• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Balloon seller Kisbu who became an overnight internet sensation
ବେଲୁନ୍ ବିକୁ ବିକୁ ରାତାରାତି ହୋଇଗଲେ ମଡେଲ୍

କେରଳର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ସେ ବିକ୍ରି କରୁଥିଲେ ବେଲୁନ୍। ଭାଗ୍ୟ ଦେଲା ସାଥ୍, ହୋଇଗଲେ ଇଣ୍ଟରନେଟ୍‌ ତାରକା। ଏକ ବିବାହ ଫଟୋଗ୍ରାଫରଙ୍କ ଦ୍ୱାରା କରାଯାଇଥିବା ଫଟୋସୁଟ୍‌ ପାଇଁ ସେ ମଡେଲ ହୋଇ ଏଭଳି କ୍ଷାତି ଅର୍ଜନ କରିଛନ୍ତି।

Viral Video
ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା, ରନୱେରୁ ବାହାରକୁ ବାହାରି ଗଲା ବିମାନ

ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

aircraft landing
ଲ୍ୟାଣ୍ଡିଂ ସମୟରେ ରନୱେରୁ ବାହାରିଗଲା ବିମାନ, ତାପରେ କ’ଣ ହେଲା ଦେଖନ୍ତୁ...

ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ, ଏହି ଭିଡିଓ..

Ukraine Soldiers Marriage
ୱାରଜୋନ୍‌ରେ ଲଭ୍‌ ଷ୍ଟୋରୀ: ଗୁଳିଗୋଳା-ବୋମାମାଡ଼ର ପ୍ରଚଣ୍ତ ଶବ୍ଦ ଭିତରେ ବାଜିଲା ଶାହନାଇ

ୟୁକ୍ରେନ୍‌ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି ।

Police constable helps old woman to cast vote
କୋଳରେ ବୃଦ୍ଧ ମହିଳାଙ୍କୁ ଧରି ବୋହିନେଲେ ପୋଲିସ କର୍ମଚାରୀ

ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏମିତି ଏକ ସ୍ପର୍ଶକାତର ଭିଡିଓ, ଯେଉଁଥିରେ ଦେଖାଯାଉଛି ଯେ ଜଣେ ପୋଲିସ କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କୁ କୋଳରେ ଧରି ଏକ ମତଦାନ ବୁଥ୍‌କୁ ନେଇ ଯାଉଛନ୍ତି, ଯାହା ଦ୍ୱାରା ସେ ଭୋଟ୍ ଦେଇପାରିବେ।

Dog bless devotees and shake hands
ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛି କୁକୁର

ମନ୍ଦିରର ଫାଟକ ପାଖରେ ବସିଛି ଏକ କୁକୁର। ଯିଏ ତା’ ପାଖକୁ ଆସୁଛି ଆଉ ତାକୁ ନମସ୍କାର କରୁଛି ସିଏ ତାଙ୍କୁ ଆଶୀର୍ବାଦ ଦେଉଛି। ଲୋକେ ବି କୁକୁରକୁ ଭଗବାନଙ୍କ ଦୂତ ବୋଲି ବିବେଚନା କରି ନମସ୍କାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍‌ ଭିଡିଓ…

80 year old man lined up to join the Ukrainian army
ବୟସ ତାଙ୍କୁ ୮୦; କିନ୍ତୁ ଦେଶ ପାଇଁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ

ୟୁକ୍ରେନ୍‌ ସେନାବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଛନ୍ତି ଜଣେ ୮୦ ବର୍ଷର ବୃଦ୍ଧ। ହାତରେ ଅଛି ଏକ ବ୍ୟାଗ। ତେବେ ତାଙ୍କ ବ୍ୟାଗ୍‌ରେ ଥିବା ଜିନିଷ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ।

Emotional video went viral amid russia-ukraine war
ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ସମୟରେ ଭାଇରାଲ୍ ହେଉଛି ପତି-ପତ୍ନୀଙ୍କ ଭାବପ୍ରବଣ ଭିଡିଓ

ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭାବପ୍ରବଣ ଅଟେ। ଭିଡିଓରେ, ୟୁକ୍ରେନ୍‌ ସୈନିକମାନେ ଯୁଦ୍ଧକୁ ଯିବା ପୂର୍ବରୁ ନିଜ ନିଜ ପତ୍ନୀଙ୍କୁ ପ୍ରେମ ବାଣ୍ଟୁଥିବାର ନଜର ଆସିଛନ୍ତି।

First digital beggar story goes viral on social media
ମାର୍କେଟକୁ ଆସିଲେ ଡିଜିଟାଲ ଭିକାରୀ

ମାର୍କେଟ୍‌ରେ ଏବେ ହାଇ ଟେକ୍ ଭିକାରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡିଜିଟାଲ ଭିକାରୀର କାହାଣୀ। ଯିଏ କହୁଛି ଖୁଚୁରା ନାହିଁ ତାକୁ ଦେଖେଇ ଦେଉଛି ବାର୍ କୋଡ୍ ମେସିନ୍।

photoshoot
କାଦୁଅରେ ଫଟୋସୁଟ୍‌ : ମହଙ୍ଗା ପଡ଼ିଲା କିଛି ଭିନ୍ନ କରିବାର ଲକ୍ଷ୍ୟ, ଖସିପଡ଼ିଲେ ବରକନ୍ୟା

ବର ଏବଂ କନ୍ୟା ଫଟୋଗ୍ରାଫି ପାଇଁ ପୋଜ୍ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ସେମାନେ ଯେଉଁ ସ୍ଥାନକୁ ଫଟୋଗ୍ରାଫି ବାଛିଛନ୍ତି, ସାଧାରଣ ସ୍ଥାନ ଠାରୁ ତାହା ଖୁବ୍ ଭିନ୍ନ ।

News Fuse | Boy Get Thrashed By Girlfriend\'s Brother On Street
News Fuse | Boy Get Thrashed By Girlfriend\'s Brother On Street

News Fuse | Brother Beats Sister’s BF On Road OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

Little boy lifted tractor with the power of his hands
ଟ୍ରାକ୍ଟରଟିକୁ ସହଜରେ ଉଠାଇଦେଲା ଏକ ଛୋଟ ପିଲା

ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ଏକ ଅସମ୍ଭବ କାମକୁ କରି ଦେଖେଇ ଦେଇଛି ଏକ ଛୋଟ ପିଲା। ସେ ଏକ ଟ୍ରାକ୍ଟରକୁ ସହଜରେ ଟେକିଦେଉଥିବା ଦେଖିବାକୁ ମିଳୁଛି।

Dog taking massage
ମସାଜ୍‌ର ମଜା ନେଉଛି କୁକୁର

ପୋଷା ପଶୁଙ୍କ ମଜାଳିଆ ଭିଡିଓ କିଏ ବା ଦେଖିବାକୁ ଭଲ ନପାଏ। ସେ ବିଲେଇ ହେଉ କି କୁକୁର। ଏବେ କୁକୁରର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯିଏ ମସାଜ୍‌ର ମଜା ନେଉଛି।

80 year old woman English created a sensation on social media
୮୦ ବର୍ଷର ବୁଢିମା’ଙ୍କ ଇଂରାଜୀ ଶୁଣିଲେ ଆପଣ ବି ତାଜୁବ୍ ହେବେ

ଆଶ୍ଚର୍ଯ୍ୟ କରୁଛି ବୁଢିମା’ଙ୍କ ଇଂରାଜୀ। ୮୦ ବର୍ଷରେ ପହଞ୍ଚି ଥିଲେ ବି ତାଙ୍କର ସ୍ପଷ୍ଟ ଇଂରାଜୀ ଅନେକ ଯୁବକଙ୍କୁ ବି ପଛରେ ପକେଇଦେବ। ସୋସିଆଲ୍ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

This person is driving two bikes very comfortably
ପୋଖତ ବାଇକର୍; ଏକାବେଳେ ଦୁଇଟି ବାଇକ୍ ଚଳେଇବାରେ ସିଦ୍ଧହସ୍ତ

ସୋସିଆଲ୍ ମିଡିରେ ଏମିତିରେ ଅନେକ ଭିଡିଓ ଭାଇରଲ ହେଉଛି। କିନ୍ତୁ ଏମିତି କିଛି ଭିଡିଓ ଅଛି ଯାହା ଆଶ୍ଚର୍ଯ୍ୟ କରିଦେବା ଭଳି। ବର୍ତ୍ତମାନ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଥରେ ଦେଖି ନିଅନ୍ତୁ…

Disrespect To Pulwama Martyrs
ପୁଲୱାମା ସହିଦଙ୍କୁ ଅସମ୍ମାନ ! ପୁଷ୍ପମାଳ ଦେବା ସମୟରେ କହିଲେ ବିଜେଡି ଜିନ୍ଦାବାଦ

ଦେଶ ପାଇଁ ଜୀବନ ଦେଇଥିବା ନାଉଗାଁ ବ୍ଲକ୍‌ ପାରିଶିଖର ପଞ୍ଚାୟତର ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ପରିବର୍ତ୍ତେ ଅସମ୍ମାନ।

spider man
ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଜାର୍ଜ , ୧୫ ମିନିଟରେ ଚଢ଼ିଯାଉଛନ୍ତି ତିନି ମହଲା କୋଠା

୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ । ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି ।

Viral Video - Take A Look At This Real Life Spider Man
ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି

୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ ଏହି ବ୍ୟକ୍ତି। ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି। ଏବେ ଦେଖନ୍ତୁ ତାଙ୍କ କୋଠା ଚଢିବା ଶୈଳୀ...

Mother Pulling Child With Help Of A Saree From 10th Floor
ଶାଢ଼ୀରେ ପୁଅକୁ ବାନ୍ଧି ୧୦ ମହଲାରୁ ତଳକୁ ଝୁଲାଇଲା ମା’, ଭାଇରାଲ ହେଉଛି ଲୋମ ଟାଙ୍କୁରା ଭିଡିଓ

ଶାଢ଼ୀରେ ବାନ୍ଧି ପୁଅକୁ ୧୦ ମହଲାରୁ ତଳକୁ ଝୁଲାଇ ଦେଲା ମା’। ଶିଶୁଟି ଶାଢ଼ୀକୁ ଧରି ଧୀରେ ଧୀରେ ବିଲ୍ଠିଂ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Chicks comes out of egg while making omelette
ଅଣ୍ଡା ଫଟଉ ଫଟଉ ବାହାରୁଛି କୁକୁଡା ଛୁଆ

ଆପଣଙ୍କ ଅନେକ ସମୟରେ ଆମ୍‌ଲେଟ୍ ତିଆରି କରିଥିବେ। କିନ୍ତୁ ଅଣ୍ଡା ଫଟେଇବା ବେଳେ ଏଥିରେ କେବେ କୁକୁଡା ଛୁଆ ବାହରିଛି କି? କିନ୍ତୁ ଏବେ ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Calf\'s Day Out In Car With Seatbelt On- Viral Video
କଅଁଳା ବାଛୁରୀକୁ କାରରେ ବସାଇ ବୁଲାଇଲେ ଯୁବତୀ

ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି। ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦେରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...

This girl made a sari with wrapper of chips
ଆଳୁ ଚିପ୍ସ ଜରିରୁ ତିଆରି କରିଦେଲେ ଶାଢୀ, ଦେଖନ୍ତୁ ଭିଡିଓ

ଆଳୁ ଚିପ୍ସ ଜରିରେ ଶାଢୀ। କଥାଟା ଅସମ୍ଭବ ଲାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ବି କହିବେ ଚମତ୍କାର।

Tea supply from water tap
ପାଣି ଟ୍ୟାପ୍‌ରୁ ବାହାରୁଛି ଗରମା ଗରମ ଚା’

ପାଣି ଟ୍ୟାପ୍‌ରୁ ପାଣି ତ ବାହାରିବା ଏକ ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି ଚା’ ବାହାରିବାର। କିନ୍ତୁ ଏଠି ଯେଉଁ ପାଣି ଟ୍ୟାପ୍ ଅଛି, ଖୋଲିବା ମାତ୍ରେ ବାହାରୁଛି ଗରମ ଗରମ ଚା’। ଯିଏ ଯାଉଛି ସିଏ ପିଉଛି।

Friendship of Goat and donkey
ଛେଳି ଓ ଗଧର ବନ୍ଧୁତାକୁ ଦେଖି ଆପଣ ବି କହିବେ ସାବାସ୍

ଅସୁବିଧା ବେଳେ ମଣିଷ ଯେପରି ଆଉ ଜଣେ ମଣିଷର ସାହାଯ୍ୟ ଦରକାର କରେ, ଠିକ୍ ପଶୁମାନେ ବି ଆଉ ଏକ ପଶୁର ସହଯୋଗ ଲୋଡନ୍ତି। ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଛେଳି ଓ ଗଧର ଭିଡିଓ ଏହାକୁ ପ୍ରମାଣିତ କରେ।

Papa works for us he doesn’t even eat food
ଝିଅ ହେବ ତ ଏମିତି; ବାପାର ଖାଇବାକୁ ନେଇ ତା’ ଭଳି କେହି ବି ଚିନ୍ତା କରିବେ ନାହିଁ

ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଯେ କେହି ବି ଭାବପ୍ରବଣ ହୋଇଯିବେ। ବାପା ସେମାନଙ୍କ ପାଇଁ କାମ କରୁଛନ୍ତି, ହେଲେ ଖାଉ ନାହାନ୍ତି ବୋଲି କୁନି ଝିଅଟିର ଭାରି ଚିନ୍ତା।