• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

AIESL
ଗ୍ରାଜୁଏସନ୍‌ କରିଥିଲେ AIESL ରେ ଖାଲି ପଡ଼ିଛି ୨୦୯ ପୋଷ୍ଟ; ଜାଣନ୍ତୁ ଆବେଦନର ଶେଷ ତାରିଖ..

AIESL ପକ୍ଷରୁ ୨୦୯ ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ସୁପରଭାଇଜର୍‌ ପୋଷ୍ଟ ପାଇଁ ୨୦୯ ପୋଷ୍ଟ ଖାଲି ରହିଛି ।

Drowning Death
ନଦୀ ପାର୍‌ ବେଳେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, ୪ ନିଖୋଜ

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

Mayawati
‘ମାୟାବତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପିକୁ ହରାଇବ INDIA ମେଣ୍ଟ !’

ମାୟାବତୀ କିଛିଦିନ ହେବ ଦିଲ୍ଲୀରେ ରହୁଛନ୍ତି । ତେବେ ସେ ଇଣ୍ତିଆ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାୟବତୀଙ୍କ ଅତି ନିଜର କୁହାଯାଉଥିବା ଅମରୋହାର ସାଂସଦ ମାଲୁକ ନାଗର ଇଣ୍ତିଆ ମହା ମେଣ୍ଟ ଆଗରେ ଏକ ସର୍ତ୍ତ ରଖିଛନ୍ତି ।

Indian Navy Men
କତାରରେ ୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ୍‌

ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା ।

Ram Mandir
ରାମ ମନ୍ଦିରରେ ଓଡ଼ିଆ ଛାପ

ନବନିର୍ମିତ ରାମମନ୍ଦିରର ସ୍ତମ୍ଭ ଓ କାନ୍ଥରେ ଖୋଦିତ ପ୍ରାୟ ସମସ୍ତ ପାର୍ଶ୍ୱ ଦେବଦେବୀ ରୂପ ପାଇଛନ୍ତି ଓଡ଼ିଆ ଶିଳ୍ପୀଙ୍କ ଅଭିଜ୍ଞ ନିହାଣ ମୁନରେ। କୋଣ ଅନୁକୋଣରେ ଫୁଟି ଉଠୁଛି ଉତ୍କଳୀୟ କଳା ନୈପୂଣ୍ୟର ଅଲିଭା ସ୍ୱାକ୍ଷର

Zero Night Celebrations
ଟ୍ୱିନସିଟିରେ ଜିରୋନାଇଟ ପ୍ରସ୍ତୁତି

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।

Modi - Rahul
ଓଡ଼ିଶା ଆସିବେ ମୋଦି-ରାହୁଲ !

ରାଜ୍ୟର ୨୧ ଲୋକସଭା ସିଟ୍ ହାତେଇବାକୁ ଟଣା ଓଟରା..ଲୋକସଭା ସହ ବିଧାନସଭା ନିର୍ବାଚନ ଥିବାରୁ କ୍ଷମତା ଦଖଲ ପାଇଁ କସରତ..

Devotees
ବଡ଼ଦାଣ୍ଡରେ ସୀମା ଟପିଲା ବ୍ୟାରିକେଡ୍ ଯନ୍ତ୍ରଣା

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା..ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ ଭିତରେ ହିଁ ଝାଡା କରିଦେଲେ ଜଣେ ଭକ୍ତ..

Balangir
ବାବୁ-ସରପଞ୍ଚ ଭିଡ଼ାଭିଡ଼ି; 5T କାର୍ଯ୍ୟରେ ବ୍ୟବହାର ହେଉଛି ପୁରୁଣା ରଡ୍ !

ଫାଇଭ-ଟି କାମରେ ଦୁର୍ନୀତି ଅଭିଯୋଗକୁ ନେଇ ମରାମରି ବାବୁ-ସରପଞ୍ଚ..ଫାଇଭ-ଟି କାମରେ ଦୁର୍ନୀତିର ପ୍ରତିବାଦ କରିବାରୁ ସରପଞ୍ଚଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି..

Dibyanshi Mishra
‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର "ଫେସ୍ ଅଫ୍ ଦ ଇୟର"

'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର ।

Zero Night Celebrations
ଜିରୋ ନାଇଟ୍‌ ପାଇଁ ନୂଆ ନିୟମ; ମାତାଲ୍‌ଙ୍କୁ କାର୍‌ ବୁକ୍‌ କରି ଘରେ ଛାଡ଼ିବେ ପବ୍‌ ମାଲିକ

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ ।

Devotees
ପ୍ରଶାସନ ବୁଝୁନି, ଭକ୍ତ ହନ୍ତସନ୍ତ; ସମ୍ଭାଳି ନପାରି ବ୍ୟାରିକେଡ୍‌ରେ ମଳତ୍ୟାଗ କଲେ ଶ୍ରଦ୍ଧାଳୁ

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ।

Cheetah
ନୂଆବର୍ଷରୁ ନନ୍ଦନକାନନରେ ଚିତା ଦେଖିବେ ଦର୍ଶକ

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।

Utsahitya Praogramme
ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ 'ଉତ୍‌ସାହିତ୍ୟ' ର ଚତୁର୍ଥ ସଂସ୍କରଣ ଆୟୋଜିତ; ଟାଇମ୍‌ ପାସ୍‌ ବୁକର୍‌ ପାଇଲେ ମହାଶ୍ଵେତା ସାହୁ

ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍‌ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ।

Sexual Harassment alligation in College Campus
କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଛାତ୍ର ଜୀବନକୁ କଳଙ୍କିତ କରିବାକୁ ଚେଷ୍ଟା କରୁଛି କିଏ ?

ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି ।

Ayodhya Ram Mandir
ନବବଧୂ ଭଳି ସଜେଇ ହେଉଛି ରାମନଗରୀ; ଦିନ ରାତି ଏକ କରିଛନ୍ତି ଅଢ଼େଇ ହଜାର କାରିଗର..

ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।

Zero Night Celebrations
ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ୍‌; ରାତି ସାଢ଼େ ୧୨ ଯାଏ ବାର୍‌ ଓ ହୋଟେଲ୍‌ ଖୋଲା

ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।

Virat Kohli Sister
ପିଲାଦିନେ ଭଉଣୀଙ୍କଠୁ ମାଡ଼ ଖାଇଥିଲେ ବିରାଟ..ହେଲେ କାହିଁକି ?

କ୍ରିକେଟ୍‌ ପ୍ରସଙ୍ଗ ହେଉ ବା ତାଙ୍କ ବ୍ୟକ୍ତିଗତ ଜୀବନ, ସବୁବେଳେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ତ କରନ୍ତି କୋହଲି ।

Ind Vs SA
ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ଜାଡେଜା ଆଉଟ୍‌, ଅଶ୍ୱିନ୍‌ ଇନ୍‌; ଡେବ୍ୟୁ କଲେ ପ୍ରସିଦ୍ଧ କ୍ରିଷ୍ଣା

ଜାଡେଜାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ପ୍ଲେଇଙ୍ଗ ଇଲେଭେନ୍‌ରେ ସ୍ଥାନ ପାଇନାହାନ୍ତି । ଅନ୍ୟପକ୍ଷରେ ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରସିଦ୍ଧ କ୍ରିଷ୍ଣା ।

ISRO
Year Ender 2023: ISRO ପାଇଁ ବିଶ୍ୱ ଦରବାରରେ ଚମକୁଛି ଭାରତ

୨୦୨୩ ବର୍ଷଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ୍‌ ଗର୍ବିତ ଓ ସ୍ମରଣୀୟ ବର୍ଷ । କାହିଁକି ନା ଏହି ବର୍ଷ ଆମ ଦେଶର ଚମକ ସାରା ବିଶ୍ୱ ଦେଖିଛି । ଆମର ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ବେଶ୍‌ ଆଗକୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।