• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

Ipsita Pradhan

Editor

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁ ...more

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।

less

Posts by Ipsita Pradhan

How to save your child from drugs
ନିଶାସକ୍ତ କୈଶୋର ଓ ମା'-ବାପାଙ୍କ ଦାୟିତ୍ୱ

ଆଜିକାଲି ଯୁବପିଢି ନିଶା ଆଡକୁ ଗତି କରୁଥିବା ଦେଖାଯାଏ। ସେମାନକୁ ଏ ଦିଗରୁ ଓହରେଇବା ନେଇ ବାପା-ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ।

I cann’t wait; fight against hepatitis
ଆଇ କାଣ୍ଟ୍ ୱେଟ୍: ହେପାଟାଇଟିସ୍ ବିରୁଦ୍ଧରେ ଲଢେଇ

୨୦୩୦ ସୁଧା ହେପାଟାଇଟିସ୍ ଦୂର କରିବାର ଲକ୍ଷ୍ୟ ରଖିଥିବା WHO ତେଣୁ ଗତବର୍ଷ "ହେପାଟାଇଟିସ୍ କାଣ୍ଟ୍ ୱେଟ୍" ମାଧ୍ୟମରେ ହେପାଟାଇଟିସ୍ର ଉପଲବ୍ଧ ଚିକିତ୍ସା ଓ ଟୀକାକରଣକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲା। କିନ୍ତୁ ବିଶ୍ୱରେ ଯେଉଁଠି ହେପାଟାଇଟିସ୍ ପ୍ରତି ୩୦ ସେକେଣ୍ଡରେ ଗୋଟିଏ ଜୀବନ ନେଉଛି ଏହାକୁ...

How to take care Skin and hair in rainy season
ଜାଣନ୍ତୁ ବର୍ଷାଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ

ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

Walking, Runnig, Jugging which one is important for health
ୱାକି°, ଜଗି°, ରନି° : ସ୍ୱାସ୍ଥ୍ୟ ପାଇଁ କ'ଣ ଜରୁରୀ

ଆପଣ ୱାକି°, ଜଗି°, ରନି°କୁ ନେଇ ବେଳେ ବେଳେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି? କ’ଣ କରିବେ ଜାଣି ପାରୁନାହାନ୍ତି? ତେବେ ଜାଣିବା ପାଇଁ ପଢନ୍ତୁ…

Orthorexia is an unhealthy focus on eating in a healthy way
ଆପଣ ସବୁବେଳେ ନିଜ ଖାଦ୍ୟ ତାଲିକାକୁ ନେଇ ଚିନ୍ତିତ କି; ହୁସିଆର୍!

ପୌଷ୍ଟିକ ଖାଦ୍ୟ ଖାଇବାକୁ ନ ମିଳିଲେ ଆପଣ ଅତ୍ୟଧିକ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡୁଛନ୍ତି କି? ପତ୍ରିକା ଓ ସୋସିଆଲ୍ ମିଡିଆରେ ସୁସ୍ଥ ଖାଦ୍ୟ ସମ୍ପର୍କିତ ଲେଖା ଓ ପୋଷ୍ଟ୍‌କୁ ପଢିବାକୁ ବ୍ୟାକୁଳ ହେଉଛନ୍ତି କି? ତେବେ ସାବଧାନ!

To take care in humidity climate
ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ...

High heel creats many physical problem for woman
ଫ୍ୟାସନେବଲ୍ ହାଇହିଲ୍ ବନାମ୍ ମହିଳାଙ୍କ ସ୍ୱାସ୍ଥ୍ୟ

ଆଜିକାଲି ହାଇହିଲକୁ ଫ୍ୟାସନର ଏକ ମୁଖ୍ୟ ଅଙ୍ଗ ବୋଲି ଧରାଯାଉଥିଲେ ବି ଏହା ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟାର କାରଣ ହେଉଛି। ଆଣ୍ଠୁ ଯନ୍ତ୍ରଣା ଠାରୁ ଆରମ୍ଭ କରି ପାଦ ଓ ଲିଗାମେଣ୍ଟ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ତେବେ ଆଉ କ’ଣ ସମସ୍ୟା ହୁଏ ଜାଣିବା ପାଇଁ ପଢନ୍ତୁ…

How to manage Anxiety in your Child
ସନ୍ତାନର ମାନସିକ ଚାପ ଓ ଆପଣଙ୍କ ଦାୟିତ୍ୱ

ଆଙ୍ଗ୍‌ଜାଇଟି ବା ମାନସିକ ଚାପ ସମସ୍ତଙ୍କର ଥାଏ। ଦକ୍ଷତାର ସହ କାମ କରିବା ପାଇଁ କିଛି ମାତ୍ରାରେ ଏହା ଜରୁରୀ ମଧ୍ୟ। ହେଲେ ମାତ୍ରାଧିକ ଚାପ ଠିକ ତା’ର ବିପରୀତ ଦିଗରେ କାମ କରେ। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାରେ ଅଛି ତେବେ ଧ୍ୟାନ ଦିଅନ୍ତୁ…

