ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।
ଓଡିଶା ଜଗରନଟ୍ସ ଟିମ୍କୁ ପାରମ୍ପରିକ ଢଙ୍ଗରେ ଦିଆଯାଉଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି। ପୁଣେରେ ହୋଇଥିବା ଅଲଟିମେଟ୍ ଖୋ ଖୋ ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ଓଡିଶା ଜଗରନଟ୍ସ। ଫାଇନାଲରେ ତେଲଗୁ ଯୋଦ୍ଧାସକୁ ୪୬-୪୫ରେ ମାତ୍ ଦେଇ ଟ୍ରଫି...
ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଂଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍।
ଆସନ୍ତା ୪ରୁ ୫ ଦିନ ଯାଏଁ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି।
କାମୁଡିବା କ୍ଷଣି ଲାଲ ପଡିଯାଇ କୁଣ୍ଡେଇ ହୋଇ ଘାଆ ହୋଇଯାଉଛି।
ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।
ଜଣେ ଚାକିରି କରିବା ଯେତିକି ସ୍ୱପ୍ନ ହୋଇଥାଏ, ତାଠୁ ପ୍ରଥମ ଦରମା ଆସିଲେ କର୍ମଚାରୀଙ୍କୁ ଅଧିକ ଖୁସି ଦେଇଥାଏ।
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ।
କାର୍ଯ୍ୟ କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଜଣେ ମହିଳା ସାମ୍ବାଦିକ କିଭଳି ସାମ୍ନା କରିବ ? ସାଉଥ ଏସିଆନ ଓମେନ୍ ଇନ୍ ମିଡ଼ିଆ ଏବଂ ୟୁନିସେଫର ମିଳିତ କର୍ମଶାଳାରେ ଏହାହିଁ ଥିଲା ଆଲୋଚନାର ପ୍ରସଙ୍ଗ।
ସ୍ୱଚ୍ଛ ସରକାରର ଦ୍ୱାହି... ହେଲେ ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍। #NCRB ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ। ତେଣେ ପୂର୍ବତନ ଡିଜିପି କହିଲେ ଯେତେ ଧରାପଡୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି । ୨୪ ନିର୍ବାଚନ ପାଖଉ ଥିବାରୁ ନବୀନଙ୍କ ପୁରସ୍କାରକୁ ଅସ୍ତ୍ର କରି ଏବେଠୁ ମାହୋଲ ବନାଇବା ଚକ୍କରରେ ବିଜେଡି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ।
ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଶରୀରରୁ ନଷ୍ଟ ହେଇଯାଉଛନ୍ତି ଉପକାରୀ ବ୍ୟାକ୍ଟେରିଆ। କୋଭିଡ୍ରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ଉପରେ RMRCର ଗବେଷଣାରୁ ନୂଆ ତଥ୍ୟ, ବିଶେଷଜ୍ଞ କହିଲେ ଲକ୍ଷଣ ସାମୟିକ।
କାଲି ଭାଇ-ଭଉଣୀ, ଆଉ ଆଜି ମାଆ। ତିନିହେଁ ଚିରଦିନ ପାଇଁ ଆଖିବୁଜିଥିବା ବେଳେ, ବାପା ଏବେବି ଗୁରୁତର। ଗୋଟିଏ ପରିବାର ଉପରେ ହଠାତ୍ ଏଭଳି ଅକାଳ ବିପଦ ମାଡ଼ି ଆସିବା ପଛରେ କାରଣ କଣ? ଫୁଡ୍ ପଏଜନିଂ, ସୁଇସାଇଡ୍, ନା ପ୍ରି-ପ୍ଲାନ୍ଡ ମର୍ଡର୍?
ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?
ପାକିସ୍ତାନ ଆଗରେ ୧୮୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।
କେନ୍ଦ୍ର ସରକାରଙ୍କ ୨୦୨୦-୨୧ ବର୍ଷ ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି।
ଅଣ୍ଟିରେ କାଣିକଉଡ଼ିଟିଏ ବି ନଥିବାରୁ କାନ୍ଦ କାନ୍ଦ ହୋଇ ଘରକୁ ଫେରିଆସିଲେ ମାଆ-ପୁଅ।
ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି।