• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

College-going son goes missing, worried family members keep waiting for his return
୧୭ ଦିନ ହେଲା ଧନ ତତେ ଦେଖିନି....ତୁ ଫେରିଆରେ....

୧୭ ଦିନ ହେଲାଣି ଘରୁ ପଳାଇଛି ଭେଣ୍ଡିଆ ପୁଅ । ଖୋଜି ଖୋଜି ପୂରା ପରିବାର ନୟାନ୍ତ ହେଲାଣି...ପୁଅକୁ ପାଉନାହାନ୍ତି। ବଣରୁ ସାଇକେଲ ପାଇବା ପରେ ଘର ଦୁଆରେ କାନ୍ଦୁଛି ମାଆ

Dibyanga Girl
ବାପା-ମାଆ ଛାଡ଼ି ପଳେଇଲେ...ପାମ୍ପଡ ବିକି ନାତୁଣୀ ମୁହଁରେ ଆହାର ଦେଉଛି ଆଈ

ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି ଦେଖାଶୁଣା । ଏଇ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।

Linguists oppose use of English language
ଅଣନିଃଶ୍ୱାସୀ ଓଡ଼ିଆ ଭାଷା; ଇଂରାଜୀ ଉପରେ ସବୁଠି ଗୁରୁତ୍ୱ...

ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ‌ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ ।

Kendrapada
ଇଏ ବି ଗୋଟେ ସଉକ : ସାଇତି ରଖିଛନ୍ତି ୧୫ ଶହ ପୁରୁଣା ସାମଗ୍ରୀ

ଏବେ ସୁଦ୍ଧା ସୁଧୀର ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ

Man in Sonepur throws daughter’s body in forest over fear of getting ostracised
ଜନ୍ମ କଲା ଝିଅକୁ ଜଙ୍ଗଲରେ ଫୋପାଡିଦେଲା ବାପା...

ଯେଉଁ ଝିଅକୁ ଜନ୍ମ କରିଥିଲା...ଗାଁ ଲୋକଙ୍କୁ ଡରି ଦେହାନ୍ତ ପରେ ଜଙ୍ଗଲରେ ଫୋପାଡି ଦେଲା। ଏତିକିରେ ଶାନ୍ତି ମିଳିଲାନି ଯେ ଶବ ଉପରେ ଢାଙ୍କି ଦେଲା କାଠ ସାଙ୍ଗକୁ ପତ୍ର

College student hailing from Mayurbhanj works as hairdresser & does odd jobs to fund his studies
ସୈନିକ ହେବା ପାଇଁ ଚୁଟି କାଟି ପାଠ ପଢୁଛନ୍ତି ରୂପକ

ଅଟକେଇ ପାରିନି ଆର୍ଥିକ ଅନାଟନ। କାଠହାଣି ଜଙ୍ଗଲରେ ବିକ୍ରି କରୁଛନ୍ତି, ହଷ୍ଟେଲରେ ପୁଣି ଚୁଟି କାଟୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକି ପାଠ ପଢିବା ସହ ସୈନିକ ହେବାର ସ୍ୱପ୍ନ ଦେଖୁଛନ୍ତି ରୂପକ

Rupak Dalei
ହାରୁଛି ଗରିବି, ଜିତୁଛି ଦମ୍ଭ ! ସାଙ୍ଗ ସାଥୀଙ୍କ ଚୁଟି କାଟି ଚର୍ଚ୍ଚାରେ ଛାତ୍ର ରୂପକ

କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ ।

Kendrapada
“ଶୁଣ ଶାଶୂଘର ଲୋକ...ମୋ ସିନ୍ଦୂର ପୋଛ, ମତେ ବିଧବା କର”

ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍‌ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା ପରେ ଶାଶୂଘରେ ପହଞ୍ଚିବା ପରେ ମତେ ବିଧବା କର, ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟାରେ ସାମିଲ କର ବୋଲି ଜିଦ୍‌ କରିଥିଲେ