9 tips tips to take care of a mother
୯ଟି ପଏଣ୍ଟରେ ଜାଣିବା ମା'ମାନଙ୍କ ସ୍ୱାସ୍ଥ୍ୟର କିପରି ନେବେ ଯତ୍ନ

ଜଣେ ଯୁବତୀ ମା’ ହେବା ପରେ ଅନେକ ପ୍ରକାର ଶାରିରୀକ ସମସ୍ୟାକୁ ସମ୍ମୁଖିନ ହୋଇଥାଏ। ଏସବୁକୁ ନ ଜଗିଲେ ଜୀବନ ପ୍ରତି ବିପଦ ବଢିଯାଏ। ତେବେ ଆସନ୍ତୁ ଜାଣିବା କିପରି ନେବେ ଜଣେ ମା’ର ଯତ୍ନ।

What is UV index, how to release from it
ଅତି ବାଇଗଣି ରଶ୍ମି, କୁପ୍ରଭାବ ଓ ସୁରକ୍ଷା ଉପାୟ

ଅତିବାଇଗଣି ରଶ୍ମିର ସ୍ତର ୯-୧୧ ରହିବ ବୋଲି ଯେବେଠୁ ରିପୋର୍ଟ ଆସିଲାଣି, ସେବେଠୁ ପ୍ରାୟ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ ଏନେଇ ସ୍ପେସାଲ୍ ଷ୍ଟୋରୀ ଓ ବିଶେଷଜ୍ଞଙ୍କ ମତ ପ୍ରଚାର କରୁଛନ୍ତି। ତେବେ ଆସନ୍ତୁ ଏହି UV rays କ’ଣ ଆଉ ସେଥିରୁ କିପରି ରକ୍ଷା ପାଇବା ସେ ବିଷୟରେ...

Heart break management of Adolescence child
କିଶୋରାବସ୍ଥା, ବ୍ରେକ୍ଅପ୍ ଓ ବାପା-ମା'ଙ୍କ ଦାୟିତ୍ୱ

ଏଇ ଅଳ୍ପ ଦିନ ଭିତରେ କିଶୋର ଓ ଯୁବକ-ଯୁବତୀଙ୍କ ପ୍ରେମଜନିତ ଆତ୍ମହତ୍ୟାର ଖବର ଆମେ ପ୍ରାୟ ସବୁଦିନ ଦେଖୁଛେ। ହେଲେ ବାପା-ମା'ମାନେ ନିଜ କିଶୋର ସନ୍ତାନର ଏଇ ପ୍ରଥମ ବ୍ରେକ୍-ଅପ୍‌କୁ ଗୋଟିଏ ସୁଯୋଗ ହିସାବରେ ବ୍ୟବହାର କରି ତାକୁ ତା’ର ଭବିଷ୍ୟତରେ ଏମିତି emotional traumaକୁ ସାମ୍ନା କରିବା...

How to relief from Dehydration
ଡିହାଇଡ୍ରେସନ୍ କାହିଁକି ହୁଏ, କିପରି ମିଳିବ ମୁକ୍ତି

ଯେତେବେଳେ ଆମ ଶରୀରର ପାଣି ଗ୍ରହଣ କରିବାର ମାତ୍ରା ଶରୀରରୁ ନଷ୍ଟ ହେଉଥିବା ଜଳୀୟ ଅ°ଶଠୁ କମ୍ ହେବା ଦ୍ୱାରା ପରିସ୍ରା ହେବାର ମାତ୍ରାକୁ ପ୍ରଭାବିତ କରେ ସେଇ ଅବସ୍ଥାକୁ ଡିହାଇଡ୍ରେସନ୍ କୁହାଯାଏ। ଅନେକ ଏହାକୁ ଅତି ସାଧାରଣ ସମସ୍ୟା ଭାବିଥାଆନ୍ତି କିନ୍ତୁ ବହୁତ ସମୟରେ ଶିଶୁ ଓ...

Physical and mental care before exam
ପରୀକ୍ଷା ପୂର୍ବରୁ ମାନସିକ ଓ ଶାରୀରିକ ଯତ୍ନ

ପରୀକ୍ଷା ପୂର୍ବରୁ ସବୁଠାରୁ ମୁଖ୍ୟ କଥା ହେଲା ନିଜ ମାନସିକ ସ୍ଥିତିକୁ ଠିକ୍ ରଖିବା, ଯାହା ଆମର ଶରୀରକୁ ମଧ୍ୟ ଠିକ୍ ରଖିବ ଓ ଆମକୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନରେ ରଖିଲେ ପରୀକ୍ଷା ପୂର୍ବରୁ ନିଶ୍ଚୟ ନିଜକୁ...

Our Planet, Our Health
Our Planet, Our Health

ଚଳିତ ବର୍ଷ ୨୦୨୨ ପାଇଁ World Health Day ପାଇଁ WHOର theme ହେଉଛି "Our Planet, Our Health"। ଯେତେବେଳେ ଆମର ସମ୍ପୂର୍ଣ୍ଣ ପୃଥିବୀ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଙ୍ଗ, ଜୈବ-ବିଭିଧତା ନଷ୍ଟ, ଭୀଷଣ ଜଳ ସଙ୍କଟ ଓ ଯୁଦ୍ଧ- ପରମାଣୁ ସମସ୍ୟା ମଧ୍ୟରେ...

