ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି hMPV ସ°କ୍ରମଣ ମାନବ ଜାତି ପାଇଁ ନୂଆ ନୁହେଁ। ଯଦି ଆପଣଙ୍କ ବୟସ ୫ବର୍ଷରୁ ଊର୍ଦ୍ଧ୍ବ ତାହେଲେ ଏହି hMPV ଦ୍ବାରା ଆପଣ ଆଗରୁ କେବେ ଥରେ ସ°କ୍ରମିତ ହୋଇସାରିଥିବାର ଅନେକ...
ଓଜନବୃଦ୍ଧି ଅନିୟନ୍ତ୍ରିତ ହେଲେ କିମ୍ବା ଋତୁସ୍ରାବ ଅନିୟମିତ ହେଲେ ଆପଣ ଅନେକଙ୍କଠାରୁ ଶୁଣିଥିବେ, “ହାଇପୋଥାଇରୋଏଡ୍”। କିନ୍ତୁ ସବୁବେଳେ ଓଜନବୃଦ୍ଧି ମାନେ ହାଇପୋଥାଇରୋଏଡିଜମ୍ ହିଁ ହୋଇ ନଥାଏ। ଏହା ଜାଣିବା ପାଇଁ ରହିଛି ଅତି ସରଳ ରକ୍ତ ପରୀକ୍ଷା। ଏବଂ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ପରାମର୍ଶ କ୍ରମେ ଚିକିତ୍ସା ମଧ୍ୟ ସମ୍ଭବ। ହେଲେ...
ସେ ମା°ସପେଷୀ ହେଉ କିମ୍ବା ଆଖି, ହାଡ଼ ହେଉ ଅବା ମସ୍ତିଷ୍କ, ଏ ସବୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପଡେ Vitamins। ତେବେ ଏ ଭିତରେ ଆପଣ ଅନେକଥର ଶୁଣୁଥିବେ Vit A, C, E, B3 ଯୁକ୍ତ ମଏଶ୍ଚରାଇଜର୍, ସନସ୍କ୍ରିନ୍, ଫାଉଣ୍ଡେସନ, ନାଇଟ୍ କ୍ରିମ୍, ଲୋସନ୍...
ପ୍ରତ୍ୟେକ ଋତୁର ବାୟୁମଣ୍ଡଳ ପରି ଶରୀର ଉପରେ ମଧ୍ୟ ପ୍ରଭାବ ରହିଥାଏ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଶର କ’ଣ ସବୁ ସମସ୍ୟା ଦେଖାଯାଏ। ଆଉ କେମିତି ସହଜରେ ଘରେ ଏହାର ଯତ୍ନ ନେଇପାରିବେ।
ଋତୁବିରତି ନାରୀ ଜୀବନର ଏକ ସ୍ବଭାବିକ ପ୍ରକ୍ରିୟା। ଶରୀରରେ ହରମୋନ୍ ଗୁଡିକର କ୍ଷରଣ କମିବା କାରଣରୁ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟା ଦେଖାଯାଏ। କିନ୍ତୁ ଏହି ଅବସ୍ଥାକୁ ବୁଝି, ପରିବର୍ତ୍ତନକୁ ସ୍ବୀକାର କରିବା ଦ୍ଵାରା ଜୀବନ ସହଜ ହୁଏ। ନିଜ ଜୀବନଶୈଳୀରେ ଓ ଖାଦ୍ୟରେ ସାଧାରଣ ପରିବର୍ତ୍ତନ...
ମନଦୁଃଖ ହେବା ଆମକୁ ସାଧାରଣ ଲାଗେ। ହେଲେ ଲଗାତାର ୨ସପ୍ତାହରୁ ଅଧିକ ବିଷାଦଗ୍ରସ୍ତ ହୋଇ ରହିଲେ ଏହା ଡିପ୍ରେସନରେ ପରିଣତ ହୁଏ। ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ଜଣରେ ଜଣେ ବ୍ୟକ୍ତି ଡିପ୍ରେସନର ଶିକାର। ହେଲେ ଏହାର ସବୁଠାରୁ ମାରାତ୍ମକ ଦିଗଟି ହେଉଛି ଆତ୍ମହତ୍ୟା ପ୍ରବଣତା। ଚାଲନ୍ତୁ ଜାଣିବା...
ମୋଟା ହେଲେ କଥା ସରିଲା। ଏହି ଗୋଟିଏ ରୋଗ ଅନେକ ରୋଗକୁ ଡାକି ଆଣେ। ଡାକ୍ତର କହୁଛନ୍ତି, ମେଦ ବହୁଳତା ଏକ ଦୀର୍ଘକାଳୀନ ରୋଗ। ଯାହା ସମୟକୁ ସମୟ ଜଟିଳ ହୋଇଥାଏ। ଦୈନନ୍ଦିନ ଜୀବନରେ ମୋଟା ମଣିଷଟିଏ ତା ନିଜର କାମ କରିବାରେ ସମସ୍ୟାର ସମ୍ମୁଖୀନ ହୁଏ। ଯେମିତିକି...
ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ବର୍ତ୍ତମାନ ପୃଥିବୀର ପାଖାପାଖି ୧୦୦ଟି ଦେଶରେ ଡେଙ୍ଗି ଜ୍ୱର ଦେଖାଯାଉଛି, ଏମିତିକି ଏବେ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ମଧ୍ୟ ସ°କ୍ରମଣ ଦେଖା ଗଲାଣି। ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗି ଜ୍ବର ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ଏବଂ ପାଖାପାଖି ୩୬୦୦୦ ରୋଗୀଙ୍କର...
ଆପଣ ଗ୍ଲୁଟିନ୍ ଫ୍ରି ବା ଗ୍ଲୁଟିନ୍ ରହିତ ଅଟା, ବ୍ରେଡ୍, ନୁଡୁଲ୍ସ, ବିସ୍କିଟ୍ ଏସବୁ ଖାଦ୍ୟସାମଗ୍ରୀର ଲମ୍ବା ଲିଷ୍ଟ୍ ଦେଖୁଥିବେ। ବିଜ୍ଞାପନଠୁ ଆରମ୍ଭକରି ବିଭିନ୍ନ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ କଥା ଶୁଣି ଆପଣ ବି ଭାବୁଥିବେ ଯେ ପ୍ରକୃତରେ ଗ୍ଲୁଟିନ୍ଯୁକ୍ତ ଖାଦ୍ୟ ଶରୀର ପାଇଁ ନିହାତି ହାନିକାରକ। ଏହା...
ଫୁଲ, ଖାଲି ସୌନ୍ଦର୍ଯ୍ୟ ପ୍ରଦାନ କରେନି, ଏହା ଦେହକୁ ସୁସ୍ଥ ମଧ୍ୟ ରଖେ। ଆମ ଚାରିପାଖରେ ଏମିତି କିଛି ଫୁଲ ଅଛି ଯାହାକୁ ବ୍ୟବହାର କରି ଚା’ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ। ଏହାକୁ ପାନ କଲେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳେ। ଆସନ୍ତୁ ଏମିତି ୫ଟି...
ଅନେକଙ୍କ ଦେହରୁ ଝାଳ ବୋହି ଦୁର୍ଗନ୍ଧ ସୃଷ୍ଟି ହୁଏ। ଏହା ଶରୀର ଗନ୍ଧ ନା ଝାଳର? ନା ଏହା ପଛରେ ଆଉ କ’ଣ କାରଣ ରହିଛି? କାହିଁକି ଦେହରୁ ଦୁର୍ଗନ୍ଧ ଆସେ? ଏଥିରୁ କିପରି ମିଳିବ ମୁକ୍ତି? ଆସନ୍ତୁ ଜାଣିବା…
ସ୍ମାଇଲି° ଡିପ୍ରେସନ୍କୁ ଏମିତି କ୍ଲିନିକାଲି ବା ମେଡିକାଲ୍ ଭାଷାରେ ବ୍ୟାଖ୍ୟା କରିବା କଠିନ, କିନ୍ତୁ ସରଳ ଭାଷାରେ କହିଲେ ସ୍ମାଇଲି° ଡିପ୍ରେସନ୍ରେ ପିଡୀତ ମଣିଷମାନେ ନିଜ ଦୁଃଖ ଏବଂ ଅବସାଦକୁ ହସହସ ଚେହେରା ତଳେ ଲୁଚାଇ ଦିଅନ୍ତି। ତେବେ କେମିତି ଜାଣିବେ…
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହା ଯେ କେବଳ ପୀଡାର କାରଣ ହୁଏ ତା’ ନୁହେଁ ବର° ମଣିଷର ଦୈନନ୍ଦିନ ଜୀବନରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପଢନ୍ତୁ…
ଶରୀରର ପ୍ରତ୍ୟେକ କୋଷର ଆବରଣ ବା ମେମ୍ବ୍ରେନର ଗୋଟିଏ ମୁଖ୍ୟ ଉପାଦାନ ହେଉଛି ଓମେଗା-୩ ଫ୍ୟାଟି ଏସିଡ୍। ଆଖିର ରେଟିନା, ମସ୍ତିଷ୍କ ଏବଂ ଶୁକ୍ରାଣୁରେ ସର୍ବାଧିକ ମାତ୍ରାରେ ଏହା ଦେଖାଯାଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ଖାଦ୍ୟସାର କିପରି ପାଇବେ ଆସନ୍ତୁ ଜାଣିବା…
ସମସ୍ତଙ୍କ ଦ୍ଵାରା ଜିମ୍ ଯାଇ, ଟ୍ରେନର ପାଖକୁ ଏକ୍ସରସାଇଜ୍ କରିବା ସମ୍ଭବ ହୁଏ ନାହିଁ। ୱାକି° ଏବଂ ଜଗି° ସହ କେତୋଟି ସରଳ ଘରୋଇ ବ୍ୟାୟାମ ପେଟର ମେଦ କମାଇ ଫ୍ଲାଟ୍ ଟମି ପାଇବାରେ ସାହାଯ୍ୟ କରେ। ଆସନ୍ତୁ ନଜର ପକେଇବ…
ଲାବୋରେଟୋରୀରେ ବିକଶିତ ଆବଶ୍ୟକୀୟ ସୁସ୍ଥ କୋଷ ଦ୍ୱାରା ରୋଗାକ୍ରାନ୍ତ ଅଙ୍ଗ-ପ୍ରତ୍ୟଙ୍ଗର କୋଷଗୁଡିକ ଯାଗାରେ ସ୍ଥାପିତ କରି ନୂତନ ସୁସ୍ଥ କୋଷ ତିଆରି ବା ରିଜେନେରେଟ୍ କରିହେବ। ଏହି ଚିକିତ୍ସା ପଦ୍ଧତିରେ ଡାଇବେଟିସ୍, ଆଘାତପ୍ରାପ୍ତ ମେରୁଦଣ୍ଡ, ହୃଦ୍ରୋଗ, ବ୍ରେନ୍-ଷ୍ଟ୍ରୋକ୍, କ୍ୟାନସର ଆଦିରେ ପୀଡିତ ବ୍ୟକ୍ତି ବିଶେଷ ଉପକୃତ ହେବେ।
ସୁନ୍ଦର ଏବଂ ଗୋଲାପୀ ଓଠ ପାଇବା ପାଇଁ ସମସ୍ତଙ୍କର ଆଗ୍ରହ। ବାରମ୍ବାର ବିଭିନ୍ନ କେମିକାଲ୍ ଯୁକ୍ତ ଲିପ୍ଷ୍ଟିକ୍ଗୁଡିକୁ ବ୍ୟବହାର କରିବା ଦ୍ୱାରା ଓଠର ପ୍ରାକୃତିକ ରଙ୍ଗ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ହେଲେ କିଛି ସହଜ ତଥା ସରଳ ଘରୋଇ ଉପାୟ ଦ୍ୱାରା ଆପଣ ସବୁଦିନ ଗୋଲାପୀ, ନରମ...
ଏହି ମୃଦୁ ପାନୀୟଗୁଡିକୁ ସାଧାରଣତଃ ସମସ୍ତେ ଥକ୍କାପଣ ଦୂରକରି, ଏନର୍ଜେଟିକ୍ ଫିଲ୍ କରିବା ପାଇଁ ନେଇଥାନ୍ତି, କାରଣ ଏଥିରେ ଥିବା ଶର୍କରା ତୁରନ୍ତ ଶରୀରରେ ପ୍ରବେଶ କରି ଗ୍ଲୁକୋଜ୍ ମାତ୍ରାକୁ ବଢାଇଥାଏ। ହେଲେ ଜିଭକୁ ସୁଆଦିଆ ଏବଂ ଶରୀରକୁ ସାଙ୍ଗେସାଙ୍ଗେ ଶକ୍ତି ଦେଉଥିବା ଏହି ମୃଦୁ ପାନୀୟଗୁଡିକର ସ୍ୱାସ୍ଥ୍ୟ...
ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। । କିନ୍ତୁ ଛୋଟଛୋଟ କଥାରେ ରାଗିବା ଖୁବ୍ ହାନିକାରକ ହୋଇଥାଏ। ରାଗିବା ଦ୍ୱାରା କେବଳ ଉଚ୍ଚରକ୍ତଚାପ ବଢିବାର ଆଶଙ୍କା ନୁହେଁ ବରଂ ବ୍ରେନ୍-ଷ୍ଟ୍ରୋକ୍ର ଆଶଙ୍କା ବି ବଢିଯାଏ। ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।
ପରୀକ୍ଷା ସମୟ ପାଖେଇ ଆସିଲେ ସବୁ ପିଲାଙ୍କର ପାଠପଢା ସମୟ ନିଶ୍ଚୟ କିଛି ମାତ୍ରାରେ ବଢିଯାଏ। ପିଲାମାନେ ଘଣ୍ଟାଘଣ୍ଟା ଧରି ନିଜ ପଢା ଟେବୁଲ୍ ପାଖରେ ବସି ରୁହନ୍ତି। ପରୀକ୍ଷା ପୂର୍ବରୁ କିଛି ଖାଦ୍ୟ ମଧ୍ୟ ପିଲାଙ୍କ ସ୍ମରଣ ଶକ୍ତି ପାଇଁ ଉତ୍ତମ ଅଟେ। ଆସନ୍ତୁ ଜାଣିନେବା…