Malkangiri Orphan Child
ଆଗପଛ ହୋଇ ଚାଲିଗଲେ ବାପା-ମାଆ...କଅଁଳ କାନ୍ଧରେ ଏବେ ୩ ଭାଇ ଭଉଣୀଙ୍କ ଭାର

ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି ସାହାଯ୍ୟ କରୁଛନ୍ତି ସଂପର୍କୀୟ ମାମୁଁ। ଯେତିକି ଯାହା ପାଇଲେ ସେତିକିରେ ଏଇ ପିଲାଙ୍କ ମୁହଁରେ ଗଣ୍ଡେ ଆହାର ଦେବାକୁ କରୁଛନ୍ତି ଚେଷ୍ଟା।

Dibyanga Need Help
“ସରକାର ସାହାଯ୍ୟ କଲେ ମୁଁ ବଡ ଦୋକାନ କରିବି, ଭଲରେ ଚଳିବି”

ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍‌ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି

Kendrapada Sarapancha
ଅଫିସ୍‌ରେ ସରପଂଚ...ବାହାରେ ଦିନ ମଜୁରିଆ

ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତା ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।

Orphan siblings seek financial assistant to take care of themselves in Mohana
ଜନ୍ମ କରିନାହାନ୍ତି, ମାଆ ପରି ପାଳୁଛନ୍ତି...

ବାପା-ମାଆ ଚାଲିଯିବା ପରେ କୁନି ଭାଇର ମାଆ ପରି ଯତ୍ନ ନେଉଛନ୍ତି ଶ୍ରୀୟା। ସକାଳୁ ରାତି ପର୍ଯ୍ୟନ୍ତ ଖୋଇବାଠୁ, ଶୋଇବା...ସବୁ କାମ କରିବା ସହିତ ପିଣ୍ଡାରେ ବସି ପଢାଉଛନ୍ତି ପାଠ। ସାହାଯ୍ୟ ମିଳିଲେ ପାଠ ପଢିବେ ବୋଲି କହୁଛନ୍ତି ଭାଇ-ଭଉଣୀ

Monkey menace haunts locals in Deogarh
ଘର ଭିତରେ ମାଙ୍କଡ ରହୁଛନ୍ତି, ବାହାରେ ମଣିଷ...

ଏ କି ଅବସ୍ଥା !! ଘର ଭିତରକୁ ଜୋର ଜବରଦସ୍ତ ପଶୁଛନ୍ତି ମାଙ୍କଡ। ଭୟରେ ବାହାରେ ରହୁଛନ୍ତି ମଣିଷ । ଯଦି ଏକା ଘରୁ କୁଆଡେ ବାହାରିବ, ତେବେ ଗୋଡେଇ ଗୋଡେଇ ମାଙ୍କଡ ପଲ ଏମିତି କାମୁଡୁଛନ୍ତି...

Meet Bana Bihari Das, a teacher by passion
“ବଞ୍ଚିଥିବା ଯାଏ ମାଗଣା ପଢେଇବି, ପିଲା ହିଁ ମୋ ପରିବାର”

ଚାକିରି ଯିବାର ୨୪ ବର୍ଷ ହେଲାଣି। ଏବେବି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚୁଛନ୍ତି ବନସାର୍‌। ମାଗଣାରେ ସବୁ ପିଲାଙ୍କୁ ପଢାଉଛନ୍ତି ପାଠ। କହୁଛନ୍ତି, ପିଲାମାନେ ହିଁ ମୋ ପରିବାର

Terracotta turns profitable for Nilagiri women
କପ୍‌ କହୁଛି କାହାଣୀ

କାହାଣୀ କହୁଛି କପ୍‌। ମାଟିରେ ଜିନିଷ ସବୁକୁ ଏମିତି ଗଢୁଛନ୍ତି ଯେ ନଦେଖିଲେ ବିଶ୍ୱାସ ହେବନି...ଏବେ ମାସକୁ ରୋଜଗାର ହଜାର ହଜାର

