/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680344437.jpg)
New Academic Session
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପଢ଼ିବା ପାଇଁ ବାହାର ରାଜ୍ୟକୁ ବିତରଣ ହେଲା ଓଡ଼ିଆ ପାଠ୍ୟ ପୁସ୍ତକ। ପ୍ରଥମ ଥର ଲାଗି ଗୋଟିଏ ଡାଏରୀ ସହ ଦୁଇଟି କ୍ୟାଲେଣ୍ଡରର ବି ବନ୍ଦୋବସ୍ତ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ପାଠ୍ୟପୁସ୍ତକ ଗୁଡ଼ିକ ଗୁଜରାଟ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପଠାଯିବ ।
Advertisment
ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନକୁପାଠ୍ୟପୁସ୍ତକ ପଠା ସରିଛି । ଏପ୍ରିଲ ୩ ତାରିଖରୁ ନୂଆ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ସବୁ ସ୍କୁଲର ଆଡମିଶନ୍ ପ୍ରକ୍ରିୟା ଚାଲିବ ।
ଅଧିକ ପଢ଼ନ୍ତୁ: ଆପଣ କରିଛନ୍ତି କି ଷ୍ଟଡି ଲୋନ୍ ? ଜାଣିନିଅନ୍ତୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)