Infertility Statistics in India
ବଢୁଛି କି ଭାରତରେ ବନ୍ଧ୍ୟାତ୍ୱ

କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ...

Tattoo may be dangerous
ଟିକିଏ ଅସାବଧାନତା, ଟ୍ୟାଟୁ ସୁନ୍ଦର ବଦଳରେ ଶରୀରକୁ ବିକୃତ କରିପାରେ

ଚିତା କୁଟେଇବା ପ୍ରଥାଟା ଭାରତର ରାଜସ୍ଥାନରୁ ଆଣ୍ଡାମାନ୍ ପ୍ରାୟ ସବୁ ଜାଗାରେ ପ୍ରଚଳିତ ଅଛି। ପୃଥିବୀର ବିଭିନ୍ନ କୋଣରେ ଥିବା ତନ୍ତ୍ର ବା cult cultureରେ ମଧ୍ୟ ବିଶେଷ ଧରଣର tattoo ବନାଯାଇଥାଏ। ଛୋଟ ଛୋଟ ଅସାବଧାନତା ପାଇଁ ଏଇ ସୁନ୍ଦର tattoo ସା°ଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି...

How important is vacation
କର୍ମମୟ ଜୀବନରେ ଛୁଟି ବା ଭ୍ରମଣର ଆବଶ୍ୟକତା

ବିନା ଛୁଟିରେ ବା ପାରିବାରିକ ଭ୍ରମଣରେ ନ ଯାଇ ବର୍ଷ ବର୍ଷ ଧରି ଲଗାତାର କାମ କରୁଥିବା ବ୍ୟକ୍ତିଙ୍କ ଠାରେ ଚାପ ଶରୀରର ବାର୍ଦ୍ଧକ୍ୟ ପ୍ରକ୍ରିୟା (aging process) କୁ ତ୍ୱରାନ୍ୱିତ କରେ। ତେଣୁ ସୁଖମୟ ପାରିବାରିକ ଓ ଚାପମୁକ୍ତ, ସନ୍ତୁଳିତ ଜୀବନ ପାଇଁ ଛୁଟି ବା ଭ୍ରମଣ...

Moisturizer in summer
ଗ୍ରୀଷ୍ମଋତୁରେ ମଏଶ୍ଚରାଇଜର୍ ଦରକାର ନା ନାହିଁ, ଆସନ୍ତୁ ଜାଣିବା…

ଶୀତଦିନ ସରିଲା ପରେ ଖରାଦିନେ ଘରକୁ ମଏଶ୍ଚଚରାଇଜ୍‌ର ଆଣିବା ଅଦରକାରୀ ଭାବିଥାଉ। କିନ୍ତୁ ପ୍ରକୃତରେ ମଏଶ୍ଚଚରାଇଜର୍‌ ଶୀତ ଦିନେ ତ୍ୱଚା ପାଇଁ ଯେତିକି ଆବଶ୍ୟକ ଗ୍ରୀଷ୍ମଋତୁରେ ମଧ୍ୟ ସମାନ ଭାବେ ଦରକାରୀ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମଋତୁରେ କେଉଁ ମଏଶ୍ଚଚରାଇଜର୍ ବାଛିବା।

Vampire Facial The new method of Facial
ଫେସିଆଲ୍‌ର ନୂଆ ପଦ୍ଧତି ଭ୍ୟାମ୍ପ୍ୟାର୍‌

ଫେସିଆଲ୍‌ର ଏକ ପଦ୍ଧତିରେ ଚିକିତ୍ସା କରାଉଥିବା ବ୍ୟକ୍ତିର ନିଜ ରକ୍ତର ପ୍ଲାଟିଲେଟ୍ ରିଚ୍‌ ପ୍ଲାଜ୍‌ମା ବ୍ୟବହାର କରାଯାଏ। ଏହି ପଦ୍ଧତିକୁ ମେଡିକାଲ୍‌ ଭାଷାରେ Platelet Rich Plasma ବା PRP Facial କୁହାଯାଏ, କିନ୍ତୁ ଆଲାବାମାର ଜଣେ ପ୍ଲାଷ୍ଟିକ୍‌ ସର୍ଜନ, Dr Charles Runels ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ...

Side effect of weight loss
ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସର କୁପରିଣାମ

ବିଶେଷଜ୍ଞମାନଙ୍କ ମତରେ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ବି ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସ (ୱେଟ୍ ଲସ୍)ର ସ°ଜ୍ଞା ହେଉଛି, ଲଗାତାର ଗୋଟିଏ ଆଖିଦୃଶିଆ ସମୟ ଅବଧି ପାଇଁ ସପ୍ତାହକୁ ୧ କିଲୋଗ୍ରାମ୍ ହାରରେ ଓଜନ ହ୍ରାସ ହେବା। ଏହା ଦ୍ୱାରା ଚୁଟି ଝଡିବା, ଅତ୍ୟଧିକ ଶୀତ ଲାଗିବା ଓ...

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।