• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone Sitrang To Skirt Odisha: May Hit Bengal-Bangladesh coast
ଓଡ଼ିଶା ଛୁଇଁବନି ବାତ୍ୟା ! ଦିଗ ବଦଳାଇବା ନେଇ ପାଣିପାଗ ବିଭାଗର ଆକଳନ

ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ। 

Cyclone Sitrang
ଆସୁଛି ବାତ୍ୟା...ଓଡିଶା ସହ ଘଷି ହେବ, ପ୍ରବଳ ବର୍ଷେଇବ

ସମୁଦ୍ରରୁ ମାଡି ଆସୁଛି ବାତ୍ୟା...ଓଡିଶା ନଛୁଇଁଲେ ବି ଘଷି ହୋଇ ଯିବ ବାଂଲାଦେଶ !! ୨୨ରୁ ଆରମ୍ଭ ହୋଇଯିବ ବର୍ଷା...ଅଶାନ୍ତ ହେବ ସମୁଦ୍ର

Cyclone
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ ! ରାଜ୍ୟକୁ ନଛୁଇଁ ବାତ୍ୟା ବାଂଲାଦେଶ ମୁହାଁ ସମ୍ଭାବନା

ଓଡ଼ିଶା ଉପରୁ ସାମାନ୍ୟ ଟଳିଛି ବାତ୍ୟା ବିପଦ । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଅର୍ଥାତ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନଛୁଇଁ, ରାଜ୍ୟ ଉପକୂଳକୁ ସମାନ୍ତରଳ ଭାବେ ଅତିକ୍ରମ କରିବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ

Cyclone Sitrang
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ ! ରାଜ୍ୟକୁ ନଛୁଇଁ ବାତ୍ୟା ବାଂଲାଦେଶ ମୁହାଁ ସମ୍ଭାବନା

ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ

rain
ବାତ୍ୟା ଭୟ ଟଳିଲେ ବି ଥମିନି ବର୍ଷାର ଡର : ୨୪, ୨୫ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା

ବର୍ଷାକୁ ନେଇ ଛାନିଆ ଚାଷୀକୂଳ, ଦରପାଚିଲା ଧାନକୁ ଆଗୁଆ କାଟିନେଲେ ଚାଷୀ

IMD DG On Cyclone
ବାତ୍ୟା ନେଇ IMD ଡିଜିଙ୍କ ବଡ଼ ସୂଚନା, ଓଡ଼ିଶା ଛୁଇଁବନି ବାତ୍ୟା ! ଶୁଣନ୍ତୁ...

ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।

Cyclone
ବଡ଼ ଅପ୍‌ଡେଟ୍ ! ଓଡ଼ିଶା ଛୁଇଁ ଚାଲିଯିବ ବାତ୍ୟା

ବୈଠକରେ ଏସ୍‌ଆର୍‌ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।

Cyclone
ମାଡି ଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ନେବ କି ମହାବାତ୍ୟାର ରୂପ?

ସୁ ସୁ ଗର୍ଜନ କରି ମାଡିଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ମହାବାତ୍ୟାର ରୂପ ନେବା ନେଇ ବଢିଲା ଚର୍ଚ୍ଚା....ପାଣିପାଗ ବିଭାଗ କହିଲା

Weather Update
ଆଜିଠୁ ଲଘୁଚାପ ! ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟରେ ୭ ଜିଲ୍ଲା

ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍‌ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ ।

Sitrang
ବଢୁଛି ବାତ୍ୟା ‘ସିତ୍ରାଙ୍ଗ’ ସସ୍‌ପେନ୍ସ; କାଲି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍‌ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

  • Wednesday, 19 October 2022
Sitrang
ବଢୁଛି ବାତ୍ୟା ‘ସିତ୍ରାଙ୍ଗ’ ସସ୍‌ପେନ୍ସ; କାଲି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍‌ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

West-Central Bay Of Bengal
୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ବାତ୍ୟା ! ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।

Cyclone
ଆସୁଛି ଆଉ ଏକ ବାତ୍ୟା।

ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶାଙ୍କା । ଏବେ ଏହା ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୂପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଅବପାତ ହେବ । ୨୩ କିମ୍ବା ୨୪ ତାରିଖରେ ଏହା ବାତ୍ୟାରେ ପରିଣତର ସମ୍ଭାବନା ରହିଛି ।

Cyclone Sitrang
ଏଥର ବାତ୍ୟା ନେଇପାରେ ମହାବାତ୍ୟାର ରୂପ ! ହେଲେ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।

IMD's DG Mrutyunjay Mohapatra on cyclone threat over Odisha
୨୨ ପରେ ବାତ୍ୟା ! ‘ଯେଉଁଠି ଏହା ଅତିକ୍ରମ କରିବ, ସେଇଠି ଅଧିକ ପ୍ରଭାବ ପଡ଼ିବ’

୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।

Odisha Govt Directs Employees Not To Leave Headquarters
ଓଡ଼ିଶା ସରକାରଙ୍କ ସମ୍ଭାବ୍ୟ ବାତ୍ୟା ମୁକାବିଲା: କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

Low Pressure Likely To Intensify Into Cyclone
ଆସୁଛି ବାତ୍ୟା ! ଏହା ପୂର୍ବରୁ କ'ଣ କରିବେ ଓ କ'ଣ କରିବେ ନାହିଁ, ଜାଣନ୍ତୁ...

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତ ରହିବେ ? କ'ଣ ସବୁ କରିବା ଉଚିତ୍‌ ଓ କ'ଣ ସବୁ କରିବା ଅନୁଚିତ୍‌, ଜାଣନ୍ତୁ...

meeting
ଡରାଇଲାଣି ବାତ୍ୟା ! ଜରୁରୀ ବୈଠକ ଡାକିଲେ ସରକାର

ବାତ୍ୟା ପାଇଁ ଆଜି ୪ଟାରେ ବୈଠକ ବସିବ ।

cyclone
ବାତ୍ୟା ଆସୁଛି ! ଟ୍ୱିଟ୍‌ କରି ସୂଚନା ଦେଲା ପାଣିପାଗ ବିଭାଗ

ଆସୁଛି ବାତ୍ୟା । ପାଣପାଗ ବିଭାଗର ସୂଚନା ପରେ ବାତ୍ୟା ଆଶଙ୍କା ବଢ଼ିଲା।

Cyclone Alert
ବିଭିନ୍ନ ମଡେଲ ଅନୁଧ୍ୟାନ ପରେ ବାତ୍ୟା ଆଶଙ୍କା !

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ।

Cyclonic Circulation Forms Over South Andaman Sea
ଉତ୍ତର ଦିଗକୁ ମୁହାଁଉଛି ଘୂର୍ଣ୍ଣିବଳୟ, ଆସିବ କି ବାତ୍ୟା ?

 ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। 

 cyclonic circulation
ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ, ୨୦ ତାରିଖ ବେଳକୁ ଲଘୁଚାପ ସମ୍ଭାବନା

୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Heavy Rain or Cyclone
ଲଘୁଚାପ ବାତ୍ୟାରେ ପରିଣତ ହେବକି ?

ଲଘୁଚାପକୁ ନେଇ ଦେଖା ଦେଲାଣି ସନ୍ଦେହ। ବାତ୍ୟାକୁ ନେଇ ମନରେ ଆଶଂକା ଆସିଲାଣି।

Heavy Rain or Cyclone
୧୮ରେ ସୃଷ୍ଟି ହେବାକୁ ଘୁର୍ଣ୍ଣିବଳୟର ପରବର୍ତ୍ତୀ ରୂପ କଣ: ବଡ଼ ବର୍ଷା ନା ବାତ୍ୟା?

ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ।

A Low Pressure Area Likely Formed Around Oct 20
୨୦ରେ ଲଘୁଚାପ ! ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 ୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।