ଶନିବାର ତୁଳନାରେ ସୋମବାର ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନି ।
ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର।
ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରାୟ ୫ଶହ ବିଦେଶୀ ଅତିଥିଙ୍କୁ ଶେଷକୃତ୍ୟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।
ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ।
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।
ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।
ଗାଡ଼ି ଆଗରେ ଜଗନ୍ନାଥଙ୍କ ଚିତ୍ର। ଗାଡ଼ି ପଛରେ ମାଙ୍କ ଆଶୀର୍ବାଦ ଲେଖା। ହେଲେ ଗାଡ଼ି ଭିତରେ ଅତି ନିଷ୍ଠୁର ଓ ନିର୍ଦ୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗୋରୁ। ୧୪ ତାରିଖ ରାତିରେ କଣ୍ଟେନରରେ ଏଭଳି ତରିକାରେ ଗୋଚାଲାଣ ହେଉଥିବାର ଖବର କିନ୍ତୁ ପହଞ୍ଚି ଯାଇଥିଲା...
୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା । ଭାରତର ଜୈବ ବିବିଧତା ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ । ଭାରତ ମାଟିରେ ପାଦ ଥାପିଲା ବିଶ୍ୱର ଦ୍ରୁତତମ ଧାବକ-ଚିତା । ଅବିସ୍ମରଣୀୟ ମୁହୂର୍ତ୍ତ । ଦିନ ପ୍ରାୟ ସାଢ଼େ ୧୧ଟା । ଗୋଟିକ ପରେ ଗୋଟିଏ ମଞ୍ଚାକୁ ଚଢ଼ି,...
ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ପ୍ରତିବର୍ଷ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର । ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ।
ଜବତ ଟଙ୍କାରେ ପୋଲିସ୍ ଜାଲିଆତି କରିଥିବା ଅଭିଯୋଗ । କଣ୍ଟାବାଞ୍ଜିର ଏକ ଲଜ୍ରୁ ଟଙ୍କା ଜବତ ମାମଲାରେ ଜାଲିଆତି ନେଇ ଓଟିଭିରେ ପ୍ରସାରିତ ଖବରରେ ମୋହର ମାରିଲା ବଲାଙ୍ଗିର ପୋଲିସ। ଏସପି କହିଛନ୍ତି ଜବତ ପରିମାଣରେ ଜାଲିଆତି ହୋଇଛି । ଏହାର ତଦନ୍ତ ଚାଲିଛି ।
କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ
ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।
ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି...
ରାଜଧାନୀର ଦୁରଦର୍ଶନ ଅଫିସ ନିକଟରେ ଆଉ ମିଳିବନି କିଶୋର ନନାଙ୍କ ପ୍ରସିଦ୍ଧ ମଟନ ଝୋଳ। ଆଉ ଆଗ ଭଳି ଜମିବନି ଗ୍ରାହକଙ୍କ ଖଚାଖଚ ଭିଡ଼।ନିମ୍ନମାନର ଖାଦ୍ୟ ପରସୁଥିବା ଅଭିଯୋଗରେ ବୁଧବାର କିଶୋର ହୋଟେଲ ସିଲ ପରେ ଗୁରୁବାର ପୁଣି ଖୋଲିଥିବାରୁ ପୁରା ଦୋକାନକୁ ଆଜି ମାଟିରେ ମିଶାଇ ଦେଇଛି ବିଏମସି।...
ନୀଳ ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା। ବାୟୁବୀରଙ୍କ ଚିତାକର୍ଷକ ସୋର ସାକ୍ଷୀ ସାଜିଲା କୁଆଖାଇ ପଠା। ସମୟ ସକାଳ ଠିକ୍ ୧୦ଟା ୨୦ ମିନିଟ୍। ଭୀମ ଗର୍ଜନ କରି ଭୁବନେଶ୍ୱର ବିମାନ ବନ୍ଦର ଆଡୁ ଏକାସାଙ୍ଗେ ମାଡ଼ି ଆସିଲେ ୯ଟି ରେଡ୍ ଆଣ୍ଡ ହ୍ବାଇଟ୍ ହକ୍...
ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା।
ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ହୋଟେଲକୁ ବୁଲ ଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ବିଏମସି
ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ।