ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।
ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା...
ଶରୀରର ଅନେକ ମାରାତ୍ମକ ରୋଗ ଷ୍ଟ୍ରେସ୍ କାରଣରୁ ହିଁ ହୋଇଥାଏ। ଯଦି ଆପଣ ଏଭଳି ସମସ୍ୟାରେ ପିଡିତ ତେବେ ଆପଣଙ୍କ ପାଇଁ ଏହି ଖବର। ଏଥିରେ ଏହିଛି ଏମିତି କିଛି ନିୟମ, ଯାହାକୁ ମାନିଲେ ଆପଣ ବି ଏଭଳି ସମସ୍ୟାରୁ ମୁକ୍ତି ପାଇଯିବେ।
ଓଭରୱେଟ୍ ଏବଂ ଅଣ୍ଡରୱେଟ୍ ଉଭୟ ହିଁ ସ୍ୱାସ୍ଥ୍ୟ ପ୍ରତି ବିପଦ। ଆପଣ ଯଦି ଅଣ୍ଡରୱେଟ୍ ଅଛନ୍ତି ଏବଂ ଓଜନ ବଢେଇବା ନେଇ ଅନେକ ଚେଷ୍ଟା କରି ବିଫଳ ହେଲେଣି, ତେବେ ଏହି ଟିପ୍ସକୁ ଅନୁସରଣ କରନ୍ତୁ। ନିଶ୍ଚିତ ଲାଭ ମିଳିବ।
ଆଜିକାଲି ଯୁବପିଢି ନିଶା ଆଡକୁ ଗତି କରୁଥିବା ଦେଖାଯାଏ। ସେମାନକୁ ଏ ଦିଗରୁ ଓହରେଇବା ନେଇ ବାପା-ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ।
୨୦୩୦ ସୁଧା ହେପାଟାଇଟିସ୍ ଦୂର କରିବାର ଲକ୍ଷ୍ୟ ରଖିଥିବା WHO ତେଣୁ ଗତବର୍ଷ "ହେପାଟାଇଟିସ୍ କାଣ୍ଟ୍ ୱେଟ୍" ମାଧ୍ୟମରେ ହେପାଟାଇଟିସ୍ର ଉପଲବ୍ଧ ଚିକିତ୍ସା ଓ ଟୀକାକରଣକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲା। କିନ୍ତୁ ବିଶ୍ୱରେ ଯେଉଁଠି ହେପାଟାଇଟିସ୍ ପ୍ରତି ୩୦ ସେକେଣ୍ଡରେ ଗୋଟିଏ ଜୀବନ ନେଉଛି ଏହାକୁ...
ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।
ଆପଣ ୱାକି°, ଜଗି°, ରନି°କୁ ନେଇ ବେଳେ ବେଳେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି? କ’ଣ କରିବେ ଜାଣି ପାରୁନାହାନ୍ତି? ତେବେ ଜାଣିବା ପାଇଁ ପଢନ୍ତୁ…
ପୌଷ୍ଟିକ ଖାଦ୍ୟ ଖାଇବାକୁ ନ ମିଳିଲେ ଆପଣ ଅତ୍ୟଧିକ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡୁଛନ୍ତି କି? ପତ୍ରିକା ଓ ସୋସିଆଲ୍ ମିଡିଆରେ ସୁସ୍ଥ ଖାଦ୍ୟ ସମ୍ପର୍କିତ ଲେଖା ଓ ପୋଷ୍ଟ୍କୁ ପଢିବାକୁ ବ୍ୟାକୁଳ ହେଉଛନ୍ତି କି? ତେବେ ସାବଧାନ!
ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ...
ଆଜିକାଲି ହାଇହିଲକୁ ଫ୍ୟାସନର ଏକ ମୁଖ୍ୟ ଅଙ୍ଗ ବୋଲି ଧରାଯାଉଥିଲେ ବି ଏହା ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟାର କାରଣ ହେଉଛି। ଆଣ୍ଠୁ ଯନ୍ତ୍ରଣା ଠାରୁ ଆରମ୍ଭ କରି ପାଦ ଓ ଲିଗାମେଣ୍ଟ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ତେବେ ଆଉ କ’ଣ ସମସ୍ୟା ହୁଏ ଜାଣିବା ପାଇଁ ପଢନ୍ତୁ…
ଆଙ୍ଗ୍ଜାଇଟି ବା ମାନସିକ ଚାପ ସମସ୍ତଙ୍କର ଥାଏ। ଦକ୍ଷତାର ସହ କାମ କରିବା ପାଇଁ କିଛି ମାତ୍ରାରେ ଏହା ଜରୁରୀ ମଧ୍ୟ। ହେଲେ ମାତ୍ରାଧିକ ଚାପ ଠିକ ତା’ର ବିପରୀତ ଦିଗରେ କାମ କରେ। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାରେ ଅଛି ତେବେ ଧ୍ୟାନ ଦିଅନ୍ତୁ…
ଜଣେ ଯୁବତୀ ମା’ ହେବା ପରେ ଅନେକ ପ୍ରକାର ଶାରିରୀକ ସମସ୍ୟାକୁ ସମ୍ମୁଖିନ ହୋଇଥାଏ। ଏସବୁକୁ ନ ଜଗିଲେ ଜୀବନ ପ୍ରତି ବିପଦ ବଢିଯାଏ। ତେବେ ଆସନ୍ତୁ ଜାଣିବା କିପରି ନେବେ ଜଣେ ମା’ର ଯତ୍ନ।
ଅତିବାଇଗଣି ରଶ୍ମିର ସ୍ତର ୯-୧୧ ରହିବ ବୋଲି ଯେବେଠୁ ରିପୋର୍ଟ ଆସିଲାଣି, ସେବେଠୁ ପ୍ରାୟ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ ଏନେଇ ସ୍ପେସାଲ୍ ଷ୍ଟୋରୀ ଓ ବିଶେଷଜ୍ଞଙ୍କ ମତ ପ୍ରଚାର କରୁଛନ୍ତି। ତେବେ ଆସନ୍ତୁ ଏହି UV rays କ’ଣ ଆଉ ସେଥିରୁ କିପରି ରକ୍ଷା ପାଇବା ସେ ବିଷୟରେ...
