• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Police Officer
ସ୍ୱିମିଂ ପୁଲ୍‌ରେ ମହିଳା କନଷ୍ଟେବଲଙ୍କ ସହ ଡିଏସ୍‌ପିଙ୍କ ଅଶ୍ଲୀଳ କାରନାମା,ଭିଡିଓ ଭାଇରାଲ୍‌ ପରେ ଗିରଫ

ମହଙ୍ଗା ପଡ଼ିଲା ସ୍ୱିମିଂ ପୁଲ୍‌ରେ ମହିଳା କନଷ୍ଟେବଲଙ୍କ ସହ ପୋଲିସ୍‌ ବାବୁଙ୍କ ଅଶ୍ଲୀଳ କାରନାମା। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ରାଜସ୍ଥାନ ଉଦୟପୁରର ଏକ ରିସର୍ଟରୁ ଡିଏସ୍‌ପି ହୀରାଲାଲ୍‌ଙ୍କୁ ଗିରଫ କରାଯାଇଛି।

Viral Video
ପକ୍ଷୀକୁ ଉଦ୍ଧାର କରିବା ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ, ଭିଡ଼ିଓ ଭାଇରାଲ

ପକ୍ଷୀ ପ୍ରେମରେ ବାୟା ହେଲେ ଯୁବକ। ନିଜ ଜୀବନକୁ ବାଜି ଲଗାଇ ପକ୍ଷୀକୁ ଉଦ୍ଧାର ବି କଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ।

ppe kit doctor
ପିପିଇ କିଟ୍‌ ପିନ୍ଧି ରୋଗୀ ଦେଖୁଥିଲେ ଡାକ୍ତର: ଭୂତ ଭୂତ କହି ପାଟି କଲେ ରୋଗୀ, ଆଉ ତା’ପରେ ହେଲା କଣ?

ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍‌ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।

Low Quality Food In Jail
ଜେଲ୍‌ ଭିତରେ କଏଦୀଙ୍କୁ ମାଡ଼ ମରାଯିବା ସହ ଦିଆଯାଉଛି ନିମ୍ନମାନର ଖାଦ୍ୟ ! ଭିଡିଓ ଭାଇରାଲ୍‌

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲ୍‌ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। 

Khordha Viral Video
ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ଭିଲେନ୍‌ 'ଗୁରୁଜୀ'?

ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି ମାନସ ଦାସଙ୍କ ସପକ୍ଷରେ ତାଙ୍କ ଅନୁଗାମୀମାନେ ଏକ ରାଲି କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ଭିଡ ଜମାଇଛନ୍ତି। ଏପରିକି ସେ ଗାଡିରୁ ଓହ୍ଲାଇବା ପରେ ରାସ୍ତାରେ ଫୁଲ ବିଛାଇ ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।

Bihar Police
ପରିବା ବାଲାଙ୍କୁ ପ୍ରବଳ ପିଟିଲେ ପୋଲିସ ଅଧିକାରୀ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

ପୁଣି ପୋଲିସ ବାବୁଙ୍କ ଦାଦାଗିରିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜ ପଦବୀର ଦୁରୁପଯୋଗ କରି ଜଣେ ପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏପରି ଭାବରେ ମାଡ଼ ମାରିଛନ୍ତି ଯାହାକୁ ନେଇ କେବଳ ବିହାର ପାଟନା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ କୌଣସି ବଡ଼ କାରଣ ନଥିବା ପରେ ବି ପରିବା ବିକାଳିଙ୍କୁ ମନଇଚ୍ଛା

Odia Soldier  Seeks Justice For Parents
ଦରଦଭରା ଯବାନଙ୍କ କାହାଣୀ: ଯେଉଁଠି ଜଣେ ଯବାନଙ୍କ ପରିବାର ଅସୁରକ୍ଷିତ, ସେଠି ଜୀବନ ରଖି କ’ଣ ଲାଭ ?

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର।

Angry Elephant
ହାତୀକୁ ଆସିଲା ରାଗ; ନିଜ ପିଲାକୁ ଟେକି କଚିଦେଲା

ମାନବ ସମାଜରେ ଆମେ ଅନେକ ବାର ଦେଖିଛେ ଯେ ପିଲାମାନେ କଥା ନ ମାନିଲେ ବାପା-ମା ରାଗ ସେମାନଙ୍କୁ ଟେକି କଚିଦିଅନ୍ତି। କିନ୍ତୁ ଏଇ କଥା କ’ଣ କେବେ ପଶୁ ସମାଜରେ କଳ୍ପନା କରାଯାଏ! କିନ୍ତୁ ସତ ବୋଲି ଦେଖାଦେଇଛି। କେବଳ ମଣିଷ ନୁହନ୍ତି, ପଶୁମାନେ ବି ସେମାନଙ୍କ ପିଲା ଉପରେ ରାଗନ୍ତି। ଏଭଳି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି। ଏହି ଭିଡିଓରେ ଏକ ହାତୀ ନିଜ ଛୁଆକୁ ଏଭଳି ଭାବରେ ଟେକି କଚିଦେବା ଓ ଧକ୍କା ଦେଇଥିଲା ଯେ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Eagle Attack Stone Duck
ପଥର ବତକକୁ ସତ ଭାବି ଆକ୍ରମଣ

ଜଣେ ଶିକାରୀ ସବୁବେଳେ ଶିକାରୀ ହିଁ ହୋଇଥାଏ। ତେଣୁ ତାକୁ ସବୁବେଳେ ଚାରିଆଡ଼େ ଶିକାର ହିଁ ଦେଖାଯାଏ। ଏହି ଚକ୍କରରେ ସେ ଅନେକ ଥର ଏପରି କିଛି ଭୁଲ କରିବସେ ଯାହାକୁ ଦେଖିବା ମାତ୍ରେ ହସ ଆସେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

BBSR attack
କଳିମଞ୍ଜି ପୋତିଥିବା ରାଜାର ୩ ଦୋକାନକୁ ମାଟିରେ ମିଶାଇଲା ପୋଲିସ

ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍‌ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।

Mohit and Sonali
ଦିନେ ଗୁଳିଫୁଟାକୁ ନେଇ ଚର୍ଚ୍ଚାରେ ଥିଲେ, ଏଥର ଟାଟୁକୁ ନେଇ ତୋଫାନ

ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି। 

PC Viral video
 ପିସି କାରବାର ଘଟଣାରେ ୨ ଜେଇ ସସ୍‌ପେଣ୍ଡ

କମ୍ୟୁନିଟି ସେଣ୍ଟରର ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ, ଠିକାଦାରଙ୍କୁ ଘରକୁ ଡାକି ତାରି ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ। 

daddy
ଶେଷ ଭିଡିଓ ବାର୍ତ୍ତାରେ ‘ବାଏ...ଡାଡି...ବାଏ’ କହି ଆଖି ବୁଜିଲେ ପୁଅ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ କରୋନା ଭାଇରସ ରୋଗୀଙ୍କ ଶେଷ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଦୁଃଖରେ ମ୍ରିୟମାଣ ହେଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣଙ୍କ ତାଙ୍କ ବାପାଙ୍କ ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଜଣାପଡୁଛି, ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦୁଃଖର ବିଷୟ ବ୍ୟକ୍ତିଙ୍କୁ ତିନି ଘଣ୍ଟା ଧରି ଅକ୍ସିଜେନ୍‌ ଦିଆଯାଇ ନଥିଲା। ଯାହାଫଳରେ ତାଙ୍କର […]

face art
ସତରେ କ’ଣ ଯୁବତୀଙ୍କ ୬ଟି ଆଖି, ୫ଟି ଓଠ ? ଭିଡିଓ ଭାଇରାଲ୍‌

ଜଣେ ଯୁବତୀଙ୍କ ମୁହଁରେ କଳାକାର ଏମିତି କଳାକୃତି କରିଛନ୍ତି, ଯାହା ଦେଖିଲେ ଆପଣ କହିବେ ଯୁବତୀଙ୍କ ଆଖି, ନାକ, ଓଠ ଏସବୁ ଅସଲି ନା ନକଲି ? ଏହି କଳାକୃତି ଲୋକଙ୍କ ମନ ମଧ୍ୟରେ କନ୍‌ଫ୍ୟୁଜନ୍‌ ସୃଷ୍ଟି କରିଛି।

Dabboo Uncle
ପୁଣି ଭାଇରାଲ୍‌ ହେଲା ଡବୁ ଅଙ୍କଲଙ୍କ ନୂଆ ଭିଡିଓ

ଡବୁ ଅଙ୍କଲ ତାଙ୍କ ଡ୍ୟାନ୍ସର ଯାଦୁରେ ରାତାରାତି ତାରକା ହୋଇଯାଇଥିଲେ। ସେ 'ଖୁଦଗର୍ଜ' ଚଳଚ୍ଚିତ୍ରର 'ଆପ୍ କେ ଆ ଜାନେ ସେ' ଗୀତରେ ଯେଉଁ ଠୁମ୍‌କା ଲଗେଇଥିଲେ ତାହା ଗୋବିନ୍ଦାଙ୍କ ଠୁମ୍‌କାକୁ ମନେପକେଇ ଦେଇଥିଲା। ଏବେ ପୁଣି ଥରେ ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ଓରଫ୍ ଡବୁ ଅଙ୍କଲଙ୍କ ଏକ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଉପଭୋକ୍ତାମାନେ ନିଜକୁ ନାଚିବାରେ ରୋକି ପାରୁ ନାହାନ୍ତି।

Woman Thrashed By Cops
ଯୁବତୀଙ୍କୁ ପିଟିଲା ପୋଲିସ୍‌, ଭାଇରାଲ ହେଲା ମାଡ଼ ଦାଗର ଭିଡ଼ିଓ!

ଭୁବନେଶ୍ୱର: ଯୁବତୀଙ୍କୁ ପୋଲିସର ମାଡ଼ ଅଭିଯୋଗ।  ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପୋଲିସ ମାଡ଼ରେ ଦୁଇ ଜଣ ଯୁବତୀ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି।  ଆହତ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଜମିଜମା ଗଣ୍ଡଗୋଳକୁ ନେଇ ୨ ପରିବାର ମଧ୍ୟରେ ମାଡ଼ପିଟ ହୋଇଥିଲା।  ଗୋଟିଏ ପରିବାରର ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପ୍ରତିପକ୍ଷ ପରିବାରର ଦୁଇ ଯୁବତୀଙ୍କୁ  ଥାନାକୁ ଯିବା ପାଇଁ […]

beo
ଏରିୟର ବିଲ୍ କରାଇବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ। ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।  କିଛି ଗଣ ଶିକ୍ଷକ ଏନେଇ ମୁହଁ ଖୋଲିଥିବା ବେଳେ ବିଇଓ କିନ୍ତୁ ଲାଞ୍ଚ ନେବା ଘଟଣାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

kalahandi
ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଏମ୍. ସନ୍ଦିପ ସମ୍ପତ୍। ଅଭିଯୁକ୍ତମାନେ ହେଲେ ଚିତ୍ତରଂଜନ ଗୁରୁ, ମୁକୁନ୍ଦ ଗୁରୁ ଓ ସୁଶାନ୍ତ ପ୍ରଧାନୀ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଶନି ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଭତ୍ରା ଯୋର ଡ୍ୟାମ୍‌ […]

Cop Feeding Cake To Criminal
ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ, ଭିଡିଓ ଭାଇରାଲ୍‌

ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Vaccine
ପିଲାଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବରେ ନଈ ପାର୍ ହେଲେ ନର୍ସ: ଭିଡ଼ିଓ ଭାଇରାଲ୍‌

ଟିକା ଦେବାରୁ ପିଠିରେ କୁନି ପିଲାକୁ ବାନ୍ଧି ନଈ ପାର୍ ହେଲେ ନର୍ସ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ। ସୂଚନା ଅନୁସାରେ, ନର୍ସ ଜଣକ ଭ୍ୟାକ୍ସିନ ଦେବାକୁ ଯାଉଛନ୍ତି।

piaja
କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ […]

maggi
ମ୍ୟାଗି ପ୍ୟାକେଟ ଦେଖି ଏମିତି ଖୁସି ହେଲେ KBCର କରୋଡପତି ଆଇପିଏସ ମୋହିତ ଶର୍ମା

ମୁମ୍ବାଇ: ଗୋଟିଏ ଛୋଟ ମ୍ୟାଗି ପ୍ୟାକେଟ ଭିତରେ ଥାଏ ଗୋଟିଏ ମସଲା । ହେଲେ ଯଦି ଏହା ଭିତରୁ ଯଦି ୨ଟି ମସଲା ପ୍ୟାକେଟ  ମିଳିଲା ? ଖୁସି ତ ଲାଗିବ ନିଶ୍ଚୟ। ହେଲେ ଏମିତି ଖୁସି କେବେ ପାଇଛନ୍ତି କି ?  ଆଇପିଏସ ମୋହିତ ଶର୍ମାଙ୍କ ପାଇଁ ଏମିତି ଖୁସି ନେଇ ଆସିଛି ଛୋଟ ମ୍ୟାଗି ପାକେଟ। ଇଏ ସେଇ  ମୋହିତ ଶର୍ମା ଗର୍ଗ ଯିଏ କୌନ ବନେଗା କରୋଡ଼ପତି -୧୨ରେ  ଏକ କୋଟି ଜିତିଛନ୍ତି। […]