Art teacher’s journey to becoming popular YouTuber with animated videos
କଳା ଶିକ୍ଷକରୁ ୟୁଟ୍ୟୁବର

ଦିନବେଳା ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି, ସଂଧ୍ୟାହେଲେ ଏଇ ସବୁ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ୍‌ କରୁଛନ୍ତି। ମାସକୁ ରୋଜଗାର ଜାଣିଲେ ଉଡିଯିବ ହୋସ୍‌

 Padmini Majhi
୩୦ ବର୍ଷ ଧରି ବିଶାଳ ଜଙ୍ଗଲକୁ ଜଗିଛନ୍ତି ପଦ୍ମିନୀ

ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ।

Girl marries specially able man in Bhanjanagar
ଚର୍ଚ୍ଚାରେ ମିଟୁ ଓ ଲକ୍ଷ୍ମୀଙ୍କ ଯୋଡ଼ି, ଦୃଷ୍ଟିବାଧିତଙ୍କୁ ଜୀବନ ସାଥି କଲେ ଯୁବତୀ

ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।

Special Story | Jamuna Nani teaches children free of cost in Swabhiman Anchal of Malkangiri
ସ୍ୱାଭିମାନ ଅଞ୍ଚଳର ଯମୁନା ଦିଦି, ମାଗଣାରେ ପାଠ ପଢ଼ାନ୍ତି

ସ୍ୱାଭିମାନ ଅଞ୍ଚଳରେ ସ୍ୱଇଚ୍ଛା ଓ ଉଦ୍ୟମରେ ପିଲାଙ୍କୁ ପାଠ ପଢ଼ାନ୍ତି ଯମୁନା ଦିଦି

Sub Collector performs puja, yajna for villagers’ welfare in Balasore
ଘଟ ବୁଡ଼ାଇଲେ ଉପଜିଲ୍ଲାପାଳ

କେବେ ସୁଟ୍ ବୁଟ୍ ପିନ୍ଧା ହାକିମ ବାବୁ ତ ପୁଣି କେତେ ବେଳେ ଅଞ୍ଚଳର ମଙ୍ଗଳ କାମନା କରି ଘଟ ବୁଡାଇ ପୂଜାରେ ବସୁଛନ୍ତି। ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ସହିତ ଅଞ୍ଚଳର ମଙ୍ଗଳ କାମନା ବି କରୁଛନ୍ତି..

Special Story
ଦାଦନ ଶ୍ରମିକରୁ ସରକାରୀ ଅଧ୍ୟାପକ : ଦିନ ମଜୁରିଆ ବାପା ଆଖିରେ ଖୁସିର ଲୁହ

ବାପାମାଆଙ୍କ ଆଖି କୋଣରୁ ଧାର ଧାର ହୋଇ ବହି ଆସୁଛି ଲୁହ । ହେଲେ ଏ ଲୁହ ଦୁଃଖର ନୁହଁ ଖୁସିର . .

tragic story
କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ

ଅଢେଇ ବର୍ଷର ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ମାଆ ଫେରାର । ଦିବ୍ୟାଙ୍ଗ ଝିଅକୁ ଲାଳନ ପାଳନ କରିବାକୁ ସରକାରଙ୍କ ନିକଟରେ ଅସହାୟ ବାପାର ଗୁହାରୀ

Lack of school building forces children to study under tree in Nabarangpur
୧୦୦ ପିଲାଙ୍କୁ ଗୋଟିଏ କ୍ଲାସରୁମ୍, ଗଛ ଛାଇରେ ଭବିଷ୍ୟତ ଗଢୁଛନ୍ତି ପିଲା..

ଘରୁ ଖଣ୍ଡ ଖଣ୍ଡେ ଜରି ଅଖା ନେଇ ଆସିଛନ୍ତି.. ତା’ରି ଉପରେ ବସି ବହି ଖାତା ଖୋଲି ପାଠ ପଢୁଛନ୍ତି କୁନି କୁନି ପିଲା.. ଏମିତି ଚାଲିଛି ସରକାରଙ୍କ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା..