ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ...
ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା...
ରାଜ୍ୟରେ ଉଦ୍ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା। କିଶୋରଠୁ ବୟସ୍କ କ୍ରମାଗତ ଭାବେ ଜୀବନ ହାରୁଛନ୍ତି । କିଏ ବ୍ୟବସ୍ଥା ବିରୋଧରେ ଲଢ଼େଇ କରି ନିରାଶ ହେବା ପରେ ତ ଆଉ କିଏ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏସବୁ ଭିତରେ ଆଜି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର...
ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍ଙ୍କ ସ୍ମୃତିଚାରଣ କରୁଛନ୍ତି । ସେପଟେ ସ୍କଟଲାଣ୍ଡର ବାଲମୋରରେ ଥିବା ରୟଲ୍ ଇଷ୍ଟେଟ୍ ଆଗରେ ଆଜି ସକାଳେ ଫୁଲତୋଡା ଦେଇ ଲୋକମାନେ ନିଜ...
ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ।
କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍
ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ।
କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାର ୧୨୮ କୋଟି ଟଙ୍କା ସହୟତା ରାଶି ମଂଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ।
ଇଣ୍ଡିଆ ଗେଟ୍ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତିର ହୋଇଛି ଅନାବରଣ।
ଉଭୟ ବିଦାୟୀ ଏବଂ ନୂତନ ପ୍ରଧାନମନ୍ତ୍ରୀ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟିଥିଲେ।
ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡୁପ୍ଲିକେଟ୍ ମେଡିସିନ୍...ଦାମୀ କମ୍ପାନୀ ବ୍ରାଣ୍ଡ୍ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍?
ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ଭୁଲ୍ ରହିଛି ଓ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଅନେକ ଗାଁକୁ ସାମିଲ କରାଯାଇନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆଉ ଥରେ ସର୍ଭେ କରିବା ସହ ଶ୍ୱେତପତ୍ର ଜାରି ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ।
ଅନଲାଇନ୍ରେ ମିଳିବ ଦେବାଳୟର ଦର୍ଶନ। ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ। ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। ଗତ ୬ ତାରିଖରେ ଆଇନ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି...
ବାଲିରୁ ମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା । ଦଶନ୍ଧି ଦଶନ୍ଧି ଧରି ଆପଣ ଦେଖି ଆସୁଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ । ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି । ସେଥିପାଇଁ ଏ ଆୟୋଜନ । ଧୂପ, ଦୀପ ସହ...
ଗୋଟିକିଆ କଳା ମୁଗୁନି ପଥରରୁ ନିର୍ମିତ ହୋଇଛି ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି।
କର୍ମଚାରୀଙ୍କ ଏଭଳି ଲୁକ୍ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି।
କୋରିଆ ପାଣିପାଗ ପ୍ରଶାସନ(KMA) ସୂଚନା ଅନୁସାରେ ସୁପର ଟାଇଫୁନ୍ ହିନ୍ନାମନୋର ଲ୍ୟାଣ୍ଡଫଲ୍ କରିବା ପରେ ବ୍ୟାପକ କ୍ଷତି ଘଟାଇଛି।
ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।
ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।