• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

Ipsita Pradhan

Editor

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁ ...more

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।

less

Posts by Ipsita Pradhan

What are prebiotics and probiotics?
ପ୍ରିବାୟୋଟିକ୍ ଏବଂ ପ୍ରୋବାୟୋଟିକ୍ କ'ଣ

ଆମ ଶରୀରରେ ଥିବା ମାଇକ୍ରୋବାୟୋମ୍ ଆମ ପାଚନ ନଳୀରେ ରହି ଶରୀରକୁ ଅନ୍ୟ ହାନିକାରକ ଜୀବାଣୁ ଏବଂ ଫଙ୍ଗସ୍ ସ°କ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଏମିତି ଅନେକ ଖାଦ୍ୟ ଅଛି ଯାହା ଏହି ମାଇକ୍ରୋବାୟୋମ୍କୁ ନଷ୍ଟ କରିଥାଏ। ସେସବୁ କ’ଣ ଆସନ୍ତୁ ଜାଣିବା।

Fear of allergies from pets
Health Tips: ପୋଷା ଜୀବଜନ୍ତୁଙ୍କ ଠାରୁ ଆଲର୍ଜିର ଡର

ଶରୀରର ଇମ୍ୟୁନ୍ ସିଷ୍ଟମ ଯେତେବେଳେ କୌଣସି ବାହ୍ୟ ବସ୍ତୁ ଯେମିତିକି ଧୂଳି, ପରାଗ, ପୋଷାଜନ୍ତୁଙ୍କ ଲୋମ ଏବଂ ଚମଡା, କିମ୍ବା ଅନ୍ୟ କୌଣସି ଆନିମଲ୍ ପ୍ରୋଟିନ ସ°ସ୍ପର୍ଶରେ ଆସି ରିଆକ୍ଟ ବା କାର୍ଯ୍ୟକ୍ଷମ ହୁଏ ତାହେଲେ ଆଲର୍ଜିକ୍ ରିଆକସନ୍ ବା ଆଲର୍ଜି ସୃଷ୍ଟି ହୁଏ।

Treatment of black Spot on face after acne
Health Tips: ଆକନି ହାଇପର-ପିଗମେଣ୍ଟେସନ୍: ମୁଖବ୍ରଣ ପର କଳାଦାଗର ଚିକିତ୍ସା

ମୁହଁରେ ବ୍ରଣ ହେବା ଓ ଏହା ଭଲ ହେବା ପରେ କଳାଦାଗ ହେବା ଏକ ସାଧାରଣ କଥା। ସାଧାରଣତଃ କେତେକ କ୍ଷେତ୍ରରେ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ୪-୫ ବର୍ଷ ମଧ୍ୟ ରହିଯାଏ। କାହିଁକି ଏପରି...

Attention seeking is a symptom of mental Disorder
Health Tips: ଦୃଷ୍ଟି ଆକର୍ଷଣର ଇଚ୍ଛା, ମାନସିକ ରୋଗର ଲକ୍ଷଣ ନୁହେଁ ତ?

ନିଜ ଚାରିପାଖର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ବା ଆଟେନସନ୍ ପାଇବାର ଇଚ୍ଛାଟା ମଣିଷର ସହଜାତ। ବିଶେଷଜ୍ଞଙ୍କ ମତରେ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ନ କରି ପାରୁଥିବା ମଣିଷ, ସବୁଦିନ ଏବଂ ବାରମ୍ବାର ଗାଳି ବା ତାଚ୍ଛଲ୍ୟ ସହୁଥିବା ମଣିଷଠାରୁ ମଧ୍ୟ ଅଧିକ ମାନସିକ ଯନ୍ତ୍ରଣା ଭୋଗିଥାଏ।...

Snoring: A Serious Health Problem
Health Tips: ଘୁଙ୍ଗୁଡ଼ି: ଜଟିଳ ସ୍ୱାସ୍ଥ୍ୟ ସମସ୍ୟା କି?

ପ୍ରାୟ ସବୁ ଲୋକ ବେଳେ ବେଳେ ଟିକେଟିକେ ଘୁଙ୍ଗୁଡ଼ି ମାରନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ନିୟମିତ ଏବଂ ଅନିୟନ୍ତ୍ରିତ ହୋଇଥାଏ। ପ୍ରାୟତଃ ଘୁଙ୍ଗୁଡ଼ି ମାରୁଥିବା ମଣିଷଟି ଅପେକ୍ଷା ପାଖରେ ଶୋଇଥିବା ମଣିଷ ଅଧିକ ସମସ୍ୟା ଭୋଗିଥାଏ। ପରବର୍ତ୍ତି ସମୟରେ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ମଧ୍ୟ ଅନେକ...

Light period, normal or symbol
Health Tips: ଲାଇଟ୍ ପିରିୟଡ୍‌: ସାଧାରଣ ନା ସଙ୍କେତ

ଅନେକ ସମୟରେ ମହିଳାମାନେ ଋତୁସ୍ରାବ ସମୟରେ କମ୍ ରକ୍ତସ୍ରାବ ହେବା ବା ଲାଇଟ୍ ପିରିୟଡ୍‌ର ଅଭିଯୋଗ କରନ୍ତି। କିନ୍ତୁ ବେଳେବେଳେ କିଛି କାରଣ ନ ଥାଇ ଲାଇଟ୍ ପିରିୟଡ୍‌ ହେବା କୌଣସି ଚିନ୍ତାର କାରଣ ନ ହୋଇଥିବା ବେଳେ ଆଉ କିଛି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍...

How to Get Rid of Mail Mood Swings
ମେଲ୍ ମୁଡ୍‌ ସ୍ୱିଙ୍ଗ୍‌ରୁ କିପରି ମିଳିବ ମୁକ୍ତି

ପୁରୁଷମାନେ ବି ‘ମୁଡ୍‌ ସ୍ୱିଙ୍ଗ’ର ଶୀକାର ହୋଇଥାନ୍ତି। ଅନେକ ସମୟରେ ସେମାନେ ତଥା ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡା ଲାଗିବା କିମ୍ବା କୌଣସି କାମରେ ସ୍ପୃହା ନ ରହିବା ପରି ଲାଗୁଛି ବୋଲି ଭାବିନିଅନ୍ତି। ଏହାକୁ ଡାକ୍ତରି ଭାଷାରେ "ମେଲ୍...

Phobia and its danger
ଫୋବିଆ : ଅହେତୁକ ଏବଂ ପ୍ରାଣଘାତକ ଭୟ

ସାଧାରଣ କଥା ବା ବସ୍ତୁ କିମ୍ବା କୌଣସି ପରିସ୍ଥିତିକୁ ନେଇ ଅଯଥା, ଅହେତୁକ କିମ୍ବା ମାତ୍ରାଧିକ ଭୟ କରିବା ମାନସିକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ, ଯାହାକୁ ଡାକ୍ତରି ଭାଷାରେ "ଫୋବିଆ (Phobia)" କୁହାଯାଏ। ତେବେ ଫୋବିଆ କେତେ ପ୍ରକାର, କିପରି କରିବେ ଚିକିତ୍ସା ଆସନ୍ତୁ ଜାଣିବା।

Food for Winter season
ଶୀତଋତୁ ପାଇଁ ଉପକାରୀ ଫଳ ଏବଂ ପାନୀୟ ଦ୍ରବ୍ୟ

ଋତୁକାଳୀନ ଖାଦ୍ୟ ଦେହ ପାଇଁ ଅନେକ ଉପକାର ଆଣିଥାଏ। ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ସେହି ଅନୁସାରେ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଶୀତଋତୁରେ କ’ଣ ଖାଇବା ଜରୁରୀ? ନଜର ପକାନ୍ତୁ…

In winter skin and hair care
ଶୀତଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ; ଜାଣନ୍ତୁ ଟିପ୍ସ

ଶୀତଋତୁରେ ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଦେଖାଯାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା…

9 rules for healthy life
ମାନନ୍ତୁ ଏହି ୯ଟି ନିୟମ; ରହିବେ ଫିଟ୍

ଆଜିକାଲି ସମସ୍ତେ ଫିଟ୍ ରହିବାକୁ ଚାହାନ୍ତି। ବେଳେ ବେଳେ ଏମିତି ହୁଏ ଯେ ନିଜକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଅନେକ ଜାଣି ପାରନ୍ତି ନାହିଁ। ଅନେକ ସମୟରେ ସେମାନେ ଦ୍ୱନ୍ଦ୍ୱରେ ରୁହନ୍ତି। ଏହିଭଳି ଲୋକଙ୍କ ପାଇଁ ଏହି ଆଲେଖ୍ୟ। ନଜର ପକାନ୍ତୁ…

Let's find out in 5 points what happens if don't get good sleep
ସୁଖନିଦ୍ରା ନହେଲେ କ’ଣ ହୁଏ ଆସନ୍ତୁ ୫ଟି ପଏଣ୍ଟରେ ଜାଣିବା

ଆପଣ ଦୈନିକ ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ନେଉଛନ୍ତି ତ? ଆସନ୍ତୁ ଜାଣିବା ସୁଖନିଦ୍ରା ଆମ ଶରୀରରେ କ’ଣ ପ୍ରଭାବ ପକାଏ ଆଉ ନିଦ୍ରାରେ ବ୍ୟାଘାତ ଘଟିଲେ କ’ଣ ହୁଏ।

Precious Puberty: Child Sexual Maturity
ପ୍ରିକସିଅସ୍ ପ୍ୟୁବର୍ଟି: ଶିଶୁ ଯୌନ ପରିପକ୍ୱତା

ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ। ଏହା ଅନେକ କାରଣ ପାଇଁ ଦେଖାଯାଏ। ଆସନ୍ତୁ ସବିଶେଷ ଜାଣିବା…

How to take care o health during Diwali
ଦୀପାବଳି ସମୟରେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ

ଦୀପାବଳି ହସ ଖୁସିର ପର୍ବ ହୋଇଥିଲେ ବି କେତେକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଯାଏ। ବିଭିନ୍ନ ପ୍ରକାର ବାଣ ଫୁଟା ଯୋଗୁଁ ଅନେକଙ୍କ ଫୁସ୍‌ଫୁସ୍‌ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ଏଡେଇବା ପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିନେବା।

why we eat balanced diets
ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର

ଖାଦ୍ୟ ଆମ ପାଇଁ କାହିଁକି ଦରକାର, ଆମ ଜୀବନରେ ଏହା କେତେ ମହତ୍ତ୍ୱପୂର୍ଣ୍ଣ ଏହା ସମସ୍ତେ ଜାଣନ୍ତି। ଆଉ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ଖାଦ୍ୟ କେବଳ ଭୋକ ମେଣ୍ଟିବା କିମ୍ବା ପେଟ ପୂରିବା ପାଇଁ ଆମେ ଖାଇ ନଥାଉ । ଖାଦ୍ୟରୁ ହିଁ ଆମ ଶରୀରକୁ ଶକ୍ତି ମିଳିଥାଏ...

Side effects of hair straightening
ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରୁଛନ୍ତି କି; ହୋଇପାରେ ଏହି ୭ ସମସ୍ୟା

ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ମନସ୍ଥ କରିଛନ୍ତି କି? ତେବେ ଆପଣଙ୍କୁ କେତେକ ସମସ୍ୟା ଭୋଗିବାକୁ ପଡିପାରେ। ଜାଣନ୍ତୁ ଏହିସବୁ ସମସ୍ୟାଗୁଡିକ କ’ଣ।

Use heart for every heart
କାହିଁକି ବଢୁଛି ହୃଦ୍‌ଘାତଜନିତ ସମସ୍ୟା; କିପରି କରିବେ ନିୟନ୍ତ୍ରଣ

ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍‌ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍‌ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।

Why the young mass dislike the life and loss it
ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା...

How to balance stress
ଆପଣ ଷ୍ଟ୍ରେସ୍ ବା ଚାପରେ ରହୁଛନ୍ତି କି; ମାନନ୍ତୁ ଏହି ୫ ନିୟମ, ମୁକ୍ତି ମିଳିବ

ଶରୀରର ଅନେକ ମାରାତ୍ମକ ରୋଗ ଷ୍ଟ୍ରେସ୍ କାରଣରୁ ହିଁ ହୋଇଥାଏ। ଯଦି ଆପଣ ଏଭଳି ସମସ୍ୟାରେ ପିଡିତ ତେବେ ଆପଣଙ୍କ ପାଇଁ ଏହି ଖବର। ଏଥିରେ ଏହିଛି ଏମିତି କିଛି ନିୟମ, ଯାହାକୁ ମାନିଲେ ଆପଣ ବି ଏଭଳି ସମସ୍ୟାରୁ ମୁକ୍ତି ପାଇଯିବେ।

Tips for Underweight people
ଓଜନ ବଢାଇବାର ସ୍ୱାସ୍ଥ୍ୟକର ଉପାୟ

ଓଭରୱେଟ୍ ଏବଂ ଅଣ୍ଡରୱେଟ୍ ଉଭୟ ହିଁ ସ୍ୱାସ୍ଥ୍ୟ ପ୍ରତି ବିପଦ। ଆପଣ ଯଦି ଅଣ୍ଡରୱେଟ୍ ଅଛନ୍ତି ଏବଂ ଓଜନ ବଢେଇବା ନେଇ ଅନେକ ଚେଷ୍ଟା କରି ବିଫଳ ହେଲେଣି, ତେବେ ଏହି ଟିପ୍ସକୁ ଅନୁସରଣ କରନ୍ତୁ। ନିଶ୍ଚିତ ଲାଭ ମିଳିବ।

୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।