• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

NCRB
ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ

ମେଡିକାଲ ହେଉ କି ଗାଁ ଦାଣ୍ଡ । ଆଖି ପିଛୁଳାକେ ଗାଏବ୍ ହେଉଯାଉଛନ୍ତି ଶିଶୁ । ଯାହାର ବହୁ ଚର୍ଚ୍ଚିତ ଉଦାହରଣ ଯାଜପୁରର କୁନି ଝିଅ ପିହୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, NCRB ତଥ୍ୟ କହୁଛି, ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଲେଣି ୧୬...

JP Nadda
୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି

ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍‌ରେ ରହିଛି ସେକଥା ସ୍ପଷ୍ଟ ହୋଇଛି ।

Asia Cup
ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ଆଗରେ ହଂକଂ ଧରାଶାୟୀ

ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି।

Padma Shri Kamala Pujari
ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇ ଭିଡିଓ ସୁଟିଂ କଲେ ଆତ୍ମଘୋଷିତ ସମାଜସେବୀ

ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି।

Super Typhoon Hinnamnor
ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୟଙ୍କର ଝଡ଼

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୫୭ କିମି ୧୬୦ ମାଇଲ୍ସ ରହିଛି।

Asia Cup
ପାକିସ୍ତାନ ଠାରୁ ପ୍ରତିଶୋଧ ନେଲା ଭାରତ

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।

How successful is Make In Odisha ?
'ମେକ୍ ଇନ୍ ଓଡିଶା କନ୍‌କ୍ଲେଭ' ପାଇଁ କେତେ ଲୋକଙ୍କୁ ମିଳିଛି ନିଯୁକ୍ତି?

ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି।

Student missing Case
ଯୁକ୍ତ ୨ ଛାତ୍ର ନିଖୋଜ କଥା ମିଛ, ପର୍ଦ୍ଦାଫାସ କଲା ପୋଲିସ

ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ।

Rise in lightning strike deaths a matter of concern in Odisha
ବଜ୍ରପାତର ସୂଚନା ଦେବ ଆପ୍‌, ୪୦ ମିନିଟ୍ ଆଗରୁ ମୋବାଇଲକୁ ଆସିବ ମେସେଜ୍

ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ବାନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Woman kills self after being shamed by daughter-in-law
ଧାରଣା ଦେଲା ବୋହୂ, ଆତ୍ମହତ୍ୟା କଲେ ଶାଶୁ

ଗତ କିଛିଦିନ ହେଲା, ଗଞ୍ଜାମରେ ବୋହୂ ଏବଂ ପତ୍ନୀର ମାନ୍ୟତା ଦାବିରେ ଏକାଧିକ ମହିଳାଙ୍କ ଧାରଣାକୁ ନେଇ ଲାଗିରହିଛି ଚର୍ଚ୍ଚାା

Virat Kohli
ଏସିଆ କପ୍ ଖେଳିି ଇତିହାସ ରଚିଲେ ବିରାଟ କୋହଲି

ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।

Sonali Phogat
ସୋନାଲି ଫୋଗଟ୍ ମୃତ୍ୟୁ ମାମଲା: CBI ତଦନ୍ତ ପାଇଁ ଦାବି ରଖିବେ ହରିୟାଣା ସରକାର

ସୋନାଲି ଫୋଗଟ୍‌ଙ୍କୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଦିଆଯାଇଥିଲା ବୋଲି ଖୁଲାସା କରିଛି ଗୋଆ ପୋଲିସ। 

JharkhandPoliticalCrisis
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅପରେସନ୍ ଲୋଟସ୍ ଡର !

ଝାଡ଼ଖଣ୍ଡରେ ରାଜନୈତିକ ସଂକଟ: ଅଫିସ ଅଫ୍ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ କମିଶନଙ୍କ ସୁପାରିଶ ପରେ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା। ନିଜ ଆସନ ଟଳମଳ ହେଉଥିବା ବେଳେ, ସରକାର ବଞ୍ଚାଇବାକୁ କସରତ ଆରମ୍ଭ କରିଛନ୍ତି ହେମନ୍ତ।

Husband's body lies unattended in hospital
ପରିଣତ ବୟୟରେ ନିଜ ଗର୍ଭକୁ କାହିଁକି ନିନ୍ଦୁଛି ଏ ବୁଢ଼ୀ ମାଆ ?

ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...।

jharkhand cm hemant soren wife Kalpana Soren
ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କି ଓଡ଼ିଆ ଝିଅ ?

ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି। 

grocery price hike
ଡ଼ାଲି, ଚାଉଳ ରେଟ୍‌ ଦେଖି ଗ୍ରାହକ ଛାନିଆଁ !

ଖାଉଟିଙ୍କ କହିବା କଥା, ସବୁ ଜିନିଷର ଦାମ ବଢ଼ିଯାଉଛି।  ଢେର୍ ବାଧୁଛି  କେମିତି ଚଳିବେ, କିଛି ବୁଝି ହେଉନି। 

Ghodahada Wetland
ଚାଲ ବୁଲିଯିବା ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍

ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।

FIFA lifts suspension of Indian football federation
ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

Special story
ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମକୁ ନେଇ ଚର୍ଚ୍ଚା

ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମକୁ ନେଇ ଚର୍ଚ୍ଚା ଉଭୟ ସଂଗଠନର ସଂପ୍ରସାରଣ କରାଯିବା ସହ ଅନେକ ନୂଆ ମୁହଁକୁ ସାମିଲ କରାଯାଇଛି । ଅନ୍ୟପଟେ ୨୦୧୯ରୁ ରାଜ୍ୟରେ କଲେଜ ଇଲେକ୍ସନ ବନ୍ଦ ଥିବା ବେଳେ ଦଳୀୟ ପ୍ରଚାରପ୍ରସାର ଲାଗି ଯୁବ ଓ ଛାତ୍ର...

Special story
୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ‘ଆଜାଦ୍’ ହେଲେ ଆଜାଦ୍

ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।