• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

Ipsita Pradhan

Editor

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁ ...more

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।

less

Posts by Ipsita Pradhan

Food for Winter season
ଶୀତଋତୁ ପାଇଁ ଉପକାରୀ ଫଳ ଏବଂ ପାନୀୟ ଦ୍ରବ୍ୟ

ଋତୁକାଳୀନ ଖାଦ୍ୟ ଦେହ ପାଇଁ ଅନେକ ଉପକାର ଆଣିଥାଏ। ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ସେହି ଅନୁସାରେ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଶୀତଋତୁରେ କ’ଣ ଖାଇବା ଜରୁରୀ? ନଜର ପକାନ୍ତୁ…

In winter skin and hair care
ଶୀତଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ; ଜାଣନ୍ତୁ ଟିପ୍ସ

ଶୀତଋତୁରେ ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଦେଖାଯାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା…

9 rules for healthy life
ମାନନ୍ତୁ ଏହି ୯ଟି ନିୟମ; ରହିବେ ଫିଟ୍

ଆଜିକାଲି ସମସ୍ତେ ଫିଟ୍ ରହିବାକୁ ଚାହାନ୍ତି। ବେଳେ ବେଳେ ଏମିତି ହୁଏ ଯେ ନିଜକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଅନେକ ଜାଣି ପାରନ୍ତି ନାହିଁ। ଅନେକ ସମୟରେ ସେମାନେ ଦ୍ୱନ୍ଦ୍ୱରେ ରୁହନ୍ତି। ଏହିଭଳି ଲୋକଙ୍କ ପାଇଁ ଏହି ଆଲେଖ୍ୟ। ନଜର ପକାନ୍ତୁ…

Let's find out in 5 points what happens if don't get good sleep
ସୁଖନିଦ୍ରା ନହେଲେ କ’ଣ ହୁଏ ଆସନ୍ତୁ ୫ଟି ପଏଣ୍ଟରେ ଜାଣିବା

ଆପଣ ଦୈନିକ ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ନେଉଛନ୍ତି ତ? ଆସନ୍ତୁ ଜାଣିବା ସୁଖନିଦ୍ରା ଆମ ଶରୀରରେ କ’ଣ ପ୍ରଭାବ ପକାଏ ଆଉ ନିଦ୍ରାରେ ବ୍ୟାଘାତ ଘଟିଲେ କ’ଣ ହୁଏ।

Precious Puberty: Child Sexual Maturity
ପ୍ରିକସିଅସ୍ ପ୍ୟୁବର୍ଟି: ଶିଶୁ ଯୌନ ପରିପକ୍ୱତା

ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ। ଏହା ଅନେକ କାରଣ ପାଇଁ ଦେଖାଯାଏ। ଆସନ୍ତୁ ସବିଶେଷ ଜାଣିବା…

How to take care o health during Diwali
ଦୀପାବଳି ସମୟରେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ

ଦୀପାବଳି ହସ ଖୁସିର ପର୍ବ ହୋଇଥିଲେ ବି କେତେକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଯାଏ। ବିଭିନ୍ନ ପ୍ରକାର ବାଣ ଫୁଟା ଯୋଗୁଁ ଅନେକଙ୍କ ଫୁସ୍‌ଫୁସ୍‌ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ଏଡେଇବା ପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିନେବା।

why we eat balanced diets
ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର

ଖାଦ୍ୟ ଆମ ପାଇଁ କାହିଁକି ଦରକାର, ଆମ ଜୀବନରେ ଏହା କେତେ ମହତ୍ତ୍ୱପୂର୍ଣ୍ଣ ଏହା ସମସ୍ତେ ଜାଣନ୍ତି। ଆଉ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ଖାଦ୍ୟ କେବଳ ଭୋକ ମେଣ୍ଟିବା କିମ୍ବା ପେଟ ପୂରିବା ପାଇଁ ଆମେ ଖାଇ ନଥାଉ । ଖାଦ୍ୟରୁ ହିଁ ଆମ ଶରୀରକୁ ଶକ୍ତି ମିଳିଥାଏ...

