ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ ।
ଚୂଡାନ୍ତ ବିଗ୍ରହକୁ ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସ୍ଥାପନା କରାଯିବ ।
ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।
ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ ।
ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।
ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।
ଗଞ୍ଜାମ ବିଜେଡିରେ କୁହୁଳିଛି କି ଅସନ୍ତୋଷର ନିଆଁ । ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିବା ଅନୁଭବ କରି ଜିଲ୍ଲାର କିଛି ଭେଟେରାନ ନେତା ରୁଦ୍ଧଦ୍ୱାର ବୈଠକ କରିବାପରେ ବଢ଼ିଲା ଚର୍ଚ୍ଚା ।
୧୦ ଲକ୍ଷ ପଠାଅ, ସ୍ବାମୀକୁ ନେଇଯାଅ। ଜଣେ ଯୁବ ବ୍ୟବସାୟୀଙ୍କୁ କିଡନ୍ୟାପ୍ କରି ପତ୍ନୀଙ୍କୁ ଦୁର୍ବୃତ୍ତଙ୍କ ଘନ ଘନ ଅଡ଼ିଓ-ଭିଡ଼ିଓ କଲକୁ ନେଇ ଭୁବନେଶ୍ବରରେ ହଇଚଇ।
ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ ପ୍ରବେଶ କରିବେ।
ଓଡ଼ିଶା ଦଖଲ ପ୍ଲାନର କାର୍ଯ୍ୟକାରିତା ପାଇଁ ଭୁବନେଶ୍ବରରେ ବିଜେପିର ତିନି କେନ୍ଦ୍ରୀୟ ନେତା। କ୍ଷେତ୍ରୀୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ। ଏଇ ତିନି ନେତା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିର ଗ୍ରାଉଣ୍ଡରେ ପ୍ରତିଫଳନ ନେଇ ରାଜ୍ୟ ନେତୃତ୍ବଙ୍କ ସହ...
ସଜେଇ ହେଉଛି ଅଯୋଧ୍ୟା । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଆସନ୍ତାକାଲି ସମସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା ।
ନୂଆବର୍ଷରୁ ନୂଆ ଢାଞ୍ଚା । ହଟିଯିବ ପୁରୁଣା ବ୍ୟାରିକେଡ୍ । ଏସି ଟନେଲରେ ରହିବ ସେଡ୍ । ଆସନ୍ତା ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ ।
ରାଜଧାନୀ ଭୁବନେଶ୍ୱରରେ ଯୁବ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗକୁ ନେଇ ହଇଚଇ । ଖଣ୍ଡଗିରି ପାତ୍ରପଡ଼ାର ଯୁବ ବ୍ୟବସାୟୀ ଶଙ୍କର୍ଷଣ ଦାସଙ୍କୁ କିଡନ୍ୟାପ୍ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ । କାର୍ ଭିତରେ ବସାଇ ଦୁର୍ବୃତ୍ତ ଘୁରିବୁଲୁଛନ୍ତି ଏଣେତେଣେ ।
ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।
ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛନ୍ତି BSF ଯବାନ । ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କମ୍ବିଂ ଅପରେସନ କରୁଥିଲେ ।
ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।
ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।
ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ ।