• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

NCERT report for examination
ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ରେଜଲ୍ଟ କ’ଣ ହେବ ସେଇ ଉତ୍କଣ୍ଠାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଅନେକ ଛାତ୍ରଛାତ୍ରୀ। ପିଲାଙ୍କଠାରୁ ବାପା-ମାଆଙ୍କର ମାତ୍ରାଧିକ ଆଶା ସେମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି । ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଓ...

Fake currency worth Rs 16.11 lakh seized in Rourkela
କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି?

ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍‌ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬...

Asia Cup
ଏସିଆ କପ୍‌ ଫାଇନାଲରେ ହାରିଲା ପାକିସ୍ତାନ, ଶ୍ରୀଲଙ୍କା ଚାମ୍ପିଅନ୍

ଆରମ୍ଭରୁ ହିଁ ପାକିସ୍ତାନ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା।

The owner of Kohinoor Diamond is Lord Jagannath
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର ?

କୋହିନୂର ବଡ ଠାକୁର ଜଗନ୍ନାଥଙ୍କର। ବ୍ରିଟିଶ୍ ଶାସକ ଭାରତରୁ ଏହି ଦୁର୍ଲଭ ହୀରାକୁ ନିଜ ଦେଶକୁ ଲୁଟିନେଇଥିବା ଅଭିଯୋଗ ହୋଇ ଆସୁଥିବା ବେଳେ; କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ଏହାକୁ ପୁଣି ସ୍ୱଦେଶ ଫେରାଇ ଆଣିବାକୁ ଦାବି ଜୋର୍ ଧରିଛି। ତେବେ ଏ ଭିତରେ ସାମ୍ନାକୁ ଆସିଛି...

Opposition parties support protest of contractual employees in Bhubaneswar
ଠିକା କର୍ମଚାରୀଙ୍କ ରଣ ହୁଙ୍କାରରେ ଥରିଲା ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ

ଢୁ ଢୁ ବର୍ଷା... ଛତାମୟ ଲୋୟର ପିଏମଜି... ପ୍ରତିକୂଳ ପାଗ ଭିତରେ ଭିଡ଼ ଏତେ ଯେ ସୋରିଷ ପକାଇବାକୁ ବି ସ୍ଥାନ ନାହିଁ। ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଏବଂ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ଭଳି ତିନି ପ୍ରମୁଖ ଦାବି ନେଇ ହଜାର ହଜାର ଠିକା କର୍ମଚାରୀଙ୍କ...

Opposition parties target BJD
ବଦଳିଗଲା କି ବିଜେଡି କାର୍ଯ୍ୟାଳୟର ଠିକଣା ?

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାଜିଛି କି ପାର୍ଟି ଅଫିସ୍ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁହାଁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କଠୁ ନେଇ ନେତା, ବିଧାୟକ, ମନ୍ତ୍ରୀ ଗଲେ, ମିଟିଂ ସାରି ଫେରିଲେ। ଏପଟେ ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍...

Fake currency worth Rs 16.11 lakh seized in Rourkela
ଦୁର୍ଗାପୂଜାକୁ ଟାର୍ଗେଟ୍ କରି ଛପାଯାଉଛି ଜାଲି ନୋଟ୍‌ !

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି?

Opposition parties support protest of contractual employees in Bhubaneswar
ସ୍ଥାୟୀ ନିଯୁକ୍ତି ଦାବିରେ ଗର୍ଜିଲେ ସରକାରୀ ଠିକା କର୍ମଚାରୀ

ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।

Opposition parties target BJD
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଲଟିଛି ବିଜେଡିର ପାର୍ଟି ଅଫିସ୍

ଏକଥା ଖାଲି ଆମେ କହୁନୁ, ବିଜେଡିର ଛାତ୍ର ଓ ଯୁବନେତାମାନେ ମଧ୍ୟ ଏନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି।

Many Indians Are Demanding the Return of the Kohinoor Diamond
କୋହିନୂରର ମାଲିକ କିଏ: ଭାରତ ନା ବ୍ରିଟିଶ୍ ?

ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କୁହାଯାଇଛି।

ଜାରି ହେଲା 144 ଧାରା
ଶବ ପାଇଁ ଶ୍ମଶାନ ନମିଳିବାରୁ ଉତ୍ତେଜନା: ୧୪୪ ଧାରା ଜାରି, ପୋଲିସ୍‌ର ଲାଠି ଚାର୍ଜ

ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା।

King Charles visited Odisha
୪୦ ବର୍ଷ ତଳେ ଓଡ଼ିଶା ଆସିଥିଲେ ବ୍ରିଟେନ୍‌ର ନୂଆ ରାଜା ଚାର୍ଲସ

ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍‌ରେ ସମୟ କାଟିଥିଲେ ଚାର୍ଲସ।

Vehicles over 15 to 20 years to go off roads in Odisha
ଓଡ଼ିଶା ରାସ୍ତାରେ ଆଉ ଗଡ଼ିବନି ୧୫ରୁ ୨୦ବର୍ଷର ପୁରୁଣା ଗାଡ଼ି

ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ।

Question raised over safety of Konark sun temple
ସୂର୍ଯ୍ୟମନ୍ଦିର ବାଲିମୁକ୍ତ ଯୋଜନାର ପରିଣାମକୁ ନେଇ ସଂଶୟ

କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?

BJP’s Mission Odisha
ଓଡ଼ିଶାରେ ଘାଣ୍ଟିବ କି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ?

ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ବି ଚର୍ଚ୍ଚା ସୃଷ୍ଟି କରିଛି।

BJP Vice President Jay Panda
ପ୍ରତି ମାସରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ: ବୈଜୟନ୍ତ

ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।

Duplicate Medicine
ଚିନ୍ତା ବଢାଇଲା ନକଲି ଔଷଧ, ଥାନାରେ ଏତଲା ଦେଲେ ଡ୍ରଗ୍ ଇନ୍ସପେକ୍ଟର

ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି।

Sarpanch begging
ରାସ୍ତା ନିର୍ମାଣ ପାଇଁ ଗାଁ ଗାଁ ବୁଲି ଭିକ ମାଗିଲେ ସରପଞ୍ଚ

ସବୁ ଆଡୁ ନିରାଶ ହେବା ଭିକ ମାଗି ସେଥିରୁ ଯେଉଁ ଅର୍ଥ ମିଳିବ କାମ ହେବ ବୋଲି କହିଛନ୍ତି।

BJP
୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ବିଜେପିର ପ୍ରସ୍ତୁତି ଆରମ୍ଭ

ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି...

Much hyped E-Seva centres a flop, fail to serve people in Odisha
ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।