Side effects of hair straightening
ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରୁଛନ୍ତି କି; ହୋଇପାରେ ଏହି ୭ ସମସ୍ୟା

ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ମନସ୍ଥ କରିଛନ୍ତି କି? ତେବେ ଆପଣଙ୍କୁ କେତେକ ସମସ୍ୟା ଭୋଗିବାକୁ ପଡିପାରେ। ଜାଣନ୍ତୁ ଏହିସବୁ ସମସ୍ୟାଗୁଡିକ କ’ଣ।

Use heart for every heart
କାହିଁକି ବଢୁଛି ହୃଦ୍‌ଘାତଜନିତ ସମସ୍ୟା; କିପରି କରିବେ ନିୟନ୍ତ୍ରଣ

ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍‌ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍‌ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।

Why the young mass dislike the life and loss it
ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା...

How to balance stress
ଆପଣ ଷ୍ଟ୍ରେସ୍ ବା ଚାପରେ ରହୁଛନ୍ତି କି; ମାନନ୍ତୁ ଏହି ୫ ନିୟମ, ମୁକ୍ତି ମିଳିବ

ଶରୀରର ଅନେକ ମାରାତ୍ମକ ରୋଗ ଷ୍ଟ୍ରେସ୍ କାରଣରୁ ହିଁ ହୋଇଥାଏ। ଯଦି ଆପଣ ଏଭଳି ସମସ୍ୟାରେ ପିଡିତ ତେବେ ଆପଣଙ୍କ ପାଇଁ ଏହି ଖବର। ଏଥିରେ ଏହିଛି ଏମିତି କିଛି ନିୟମ, ଯାହାକୁ ମାନିଲେ ଆପଣ ବି ଏଭଳି ସମସ୍ୟାରୁ ମୁକ୍ତି ପାଇଯିବେ।

Tips for Underweight people
ଓଜନ ବଢାଇବାର ସ୍ୱାସ୍ଥ୍ୟକର ଉପାୟ

ଓଭରୱେଟ୍ ଏବଂ ଅଣ୍ଡରୱେଟ୍ ଉଭୟ ହିଁ ସ୍ୱାସ୍ଥ୍ୟ ପ୍ରତି ବିପଦ। ଆପଣ ଯଦି ଅଣ୍ଡରୱେଟ୍ ଅଛନ୍ତି ଏବଂ ଓଜନ ବଢେଇବା ନେଇ ଅନେକ ଚେଷ୍ଟା କରି ବିଫଳ ହେଲେଣି, ତେବେ ଏହି ଟିପ୍ସକୁ ଅନୁସରଣ କରନ୍ତୁ। ନିଶ୍ଚିତ ଲାଭ ମିଳିବ।

How to save your child from drugs
ନିଶାସକ୍ତ କୈଶୋର ଓ ମା'-ବାପାଙ୍କ ଦାୟିତ୍ୱ

ଆଜିକାଲି ଯୁବପିଢି ନିଶା ଆଡକୁ ଗତି କରୁଥିବା ଦେଖାଯାଏ। ସେମାନକୁ ଏ ଦିଗରୁ ଓହରେଇବା ନେଇ ବାପା-ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ।

I cann’t wait; fight against hepatitis
ଆଇ କାଣ୍ଟ୍ ୱେଟ୍: ହେପାଟାଇଟିସ୍ ବିରୁଦ୍ଧରେ ଲଢେଇ

୨୦୩୦ ସୁଧା ହେପାଟାଇଟିସ୍ ଦୂର କରିବାର ଲକ୍ଷ୍ୟ ରଖିଥିବା WHO ତେଣୁ ଗତବର୍ଷ "ହେପାଟାଇଟିସ୍ କାଣ୍ଟ୍ ୱେଟ୍" ମାଧ୍ୟମରେ ହେପାଟାଇଟିସ୍ର ଉପଲବ୍ଧ ଚିକିତ୍ସା ଓ ଟୀକାକରଣକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲା। କିନ୍ତୁ ବିଶ୍ୱରେ ଯେଉଁଠି ହେପାଟାଇଟିସ୍ ପ୍ରତି ୩୦ ସେକେଣ୍ଡରେ ଗୋଟିଏ ଜୀବନ ନେଉଛି ଏହାକୁ...

How to take care Skin and hair in rainy season
ଜାଣନ୍ତୁ ବର୍ଷାଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ

ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

Walking, Runnig, Jugging which one is important for health
ୱାକି°, ଜଗି°, ରନି° : ସ୍ୱାସ୍ଥ୍ୟ ପାଇଁ କ'ଣ ଜରୁରୀ

ଆପଣ ୱାକି°, ଜଗି°, ରନି°କୁ ନେଇ ବେଳେ ବେଳେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି? କ’ଣ କରିବେ ଜାଣି ପାରୁନାହାନ୍ତି? ତେବେ ଜାଣିବା ପାଇଁ ପଢନ୍ତୁ…

Orthorexia is an unhealthy focus on eating in a healthy way
ଆପଣ ସବୁବେଳେ ନିଜ ଖାଦ୍ୟ ତାଲିକାକୁ ନେଇ ଚିନ୍ତିତ କି; ହୁସିଆର୍!

ପୌଷ୍ଟିକ ଖାଦ୍ୟ ଖାଇବାକୁ ନ ମିଳିଲେ ଆପଣ ଅତ୍ୟଧିକ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡୁଛନ୍ତି କି? ପତ୍ରିକା ଓ ସୋସିଆଲ୍ ମିଡିଆରେ ସୁସ୍ଥ ଖାଦ୍ୟ ସମ୍ପର୍କିତ ଲେଖା ଓ ପୋଷ୍ଟ୍‌କୁ ପଢିବାକୁ ବ୍ୟାକୁଳ ହେଉଛନ୍ତି କି? ତେବେ ସାବଧାନ!

To take care in humidity climate
ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ...

High heel creats many physical problem for woman
ଫ୍ୟାସନେବଲ୍ ହାଇହିଲ୍ ବନାମ୍ ମହିଳାଙ୍କ ସ୍ୱାସ୍ଥ୍ୟ

ଆଜିକାଲି ହାଇହିଲକୁ ଫ୍ୟାସନର ଏକ ମୁଖ୍ୟ ଅଙ୍ଗ ବୋଲି ଧରାଯାଉଥିଲେ ବି ଏହା ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟାର କାରଣ ହେଉଛି। ଆଣ୍ଠୁ ଯନ୍ତ୍ରଣା ଠାରୁ ଆରମ୍ଭ କରି ପାଦ ଓ ଲିଗାମେଣ୍ଟ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ତେବେ ଆଉ କ’ଣ ସମସ୍ୟା ହୁଏ ଜାଣିବା ପାଇଁ ପଢନ୍ତୁ…

How to manage Anxiety in your Child
ସନ୍ତାନର ମାନସିକ ଚାପ ଓ ଆପଣଙ୍କ ଦାୟିତ୍ୱ

ଆଙ୍ଗ୍‌ଜାଇଟି ବା ମାନସିକ ଚାପ ସମସ୍ତଙ୍କର ଥାଏ। ଦକ୍ଷତାର ସହ କାମ କରିବା ପାଇଁ କିଛି ମାତ୍ରାରେ ଏହା ଜରୁରୀ ମଧ୍ୟ। ହେଲେ ମାତ୍ରାଧିକ ଚାପ ଠିକ ତା’ର ବିପରୀତ ଦିଗରେ କାମ କରେ। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାରେ ଅଛି ତେବେ ଧ୍ୟାନ ଦିଅନ୍ତୁ…

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।