ଆଉ କେବଳ ସେୟାରଧାରୀଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି। ନାଁ ବଦଳିଲେ ଜୋମାଟୋ ଲିମିଟେଡ୍ ବଦଳରେ ଇଟରନାଲ ଲିମିଟେଡ୍ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)