ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍ସର୍' ନିଯୁକ୍ତି ସଂପର୍କରେ ପୋଲିସ ଏକ ପରିବା ବିକାଳି ଏବଂ ତାଙ୍କ ପୁଅକୁ ଗିରଫ କରିଛି। ନିଜକୁ ଦୋକାନ ମାଲିକ ବୋଲି ଦର୍ଶାଇ ସମାଜବାଦୀ ପାର୍ଟି କର୍ମୀ ଅଜୟ ଫୌଜୀ ଫେରାର୍ ଅଛନ୍ତି।
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଭିଡିଓଟି AI ସହ ଜଡ଼ିତ।
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ..ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ୱାମୀ । ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ...ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ତ୍ରୀ। ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ଆଜିକାଲି ସେଲଫି ନେବାରେ ଯୁବପିଢି ପାଗଳ । ଯିଏ ଯେଉଁଠି ପାଇଲା ସିଏ ସେଇଠି ସେଲଫି ନେଲା । ଫଟୋ ନିଶାରେ ଯୁବକମାନେ ଏମିତି ପାଗଳ ହେଲେଣି ଯେ ସ୍ଥାନକାଳ ପାତ୍ର କିଛି ମାନୁନାହାନ୍ତି । ହେଲେ ଏଇ ସେଲଫି ଯେ ସେମାନଙ୍କ ଜୀବନ ନେଇପାରେ କେବେ ସେମାନେ ଭାବିନାହାନ୍ତି । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଭାରି ଚର୍ଚ୍ଚା ।
ମହଙ୍ଗା ପଡିଲା ହାତୀ ସହ ସେଲଫି ନେବା । ରାଗିଗଲେ ହାତୀ ପଲ...ବିଚ୍ ରାସ୍ତାରେ ଦଉଡାଇଲେ...ଜୀବନ ବଞ୍ଚାଇବାକୁ ଦଉଡୁଥିବା ବେଳେ ରାସ୍ତାରେ ପଡିଲେ ଯୁବକ । ଦେଖନ୍ତୁ ଏହି ଭିଡିଓ
ଏମିତିକି ଏତେ ଖୁସି ହୋଇଛନ୍ତି ଯେ, ତଳେ ଗଡ଼ି ଯାଉଛନ୍ତି ।
ଯୁବକ ଜଣକ ଯୁବତୀଙ୍କୁ ରୋକିବାକୁ ବି ଚେଷ୍ଟା କରିନାହାନ୍ତି କିମ୍ବା ତାଙ୍କ ଉପରକୁ ହାତ ଉଠାଇ ନାହାନ୍ତି ।
ଭାଇରାଲ ହେଉଛି ଶିକ୍ଷୟିତ୍ରୀଙ୍କ ଅବସରର ଭିଡିଓ। ଛାତ୍ରୀମାନେ ତାଙ୍କ ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦୁଛନ୍ତି। ଏହି ଭିଡିଓ ସମସ୍ତଙ୍କୁ କରୁଛି ଭାବପ୍ରବଣ।
ଭିଡିଓରେ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଜଣେ ଯୁବକ ଓ ଜଣେ ଯୁବତୀ ମଧ୍ୟ ବାବାଙ୍କୁ ପ୍ରଣାମ କରୁଥିବା ଭିଡିଓରେ ନଜର ଆସିଛନ୍ତି ।
ନିଆଁ ସହ ଖେଳି ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଆଉ ମନୋରଞ୍ଜନ ଯୋଗାଇଥାନ୍ତି ।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍କହଲ୍-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।
ଶାଫାଙ୍କ ମାତା ପିତା UAEରେ ରୁହନ୍ତି । ଶାଫାଙ୍କ ମାଆ ହିଁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଚଳାଇଥାନ୍ତି ।
ଅଧିକାଂଶଙ୍କ ମତ ଛୋଟ ଛୁଆକୁ ନେଇ ଏଭଳି ବିପଦଜ୍ଜନକ ଆଡ୍ଭେଞ୍ଚର କରିବା ଉଚିତ୍ ନଥିଲା । ଏହି ଦୁର୍ଘଟଣା ଗତ ୨୫ ତାରିଖରେ ଘଟିଛି ।
ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।
ଜଣେ ବ୍ୟକ୍ତି ସେହିଭଳି ସ୍ଥାନକୁ ଯିବା କ’ଣ ଦରକାର, ଯେଉଁଠି ଆମେ ଜାଣୁଛନ୍ତି ଯେ ସେଠାରେ ବିପଦ ନିଶ୍ଚୟ । ଏବେ ଆପଣ ସେହି ଭିଡିଓ ବିଷୟରେ ଭାବୁଥିବେ ? କ’ଣ ରହିଛି ସେହି ଭିଡିଓରେ ?
ଭିଡିଓରେ ଖୁବ୍ ଲାଇକ୍ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।
ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।
ଇନ୍ଦୋର ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଛି। ଏହାକୁ ଖାତିର ନକରି ଏକ ପ୍ରେମୀ ଯୋଡି ଭିଜି ଭିଜି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି ।
ଖାଲି ମଣିଷ ନୁହେଁ ବରଂ କୁକୁର ବି କଲା ଯୋଗ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...ତାଜୁବ ହେଲେ ୟୁଜର୍ସ
ଆଜିକାଲି ଜଣେ ପୋଲିସ୍ ବାବୁ ସୋସିଆଲ୍ ମିଡିଆରେ ବେଶ୍ ନାଁ କମେଇଛନ୍ତି। ଆପଣ ଭାବୁଥିବେ ସେ ତାଙ୍କ ପୋଲିସଗିରିରେ ଏହି ନାଁ କମେଇଛନ୍ତି। କିନ୍ତୁ ନା… ସେ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି। ଦେଖନ୍ତୁ ତାଙ୍କ ଜବରଦସ୍ତ ନାଚ…
ଭିଡିଓଟି ଜନସାଧାରଣଙ୍କ ଆକ୍ରୋଶର କାରଣ ପାଲଟିଛି । ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ତଦନ୍ତ ଆରମ୍ଭ କରିବାକୁ କହିଛି । ପରିବହନ ପାଇଁ ଏହି ପଶୁମାନଙ୍କ ଉପରେ ଏପରି ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।
ଅନ୍ତରୀକ୍ଷରେ ରୋଷେଇ କରିବା ଏକ ବିରଳ ଘଟଣା। ମହାକାଶଚାରୀମାନେ ସାଧାରଣତଃ ସେମାନଙ୍କର ମିଶନ ସମୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏବଂ ପ୍ୟାକେଟ୍ ଖାଦ୍ୟ ଉପରେ ନିର୍ଭର କରନ୍ତି। ଏବେ ବୈଜ୍ଞାନିକମାନେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ରେ ଆଳୁ ଚିପ୍ସ ଛାଣିବାରେ ସଫଳ ହୋଇଛନ୍ତି।