• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

special story
ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର

ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...

special story
କି ଯୁଗ ହେଲା ! ରାମକଥା ଆୟୋଜନ କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀକୁ ଧରି ପ୍ରବଚକ ଛୁ...

ସ୍ୱାମୀ ଆୟୋଜନ କରିଥିଲେ ରାମକଥା . . . ହେଲେ ରାମକଥା ଆୟୋଜନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା । ପ୍ରବଚକ ସହ ଫେରାର ହୋଇଗଲେ ବିବାହିତା ମହିଳା ।

Need govt Help
ଖଟିଆ ଉପରୁ ସ୍ବାମୀ ଉଠିବ କେବେ?

କାଳ ହେଲା ନଳକୂଅ । ଏମିତି ପଡିଲେ ଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି

Kids sell ice cream
ମାଆକୁ ବଂଚାଇବା ଲାଗି ଆଇସକ୍ରିମ ବିକିଲେ ଭାଇ-ଭଉଣୀ

ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ

Woman shoulder mother’s body
ଆସିଲେନି ପୁଅ, ଝିଅ କାନ୍ଧରେ ମଶାଣୀ ଗଲା ମା’

ଝିଅ କାନ୍ଧରେ ମଶାଣୀକୁ ଗଲା ମା’ । କାନ୍ଧ ଦେବାକୁ ଆସିଲେନି ପୁଅ । ୩ ଭାଇଙ୍କୁ ମା’ଙ୍କ ମୃତ୍ୟୁ ନେଇ ଖବର ଦେଇଥିଲେ ଝିଅ । ହେଲେ ପୁଅ ମାନେ ମା’ର କୋକେଇରେ କାନ୍ଧ ଦେବାକୁ ଆସିଲେ ନାହିଁ। ଫଳରେ ଝିଅ କାନ୍ଧରେ ଶ୍ମଶାନକୁ ଗଲେ ମା’ ।

Biplabi Dhananidhar Nayak
ପ୍ରଜାମେଳିର ନେତୃତ୍ୱ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲେ ମହାନ ବିପ୍ଲବୀ ଧରଣୀଧର ନାଏକ

କେନ୍ଦୁଝରର ମହାନ୍ ବିପ୍ଳବୀ ବୀର ଧରଣୀଧର ନାଏକ । ୧୮୯୧ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମେଳୀର ସେ ନେଇଥିଲେ ନେତୃତ୍ୱ । ଯାହା ସେତେବେଳେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ନିକଟରେ ପ୍ରଥମ ଥର ପାଇଁ ପ୍ରଶାସନ ତରଫରୁ ଜନ୍ମମାଟିରେ ପାଳିତ ହୋଇଛି ବିପ୍ଳବୀଙ୍କର ୧୫୯ତମ ଜନ୍ମ ଜୟନ୍ତୀ...

statue of Nabakrushna Choudhury
ସୁଧୁରିବନି ପୌର ପ୍ରଶାସନ : ପୁଣି ନବକୃଷ୍ଣଙ୍କୁ ଅପମାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି

Liquor ATM
ଏଣିକି ATM ମେସିନ୍‌ରୁ ବାହାରିବ ମଦ

ଗ୍ରାହକଙ୍କୁ ପାଇଁ ଖୁସି ଖବର । ଏଣିକି କାଉଣ୍ଟରରେ ନୁହେଁ ବରଂ ଏଟିଏମ୍‌ ମେସିନ୍‌ରେ ମିଳିବ ମଦ

World Laughter Day 2023
ହସିବା ଲାଗି ଯେବେ ଏକାଠି ହୁଅନ୍ତି ଲୋକେ...

ମେ’୭...ବିଶ୍ୱ ହସ ଦିବସ । ସେଇଥି ଲାଗି ତ ପାର୍କରେ ସବୁ ପ୍ରସ୍ତୁତି ହୋଇଛି । ଏକାଠି ହୋଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ବ୍ୟାୟାମ୍‌ କରିବା ସହିତ ସାଙ୍ଗ ହୋଇ ସମସ୍ତେ ହସିଥିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ୍‌ ସହର ଚନ୍ଦନ ପୋଖରୀ ଅଂଚଳରେ ।

Jawan Village
ଏ ମାଟିକୁ ନମନ୍‌ : ପ୍ରତି ଘରେ ଯବାନ...ଛାତି ଫୁଲେଇ ଚାଲନ୍ତି ଗାଁ ଲୋକେ

ଏ ଗାଁକୁ ନମନ୍‌ । ପ୍ରତି ଘରେ ଅଛନ୍ତି ଜଣେ ଲେଖାଏଁ ଯବାନ...୩ ଜଣ ସହିଦ ହେଲେଣି, ୩୦ରୁ ଅଧିକ ସେନାରେ ନିଯୁକ୍ତି ପାଇଲେଣି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬...ସବୁବେଳେ ଆୟୋଜନ ହୁଏ ବିଶେଷ କାର୍ଯ୍ୟକ୍ରମ

Factory
କଲୋନୀ କରିବେ କହିଲେ, ଏବେ ଫ୍ୟାକ୍ଟ୍ରି ହେଉଛି !

କଲୋନୀ କରିବେ ବୋଲି କହିଲେ । ଶାଗମାଛ ଦରରେ ଜମି କିଣିନେଲେ...ଏବେ ଫ୍ୟାକ୍ଟ୍ରି କରିବେ କହୁଛନ୍ତି । ଆମେ କରାଇ ଦେବୁନି । ଏତେ ପ୍ରଦୂଷଣରେ ଆମେ ରହିବୁ କେମିତି?

୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ
୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ

୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ: ଧ୍ୟାନ ମୁଦ୍ରାରେ ଭଗବାନ ଶିବଙ୍କ ଆରାଧନାରେ ମଗ୍ନ ବାବା ସତ୍ୟନାରାୟଣ, ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

Berhampur
ସାବିତ୍ରୀ ପୂର୍ବରୁ ସତ୍ୟବାନ ଫେରାର୍‌ : ଶାଶୂଘର ସାମ୍ନାରେ ବସି ନ୍ୟାୟ ମାଗୁଛି ସ୍ତ୍ରୀ

ମହିଳା ଜଣଙ୍କ ହେଉଛନ୍ତି ‌ଇଗିନେସ ବାଘୱାର । ଘର ଆସାମରେ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ୨୦୨୧ ମସିହାରେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିଥିଲେ ଇଗିନେସ୍‌

mobile phone speakers on buses
ବସ୍‌ରେ ବିନା ହେଡ୍‌ଫୋନ୍‌ରେ କଥା ହେଲେ ୫ ହଜାର ଫାଇନ୍‌ !

ସାବଧାନ ! ଏଣିକି ବସ୍‌ରେ ଗଲାବେଳେ ବିନା ହେଡ୍‌ଫୋନ୍‌ରେ କଥାହେଲେ ଗଣିବେ ୫ ହଜାର ଫାଇନ୍‌ । ଖାଲି ଫାଇନ୍‌ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍‌

Sudan
ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

symbolic funeral
ଶବ ବଦଳରେ କୋକେଇରେ ଗଲା ପିତୁଳା

ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ

Inquiry reports
ଗୃହ ବିଭାଗରୁ ରିପୋର୍ଟ ଗାଏବ, ଉଭେଇ ଗଲା ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ

ରତ୍ନଭଣ୍ଡାର ଚାବି, ଜଗନ୍ନାଥ ମନ୍ଦିର ଫାଇଲ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଗୃହ ବିଭାଗରୁ ଗାଏବ ଜୁଡିସିଆଲ ତଦନ୍ତ ରିପୋର୍ଟ। ୧୯୩୬ରୁ ୧୯୯୯ ପର୍ଯ୍ୟନ୍ତ ହୋଇଥିବା ବିଚାର ବିଭାଗୀୟ ତଦନ୍ତ ସମ୍ବନ୍ଧରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ସତ୍ୟପାଠ ଦାଖଲ କରି ମାନିଛନ୍ତି ସରକାର। ଯାହାକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ।.

 hybrid vehicles
ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ଛାଡ଼ି ଏଣିକି ହାଇବ୍ରିଡ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର...ଅର୍ଥ ବିଭାଗର ଅଫିସ ମେମୋରାଣ୍ଡମ ପରେ ହାଇବ୍ରିଡ ଯାନ କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ...କିଏ ଚଢ଼ିବେ କେତେ ଦାମର ଗାଡ଼ି ଦେଖିବା ରିପୋର୍ଟ...

Unique ID system
ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ରର ବଡ଼ ପଦକ୍ଷେପ...ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି, ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ, ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା...

odisha king palace
ଚାଲିଛି ବୁଢୀ ଠାକୁରାଣୀ ଯାତ୍ରା, ମନେ ପଡୁଛି ମହୁରୀଗଡ଼ର କଥା

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । କାହିଁ କେତେ ବର୍ଷରୁ ଏହି ଯାତ୍ରା ଚାଲି ଆସୁଛି । ହେଲେ ଏହାର ଉପତ୍ତି ସ୍ଥଳ ଏବେ ଅଣଦେଖା । ମହୁରୀ ରାଜାଙ୍କ ଗଡ଼, ଯେଉଁଠି ଇଂରେଜଙ୍କ ବିରୋଧରେ ଯୁଦ୍ଧମ୍ ଦେହି ଡାକରା ଦିଆଯାଇଥିଲା ତାହା ଏବେ ଅବହେଳିତ…

sells toys on road
ପାଗଳ କରିଛି ପାଠ ନିଶା : ଟଙ୍କା ପାଇଁ ଖେଳନା ବିକୁଛନ୍ତି ବିଜ୍ଞାନ ଛାତ୍ର

ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନି । ଅଧ୍ୟାପକ ହେବାର ନିଶା ତାଙ୍କୁ ପାଗଳ କରିଦେଇଛି । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ହେଲେ ବାପା-ମାଆଙ୍କୁ ନଜଣାଇ କଲେଜ୍‌ରେ କ୍ଲାସ୍‌ ସାରି ରାସ୍ତା କଡରେ ଖେଳନା ବିକୁଛନ୍ତି । ସ୍ୱପ୍ନ ପୂରଣ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ସୌରୀ

Sambalpur Net Issue
ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା...କର୍ଫ୍ୟୁ କଷଣ ସାଙ୍ଗକୁ ୮ ଦିନ ଧରି ଇଣ୍ଟରନେଟ୍ ସେବା ବନ୍ଦରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ । ଜରୁରୀ ଆବଶ୍ୟକତା ପାଇଁ ପଡ଼ୋଶୀ ଜିଲ୍ଲାକୁ ଧାଉଁଛନ୍ତି ଲୋକେ

c-section deliveries
ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି

ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି । ୧୫ ପ୍ରତିଶତରେ ସୀମିତ ରଖିବାକୁ WHOର ପରାମର୍ଶ ସତ୍ତ୍ବେ ଘରୋଇ ହସ୍ପିଟାଲରେ ୭୦ ପ୍ରତିଶତ ଉପରେ ଅସ୍ତ୍ରୋପଚାର ପ୍ରସବ ହାରକୁ ନେଇ ଚିନ୍ତା । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ସିଜରିଆନ୍ ଅଡିଟକୁ ଜୋରଦାର କରାଯାଉଛି ।

School Problem
ସ୍କୁଲ ଘର ଅଧାପନ୍ତରିଆ : ଭୂତ ଖାଇଗଲା ଟଙ୍କା !

ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।

Dak bungalow
ଜରାଜୀର୍ଣ୍ଣ ଡାକବଙ୍ଗଳା, ଦିନେ ଏଇଠି ରହୁଥିଲେ ବ୍ରିଟିଶ

ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ରାଜସ୍ୱ ବିଭାଗ ଅଧିନରେ ଥିବା ଡାକବଙ୍ଗଳା.. ଦିନେ ଏଇଠି ରହୁଥିଲେ ବ୍ରିଟିଶ, ହେଲା ଏବେ ପାଲଟିଲାଣି ଭୂତକୋଠି ।