• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Hanging Bridge
ଡେଥ୍ ଜୋନ୍ ପାଲଟିଥିବା ନାଗାବଳୀ ନଦୀ ଝୁଲାପୋଲ ବନ୍ଦ

୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ।

Sprinter Dutee Chand and sister Saraswati
ପୁଣି ଆଥଲେଟ୍‌ ଭଉଣୀଙ୍କ କଳି: ଶାଳୀନତାର ସବୁ ସୀମା ଡେଇଁଗଲେ ଦୂତି-ସରସ୍ୱତୀ

ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି।

vehicles fitness
ଏଣିକି ମେସିନ୍ କରିବ ଗାଡି ଫିଟନେସ୍ ଯାଞ୍ଚ, ଦ୍ୱନ୍ଦ୍ୱରେ ଗାଡ଼ି ମାଲିକ

ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। 

IND v AUS T20
ଅଷ୍ଟ୍ରେଲିଆ ନିରାଶ, ସିରିଜ୍ ଜିତିଲା ଭାରତ

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।

Utkal University Examination
ରାତି ପାହିଲେ ପରୀକ୍ଷା, ହେଲେ ପିଲାଙ୍କ ପାଇଁ ନାହିଁ ପରୀକ୍ଷା ଖାତା

ଯଦି ପେପରର ଅନ୍ତର୍ଜାତୀୟ ଦର ବୃଦ୍ଧି ପ୍ରଭାବ ଉତ୍କଳ ୟୁନିଭର୍ସିଟି ଉପରେ ପଡିଲା ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ପଡିଲାନି କିପରି?

Mystery over BJD ZP member’s death
ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମୋବାଇଲ ଦେବ କି ସୁରାଗ ?

ଧର୍ମେନ୍ଦ୍ର ଯେଉଁ ରାଜନୈତିକ କାରଣରୁ ପରିବାରରେ ବିବାଦ କଥା କହିଛନ୍ତି, ତାପଛର ସତ୍ୟତା କଣ? ରାଜନୈତିକ ପ୍ରସଙ୍ଗରେ କିଏ ଓ କାହିଁକି ତାଙ୍କ ପରିବାରକୁ ଡିଷ୍ଟର୍ବ କରୁଥିଲେ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ରହସ୍ୟ ବଢ଼ାଉଛି ଧର୍ମେନ୍ଦ୍ରଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭିର ଫୁଟେଜ୍।

Father kills her mother
ଅଢେଇ ବର୍ଷର ଛୁଆ କହିଲା ମାଆ ହତ୍ୟାର ଟିକିନିଖି କାହାଣୀ

ଅଢେଇ ବର୍ଷ ଛୁଆ ମୁହଁରେ ମାଆ ହତ୍ୟାର ଟିକିନିଖି କାହାଣୀ। ତାରି ଆଖି ସାମ୍ନାରେ କିଏ, କେଉଁଠି ଏବଂ କେମିତି ମାରିଲା ସବୁ କିଛି ବଖାଣୁଛି ତାର ଏଇ କୁନି ମୁହଁ। ଜୀବନ କଣ, ମୃତ୍ୟୁ କଣ କିଛି ଜାଣି ନଥିଲେ ବି, ଥାନା ଭିତରେ ସମ୍ପର୍କୀୟ ପଚାରୁଥିବା...

boycotting election
ରାଜ୍ୟରେ ଶତ ପ୍ରତିଶତ ବିଜୁଳି ସଂଯୋଗ ତଥ୍ୟ କେତେ ସତ?

ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ ।

Dhamnagar
ବିଷ୍ଣୁ ସେଠୀଙ୍କ ଦେହାନ୍ତକୁ ସପ୍ତାହେ ବିତିନି, ହେଲେ ଉପନିର୍ବାଚନକୁ ନେଇ ସରଗରମ ରାଜନୀତି

ପୁରୀ ଜିଲ୍ଲା ପରିଷଦର ବିଜେଡି ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ କଣ ? ଲାଗିରହିଥିବା ନାନା ଶଙ୍କା ଆଶଙ୍କା ଭିତରେ କମିଶନରେଟ୍ ପୋଲିସ ହାତରେ ଲାଗିଛି ସେହି ରହସ୍ୟଜନକ ମୋବାଇଲ୍

Babushaan Mohanty
ମେଡିକାଲରୁ ଡିସଚାର୍ଜ ବେଳେ ବାବୁସାନଙ୍କ ସାଥିରେ ଥିଲେ ପତ୍ନୀ ତୃପ୍ତି

ସୁସ୍ଥ ହେଲେ ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି..ମେଡିକାଲରୁ ଡିସଚାର୍ଜ ବେଳେ ସାଥିରେ ଥିଲେ ପତ୍ନୀ ତୃପ୍ତି

Mystery over BJD ZP member’s death
ଖୋଲିବ କି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଗୁମର? ପୋଲିସ ହାତରେ ଲାଗିଛି ରହସ୍ୟଜନକ ମୋବାଇଲ୍

ଯେଉଁ ମୋବାଇଲ୍‌ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। 

Father kills her mother
ମାଆ ହତ୍ୟାର ଲୋମଟାଙ୍କୁରା କାହାଣୀ ପୋଲିସ ଆଗରେ ବଖାଣିଲା ଅଢ଼େଇ ବର୍ଷର କୁନିଝିଅ

ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି।

Minister property details
ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା

କେଉଁ ମନ୍ତ୍ରୀ କେତେ ଧନୀ ? କାହା ପାଖରେ କେତେ ସୁନା, ଜମି, ଗାଡ଼ି, ବନ୍ଧୁକ ? ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା।

Dengue outbreak in Odisha
ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା

ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା...ଖେଦିଚାଲୁଛି ଏ ବସ୍ତିରୁ ସେ ବସ୍ତି...ମାଡ଼ି ଚାଲୁଛି ଝୁମ୍ପୁଡ଼ିରୁ ଅଟ୍ଟାଳିକା ଯାଏଁ। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି।

IND vs AUS 2nd T-20
କର ବା ମର ମ୍ୟାଚ୍‌ରେ ଜିତିଲା ଭାରତ, ହାରିଲା ଅଷ୍ଟ୍ରେଲିଆ

ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

Dengue outbreak in Odisha
ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ: ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର

ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା।

High-security plate: Anxiety grips vehicle owners as deadline approaches fast
ଟେନସନ୍ ବଢ଼ାଇଲାଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ 

ଏବେ ପ୍ରଶ୍ନ, HSRP ସମସ୍ୟାର ସମାଧାନ କଣ ? ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିବହନ ବିଭାଗ HSRP ଡେଡଲାଇନ ବଢ଼ାଇବ କି ?

Minister property details
ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି। 

The Ministry of External Affairs has issued an advisory
'କାନାଡାରେ ଥିବା ଭାରତୀୟ ସତର୍କ ରୁହ'

କାନାଡା ବୁଲିବାକୁ ଓ ସେଠାରେ ପାଠପଢ଼ିବାକୁ ଯାଉଥିବା ଭାରତୀୟଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

Commissionerate Police issues guidelines
ଦୁର୍ଗାପୂଜାରେ ବ୍ୟାଣ୍ଡ୍‌, ଡିଜେ ପାଇଁ କଟକଣା

ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।