ସିକନ୍ଦରାବାଦ୍ ଇ-ଭେଇକିଲ୍ ସୋରୁମ୍ରେ ଅଗ୍ନିକାଣ୍ଡ ପରେ ଇ-ଯାନର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଲେଣି ଗ୍ରାହକ । କେତେବେଳେ ଇ-ଭେଇକିଲ୍ ଚାଲୁଥିବା ବେଳେ ନିଆଁ ଲାଗି ଯାଉଛି ତ କେତେବେଳ ଚାର୍ଜ କରିବା ସମୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଇ-ଯାନରେ ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର ହେଉଛି, ଯାହା ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
Published: Chandan Shishu
Last updated: 14 September 2022, 10:50 PM IST
ଭାରତରେ ତୁର୍କୀକୁ ବ୍ୟାନ୍ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନ ପାଇଁ ବିରୋଧ କରୁଛନ୍ତି ବ୍ୟବସାୟୀ ଓ ସ୍ଥାନୀୟ ଲୋକ । ଅପରେସନ ସିନ୍ଦୂର ବେଳେ ତୁର୍କୀ ପାକିସ୍ତାନକୁ ଡ୍ରୋନ୍ ଦେଇଥିଲା । ତୁର୍କୀରୁ ଆସୁଥିବା ସେଓକୁ ବୟକଟ୍ କଲେ ପୁଣେ ସହରବାସୀ ।