/odishatv-khabar/media/post_attachments/uploadimage/library/16_9/16_9_0/DNA_Test_1704810349.jpg)
DNA Test
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିର ଆସିଲା DNA ରିପୋର୍ଟ । ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ମୃତ ତୃତୀୟ ବ୍ୟକ୍ତିଙ୍କ DNA ରିପୋର୍ଟ ପାଇଛି ପୋଲିସ । DNA ରିପୋର୍ଟରୁ ମୃତକ ଦିଲୀପ ସାମନ୍ତରାୟ ସ୍ପଷ୍ଟ ।
Advertisment
ପରିଚୟ ସ୍ପଷ୍ଟ ପରେ ଏବେ ପରିବାର ଲୋକଙ୍କୁ ଦିଆଯିବ ମୃତଦେହ । DNA ରିପୋର୍ଟ ନେଇ ଏଡିସିପି ପ୍ରକାଶ ପାଲ୍ ସୂଚନା ଦେଇଛନ୍ତି । ମୃତକଙ୍କ ପରିଚୟ ଦ୍ୱନ୍ଦ୍ୱ ପରେ DNA ଟେଷ୍ଟ ପାଇଁ ପଠାଯାଇଥିଲା । ଦିଲୀପ ସାମନ୍ତରାୟଙ୍କ ମା’ଙ୍କ ସାମ୍ପଲ ନେଇଥିଲା ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)