ଏଇ ଅଳ୍ପ ଦିନ ଭିତରେ କିଶୋର ଓ ଯୁବକ-ଯୁବତୀଙ୍କ ପ୍ରେମଜନିତ ଆତ୍ମହତ୍ୟାର ଖବର ଆମେ ପ୍ରାୟ ସବୁଦିନ ଦେଖୁଛେ। ହେଲେ ବାପା-ମା'ମାନେ ନିଜ କିଶୋର ସନ୍ତାନର ଏଇ ପ୍ରଥମ ବ୍ରେକ୍-ଅପ୍କୁ ଗୋଟିଏ ସୁଯୋଗ ହିସାବରେ ବ୍ୟବହାର କରି ତାକୁ ତା’ର ଭବିଷ୍ୟତରେ ଏମିତି emotional traumaକୁ ସାମ୍ନା କରିବା...
ଯେତେବେଳେ ଆମ ଶରୀରର ପାଣି ଗ୍ରହଣ କରିବାର ମାତ୍ରା ଶରୀରରୁ ନଷ୍ଟ ହେଉଥିବା ଜଳୀୟ ଅ°ଶଠୁ କମ୍ ହେବା ଦ୍ୱାରା ପରିସ୍ରା ହେବାର ମାତ୍ରାକୁ ପ୍ରଭାବିତ କରେ ସେଇ ଅବସ୍ଥାକୁ ଡିହାଇଡ୍ରେସନ୍ କୁହାଯାଏ। ଅନେକ ଏହାକୁ ଅତି ସାଧାରଣ ସମସ୍ୟା ଭାବିଥାଆନ୍ତି କିନ୍ତୁ ବହୁତ ସମୟରେ ଶିଶୁ ଓ...
ପରୀକ୍ଷା ପୂର୍ବରୁ ସବୁଠାରୁ ମୁଖ୍ୟ କଥା ହେଲା ନିଜ ମାନସିକ ସ୍ଥିତିକୁ ଠିକ୍ ରଖିବା, ଯାହା ଆମର ଶରୀରକୁ ମଧ୍ୟ ଠିକ୍ ରଖିବ ଓ ଆମକୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନରେ ରଖିଲେ ପରୀକ୍ଷା ପୂର୍ବରୁ ନିଶ୍ଚୟ ନିଜକୁ...
ଚଳିତ ବର୍ଷ ୨୦୨୨ ପାଇଁ World Health Day ପାଇଁ WHOର theme ହେଉଛି "Our Planet, Our Health"। ଯେତେବେଳେ ଆମର ସମ୍ପୂର୍ଣ୍ଣ ପୃଥିବୀ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଙ୍ଗ, ଜୈବ-ବିଭିଧତା ନଷ୍ଟ, ଭୀଷଣ ଜଳ ସଙ୍କଟ ଓ ଯୁଦ୍ଧ- ପରମାଣୁ ସମସ୍ୟା ମଧ୍ୟରେ...
କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ...
ଚିତା କୁଟେଇବା ପ୍ରଥାଟା ଭାରତର ରାଜସ୍ଥାନରୁ ଆଣ୍ଡାମାନ୍ ପ୍ରାୟ ସବୁ ଜାଗାରେ ପ୍ରଚଳିତ ଅଛି। ପୃଥିବୀର ବିଭିନ୍ନ କୋଣରେ ଥିବା ତନ୍ତ୍ର ବା cult cultureରେ ମଧ୍ୟ ବିଶେଷ ଧରଣର tattoo ବନାଯାଇଥାଏ। ଛୋଟ ଛୋଟ ଅସାବଧାନତା ପାଇଁ ଏଇ ସୁନ୍ଦର tattoo ସା°ଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି...