• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି, ନହେଲେ ଚୋରି ହୋଇଯିବ ସବୁ ଡାଟା
ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି , ନହେଲେ ଚୋରି ହୋଇଯିବ ସବୁ ଡାଟା

ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୋଲିସ।

‘Congress Chhodo Yatra’ begins
'କଂଗ୍ରେସ ଛାଡ଼ ଯାତ୍ରା': ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

BJP Strategy
ପଶ୍ଚିମବଙ୍ଗ ଷ୍ଟାଇଲ୍‌ରେ ଓଡ଼ିଶାରେ ହେବ ଲଢ଼େଇ: ବିଜେପି

ପଶ୍ଚିମବଙ୍ଗ ଷ୍ଟାଇଲ୍‌ରେ ଫାଇଟ୍ କରିବୁ। ୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ। ଓଡ଼ିଶାରେ ଶାହାଙ୍କ ମିଶନ ୧୨୦ ପ୍ଳସ୍ ଲକ୍ଷ୍ୟ ହାସଲ ପାଇଁ ପୁରୀ ପ୍ରଶିକ୍ଷଣ ଶିବିରରେ ଦଳ ପ୍ରସ୍ତୁତ କରୁଛି। ଏଥିପାଇଁ ବିସ୍ତୁୃତ ରଣନୀତି ଏଥିସହ ଗତକାଲି ସାଂସଦ ଜୁଏଲ ଓରାମଙ୍କ ବିଜେଡିକୁ ସମୁଦ୍ରରେ ଠେଲିଦେବାକୁ ଧମକ...

Fraud, Priest loot 30 lakhs
ପେଶାରେ ପୂଜକ, ନିଶା ଠକେଇ

ମାରିଛନ୍ତି ଚିତା ଚୈତନ୍ୟ। ବେଶଭୁଷା ଦେଖିଲେ ଲାଗୁଛନ୍ତି ଖାଣ୍ଟି ପୂଜକ କିମ୍ବା ପୁରୋହିତ। ହେଲେ ବଡ ବଡିଆଙ୍କ ସହ ସଂପର୍କ ଥିବା କହି ଲୋକଙ୍କୁ ଚୂନ ଲଗାଇବା ଅଭିଯୋଗ ଆସିଛି ବାବୁଙ୍କ ବିରୋଧରେ। ଯାହାଙ୍କ ନାଁ ବାସୁଦେବ ପଣ୍ଡା। ଘର କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢ଼ୋଲ ଗାଁରେ। 

E-Vehicles
ସିକନ୍ଦରାବାଦ୍ ଫାୟାର ଟ୍ରାଜେଡି ପରେ ଇ-ଯାନ ନିରାପତ୍ତାକୁ ନେଇ ଶଙ୍କା

ସିକନ୍ଦରାବାଦ୍ ଇ-ଭେଇକିଲ୍ ସୋରୁମ୍‌ରେ ଅଗ୍ନିକାଣ୍ଡ ପରେ ଇ-ଯାନର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଲେଣି ଗ୍ରାହକ । କେତେବେଳେ ଇ-ଭେଇକିଲ୍ ଚାଲୁଥିବା ବେଳେ ନିଆଁ ଲାଗି ଯାଉଛି ତ କେତେବେଳ ଚାର୍ଜ କରିବା ସମୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଇ-ଯାନରେ ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର...

 school runs from verandah
ପର ଘର ବାରଣ୍ଡାରେ ଖୋଲିଛି ସ୍କୁଲ

ଘର ବାରଣ୍ଡାରେ ଖୋଲିଛି ସ୍କୁଲ। ଖରା-ବର୍ଷା-ଶୀତ ଏଇଠି ବସି ପିଲା ପଢୁଛନ୍ତି। ପାଠ ଦିନେ କି ଦୁଇ ଦିନ ନୁହେଁ, ୧୨ ବର୍ଷ ହେଲା ଏମିତି ଚାଲିଛି ଶିକ୍ଷାଦାନ। ଏଇଠି  ବସି ପିଲା ପାଠ ପଢୁଛନ୍ତି, ଏଇଠି ଖାଉଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ବାଲିଗୁଡା ବ୍ଳକ୍ ସିଲିକିସୁଗା ପ୍ରାଥମିକ...

SIM Box Racket
ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍

ମୋବାଇଲ୍ ଉପଭୋକ୍ତାଙ୍କ ପାଖକୁ ଆସୁଛି ଅସଂଖ୍ୟ ଫେକ୍ ଫୋନ କଲ୍ । କାହାକୁ କେୱାଇସି ଅପଡେଟ୍ ନାଁରେ କଲ୍ ଆସୁଛି ତ ଆଉ କାହା ପାଖକୁ କଲ୍ ଆସୁଛି ଋଣର ପ୍ରଲୋଭନ ଦେଖାଇ । ଏହି ଲୋଭନୀୟ ଅଫର୍ ମୋହରେ ପଡ଼ି ବହୁ ଲୋକ ହରାଇ ସାରିଛନ୍ତି ନିଜର କଷ୍ଟ ଉପାର୍ଜିତ...

 school runs from verandah
ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାକୁ ଉପହାସ: ପର ପିଣ୍ଡାରେ ୧୨ବର୍ଷ ହେଲା ଚାଲିଛି ସ୍କୁଲ

 ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ।

BJP Strategy
୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ: ବିଜେପି

ସାଂସଦ ସୁରେଶ ପୂଜାରୀ କହିଛନ୍ତି- ପ୍ରଶିକ୍ଷଣ ଶିବିରର ୩ ଦିନରେ ୧୫ଟି ବିଷୟରେ ଆଲୋଚନା ତ ହେବ, ହେଲେ ମୂଳ ଲକ୍ଷ୍ୟ କିନ୍ତୁ ଗୋଟିଏ। 

Lokseba Bhawan
IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଶୁଭା ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି।

Puri-Konark Marine Drive Road
ସମୁଦ୍ରରେ ଲୀନ ହୋଇଯିବ କି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ?

ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି।

Bengaluru Doctor Leaves Car
ଗୁରୁତର ରୋଗୀକୁ ବଞ୍ଚାଇବା ପାଇଁ ୩ କିମି ଦୌଡ଼ିଲେ ଡ଼ାକ୍ତର

ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍‌ ଚେକ୍‌ କରିବା ପରେ ରାସ୍ତା ଉପରେ କାର୍‌ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।

Guinness World Record
କାର୍‌ରେ ୨୭ ଜଣ ବସି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ

ଏହାର ଭିଡିଓ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।

Bhubaneswar MP Aparajita Sarangi targets Odisha govt over mining scam
ଓଡ଼ିଶାରେ ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା

ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। କିନ୍ତୁ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ।

Supreme Court
୨୨୦ଟି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।

Baliyatra
ବାଲିଯାତ୍ରାରେ ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା

ଏଥିରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି।

Durga Puja
ସୁନା ଚାନ୍ଦି ମେଢ଼ରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି।

Asia Cup
ମନେରହିବ ଏସିଆ କପ୍‌ ଫାଇନାଲ: ବିନା ବଲ୍‌ରେ ବୋଲର୍‌ ଦେଲେ ୯ ରନ୍‌ !

ଓଭର୍‌ ଆରମ୍ଭ ନହେଉଣୁ ପାକିସ୍ତାନ୍‌କୁ ମିଳିଥିଲା ୯ରନ୍‌। 

ଦୁର୍ବଳ ହେବ ଅବପାତ
୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ !

ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।