୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ...
ସାରା ଦେଶ ଏବେ ରାମଲାଲାଙ୍କ ପ୍ରେମରେ ବିଭୋର । ବିରାଟ ବା କେଉଁଠୁ ବର୍ତ୍ତିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ରାମଲାଲାଙ୍କୁ କଲେ ପ୍ରଣାମ ।
ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହୋଇ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍କୁ ପିଟିଲା ଆଉ ଏକ ଟ୍ରକ୍ ।
କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।
ED କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛି ଆମ ଆଦମୀ ପାର୍ଟି ବା ଆପ୍ ।
ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି ।
ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।
ଫିଲ୍ମ ଷ୍ଟାଇନରେ ବ୍ୟାକ୍ ଗିୟର ପକାଇ ମଝିରେ ପଶିଲେ । ଆଉ ତା ପରେ ଅବସ୍ଥା ଖରାପ । ଆରେ ବାପରେ..
ପରିବାର ପୋଷିବାକୁ ସର୍ଦ୍ଦାର କଥାରେ ଦାଦନ ଖଟି ଯାଇଥିଲେ । ଆଉ ଫେରିଲେନି । ଆଉ ଫେରିଲା ତ କେବଳ ତାଙ୍କର ମୃତଦେହ ।
ଚିଲିକାକୁ ମାଡ଼ି ବସୁଛି ନଳ ଘାସ, ଦଳ । ସଙ୍କୁଚିତ ହେଉଛି ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ । ଚିଙ୍ଗୁଡ଼ି ମାଫିଆମାନେ ଭିତର ଚିଲିକାରେ ବଡ଼ ବଡ଼ ଅଂଚଳ ଆବଦ୍ଧ କରି ଘେରି କରୁଥିବାରୁ ଦଳ ବଢ଼ୁଥିବା ଅଭିଯୋଗ ।
ଚାଲିଛି ପର୍ଯ୍ୟଟନ ଋତୁ । ହେଲେ ବୁଲାବୁଲି ମଜାମସ୍ତି ନାଁରେ ଭୁଲିଯାଉଛନ୍ତି ନିଜ ସୀମା ସରହଦ । ଆଉ ଉତ୍ସାହିତ ହୋଇ ବିପଦ ମୁହଁକୁ ଟାଣି ହେଇଯାଉଛନ୍ତି ପର୍ଯ୍ୟଟକ ।
କିଏ ସେ ଭାଗ୍ୟବାନ ମୂର୍ତ୍ତିକାର ଯାହାଙ୍କ ମୂର୍ତ୍ତି ଭବ୍ୟ ରାମ ମନ୍ଦିରରେ ପୂଜା ପାଇବ । ଏହାରି ଭିତରେ ପ୍ରଖ୍ୟାତ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହ ଲାଗି ଚୂଡ଼ାନ୍ତ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହାପରେ ଅରୁଣ...
ପେଟ୍ରୋଲ ମିଳିଲାନି ବୋଲି ଘୋଡ଼ା ଉପରେ ବସି ଫୁଡ୍ ଡେଲିଭରି କଲେ ଜଣେ ଜୋମାଟୋ ବୟ । ଏହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ୱାର୍ଣ୍ଣର ୧୧୧ଟି ଟେଷ୍ଟରୁ ୪୪.୫୮ ଆଭରେଜରେ ୮,୬୯୫ ରନ୍ କରିଛନ୍ତି । ୨୦୩ଟି ଇଂନିସ ମଧ୍ୟରେ ରହିଛି ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକୀୟ ଇଂନିସ । ତାଙ୍କର ଶ୍ରେଷ୍ଠତମ ସ୍କୋର ହେଉଛି ଅପରାଜିତ ୩୩୫ ।
ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।
ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଲେ ରାଜ୍ୟ ସରକାର ।
ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ ।
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ...
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ...
ବୱାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ।