• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Old Man
ପାଖରେ କିଛି ନାହିଁ : ୮୫ ବର୍ଷରେ ବି ଦିନେ ଝଗଡ଼ା ନାହିଁ

ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି...ବୟସର ଅପରାହ୍ନରେ ମାଗୁଛନ୍ତି ଖଣ୍ଡେ ଘର

Elderly couple
ବାପା ଚାକିରି ଦେଇଥିଲେ : ଘରେ ଏକୁଟିଆ ଛାଡ଼ି ପୁଅ ପଳେଇଲା

ନିଜେ ଚାକିରି ଛାଡି ପୁଅକୁ ଦେଇଥିଲେ ଚାକିରି । ଭାବିଥିଲେ ବୁଢା ବୟସରେ ସେବା କରିବ...ଯତ୍ନ ନେବ । ହେଲେ ଏବେ ବୁଢା ବାପା-ମାଆଙ୍କୁ ଘରେ ଛାଡି ପଳେଇଗଲେ ତିନି ପୁଅ ବୋହୂ । କହୁଛନ୍ତି ସବୁଦିନ ବୁଢାବୁଢୀଙ୍କୁ ଘରେ ରଖିବ କିଏ ?

Education system in shambles
୧୦ କୋଟିର କଲେଜ, ଏବେ ଭୂତକୋଠି...ଦିନେ ବି ପାଠପଢ଼ା ହୋଇନି

ନାମ ଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିସାତ୍‌ ।

Amazon Jungle
“ଆମେ ଯେବେ ଉଦ୍ଧାର କଲୁ..ପିଲାଟି କହୁଥିଲା ମୋ ମାଆ ମରିଯାଇଛି, ମତେ ଖାଇବାକୁ ଦିଅ”

ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ଅନୁଭୂତି କହିଲେ ଉଦ୍ଧାରକାରୀ ଟିମ୍‌, ବଖାଣିଥିଲେ ଛାତିଥରା ଦୃଶ୍ୟ..ହୋସ୍‌ ଆସିବା ପରେ ପିଲାମାନେ କହିଲେ..

Auto
ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌

missing migrant
ଦାଦନ ଖଟିବାକୁ ପୁଅ ଯାଇଛି...ଦୁଆର ମୁହଁରେ ଫଟୋ ଧରି ମାଆ କାନ୍ଦୁଛି

ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ

Bahanaga Train Crash
ବାହାଘରକୁ ୨ ବର୍ଷ ହୋଇନି : ବିଧବା କରିଦେଲା କରମଣ୍ଡଳ

୨ ବର୍ଷ ହୋଇନି ବାହାଘର । ଷ୍ଟେସନକୁ ଆସିବାକୁ ଫୋନ୍‌ କରିଥିଲେ ସ୍ୱାମୀ...ହେଲେ ୧୫ ମିନିଟ୍‌ରେ ସବୁକିଛି ସରିଗଲା । ସିନ୍ଥିରୁ ସିନ୍ଦୂର ଲିଭିଗଲା, ମାଆ କୋଳ ଖାଲି ହୋଇଗଲା । ପୁଅର ଶବ ଦେଖି ସ୍ତବ୍ଧ ହୋଇଗଲେ ବାପା

lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ଖେଳିବାକୁ ଯାଇଥିଲା...ଆଉ ଫେରିଲାନି । ଖୋଜିଖୋଜି ନୟାନ୍ତ ହେଲେଣି ପରିବାର ଲୋକେ...ପୁଅ କେମିତି ଫେରିବ ସେଇଥି ପାଇଁ ତୁଳସୀ ମୂଳେ ଦୀପ ଜାଳୁଛି, ବରଗଛ ପୂଜା କରୁଛି ମାଆ

Keonjhar Mother
ସ୍ତ୍ରୀକୁ ଭଲ କରିବା ଲାଗି...ଜନ୍ମକଲା ଛୁଆକୁ ଯେବେ ବିକ୍ରି ପାଇଁ ନିଷ୍ପତ୍ତି ନିଏ ବାପା...

ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ କିଏ ନେବ?

Daspalla woman
ସ୍ୱାମୀଙ୍କ ସହ ୩ ପୁଅ ମାନସିକ ରୋଗୀ : ସହାୟତା ଅପେକ୍ଷାରେ ଶାନ୍ତି

ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନିଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?

Honesty personified
୨ ଥରର ସରପଂଚ...ନିଜ ପାଇଁ କରିଛନ୍ତି ଖଣ୍ଡେ ସାଇକେଲ୍‌

ନିଆରା ସରପଂଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍‌ ସହ ଦୁଇହଳ ପୋଷାକ

Special Story
ଏମିତି ଗାଁ ଯେଉଁଠି କିଛି ନାହିଁ..

ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ

Special Story
ଆମ ଜୀବନ ସହ କାହିଁକି ଖେଳୁଛ?’

‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..

Special Story
ମୋନାଲିସା ଦହିବରା ପଛର ଦୁଃଖ କାହାଣୀ

ସୁଖର ଗଙ୍ଗା ଭିତରେ ଦୁଃଖର ନାଆକୁ ନେଇ ଜୀବନ ବିତାଉଥିବା ଝାନ୍ସିଙ୍କ ପ୍ରତି ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡ଼ା ହୋଇ ପଡିଛି ।

 power tiller subsidy
ଯୋଜନାକୁ ଲଜ୍ଜା ନାହିଁ : ସବସିଡି ଟଙ୍କା ପାଇଁ ଚାଷୀ ଧାଉଁଛନ୍ତି, ହେଲେ ପାଉନାହାନ୍ତି

ସବସିଡି ଆଶାରେ ଚାଷୀଉପକରଣ ନେଇଥିବା ଚାଷୀ ଏବେ ସବସିଡି ପାଇବା ପାଇଁ ବ୍ୟାଙ୍କ ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇ ନୟାନ୍ତ ହେଲେଣି । ହେଲେ ଏଯାଏଁ କିଛି ବି ସୁଫଳ ମିଳିପାରିନି।

Special arrangements
ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ଉତ୍ପାତ କମାଇବ ତାର ଜାଲି

ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା

can’t force customers
ଦୋକାନରେ ନମ୍ବର ଦେବାକୁ ବାଧ୍ୟ ନୁହନ୍ତି ଗ୍ରାହକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ

Mobile Phone Search
ମାତ୍ର ୯୬ ହଜାରର ଫୋନ୍‌ ପାଇଁ ୨୧ ଲକ୍ଷ ଲିଟର ପାଣି ନଷ୍ଟ

ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ କାଙ୍କେର ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଥିବା ଜଣାପଡ଼ିଛି ।

assistant teacher spotted
ପୋଷ୍ଟିଂ ସ୍କୁଲରେ କିନ୍ତୁ ରାଜୁତି DEO ଅଫିସରେ..

ସ୍କୁଲ୍ ଛାଡ଼ି DEO ଅଫିସରେ ