ସରକାରୀ କ୍ୱାର୍ଟରରେ ରାସଲୀଳା କରୁଥିଲେ ବାବୁ। ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ଲୋକେ। ଆଉ ଏହାପରେ ଦେଖନ୍ତୁ ହେଲା କ’ଣ?
ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ରେଡହ୍ୟାଣ୍ଡେଡ୍ ଧରାପଡ଼ିଲେ ସରକାରୀ ଅଧିକାରୀ ।
ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ଗାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏହି ଭିଡିଓ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏଥିରେ ଦେଖାଯାଉଥିବା ଜୀବର ଲମ୍ବା ବେକ ଅଛି ଯାହା ଅବିକଳ ଡାଇନୋସର ପରି ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହା ପ୍ରକୃତରେ ଡାଇନୋସର ନୁହେଁ ତ?
ଏକ ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍ସିପ୍ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍ସେଦପୁର ବିଷ୍ଣପୁର ସ୍ଥିତ ଏକ ଟାୱାର ତଳକୁ ଖସି ପଡ଼ିବା ପରେ ଜୀବନ ହରାଇଛନ୍ତି ରାହୁଲ ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।
ଏକ ସ୍ମାର୍ଟ ସ୍କୁଲ୍ରେ ‘ପୁଷ୍ପା’ ଫିଲ୍ମର ଗୀତରେ ଛାତ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ନିଆଯାଇଛି।
କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି।
ମହିଳା ଅଧିକାରୀଙ୍କ ହଙ୍ଗାମା ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ ।
ତାପମାତ୍ରା ବୃଦ୍ଧି ଯୋଗୁଁ ସାରା ଦେଶ ଚିନ୍ତାରେ। ସ୍କୁଲ୍ ଯାଉଥିବା ପିଲାମାନଙ୍କ ପାଇଁ ଏହା ଭାରି ପଡିଛି। ଏହାରି ଭିତରେ ଜଣେ ଶିକ୍ଷକ ନିଆରା ଢଙ୍ଗରେ ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ପିଲାମାନଙ୍କୁ ସଚେତନ କରୁଥିବା ଦେଖାଯାଏ।
ରାନୁଙ୍କ ମଣ୍ଡଳଙ୍କ ପରି ଆଉ ଜଣେ ଗାୟକ ଆଗକୁ ଆସିଛନ୍ତି, ଯିଏ ବହୁତ ସୁନ୍ଦର ଗୀତ ଗାଉଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଟ୍ରକ୍ ଡାଇଭର ନଜର ଆସିଛନ୍ତି, ଯିଏ ମହମ୍ମଦ ରାଫିଙ୍କ ଗୀତକୁ ଚମତ୍କାର ଭାବେ ଗାଉଛନ୍ତି।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ହଇଚଇ କରୁଛି। ଚଳନ୍ତା ଟ୍ରେନରୁ ଖସି ପଡୁଛନ୍ତି ଯୁବତୀ। ଏହା ପରେ ଏମିତି ଘଟଣା ଘଟୁଛି, ଯାହାକୁ ଦେଖିଲେ ଆପଣ ଆଖି ବନ୍ଦ କରି ଦେବେ।
ରେଲୱେରେ ଚାକିରି ପାଇଲେ କି ଭୁବନ ବାଦ୍ୟକାର? କଚା ବାଦାମର ଗାୟକଙ୍କୁ ନେଇ ଏବେ ସବୁଆଡ଼େ ବଢିଛି ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେଜ୍ରିୱାଲ୍ ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ସମୀକ୍ଷା ବୈଠକରେ ମୋଦିଙ୍କ ବାର୍ତ୍ତାକୁ ଅଣଦେଖା କରିଥିବାର ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।
ସୋସିଆଲ୍ ମିଡିଆରେ ଝିଅ ବିଦା ବେଳର ଏହି ଭିଡିଓଟି ଏବେ ଭାଇରାଲ୍ ହେଇଛି
ଜେଜେମାଆ କାନ୍ଦ ଦେଖି ନାତୁଣୀ କହିଲା ଏମିତି କଥା। ଯାହାକୁ ଶୁଣି ଚକିତ ହୋଇଗଲେ ବାହାଘରକୁ ଆସିଥିବା ଲୋକେ। ଶୁଣନ୍ତୁ, ଜେଜେମାଆ କାନ୍ଦ ଦେଖି କ’ଣ କହିଲା ନାତୁଣୀ...
ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟର ପେଜ୍ରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା
ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।
ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା
ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍ର ପେଜ୍ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି..ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ କରିବି..ଆପଣ ବି ଦେଖିନିଅନ୍ତୁ ଏହି ଭିଡ଼ିଓ
ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚାଇଦେଲା ସ୍ମାର୍ଟଫୋନ୍ । କ୍ଷଣିକରେ ଜୀବନ ଚାଲିଯାଇ ଥାଆନ୍ତା, ମୋବାଇରେ ବାଜି ଅଟକି ଗଲା ଗୁଳି ।
ଭାରତନାଟ୍ୟମ୍ ପ୍ରେମରେ ପଡିଲେ ଫରାସୀ ନୃତ୍ୟଶିଳ୍ପୀ। ଏ. ଆର୍. ରହମାନଙ୍କ ଏକ ଗୀତରେ ଭାରତନାଟ୍ୟମ ନାଚି ସବୁ ଭାରତୀୟଙ୍କ ମନ କିଣିଲେ।
ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।
ଆଡଭେଞ୍ଚର ଓ ହାଇକିଙ୍ଗକୁ ଦୁଃସାହସିକ ଲୋକଙ୍କ କାମ ବୋଲି କୁହାଯାଏ। ବେଳେବେଳେ ଶାରୀରିକ ଭାବେ ଶକ୍ତିଶାଳୀ ଥିବା ଲୋକଙ୍କ ପାଇଁ ବି ହ୍ୟାକିଂ ଓ ଟ୍ରାକିଂ କଷ୍ଟକର ହୋଇପଡେ। ବର୍ତ୍ତମାନ ଜଣେ ୬୨ ବର୍ଷ ବୟସ୍କା ମହିଳା ପାଶ୍ଚାତ୍ୟ ଘାଟର ଶିଖରରେ ଚଢି ପ୍ରମାଣ କରିଦେଇଛନ୍ତି ଯେ ମନୋବଳ ଆଗରେ ବୟସ ବାଧା ସୃଷ୍ଟି କରିପାରିବ ନାହିଁ।