Advertisment

ଏଯାଏଁ ସଂପୂର୍ଣ୍ଣ ସରିପାରିନି ଶ୍ରୀମାର୍ଗ ନିର୍ମାଣ କାମ

ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ, ପ୍ରଶାସନ କହିଛି ଅତି ବେଶିରେ କାଲି ସୁଦ୍ଧା ସବୁ କାମ ସରିଯିବ।

author-image
Manoranjan Behera

ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ, ପ୍ରଶାସନ କହିଛି ଅତି ବେଶିରେ କାଲି ସୁଦ୍ଧା ସବୁ କାମ ସରିଯିବ।

Advertisment
Jagannath Temple Srimandir Corridor Project Srimandir Parikrama Project
Advertisment
Advertisment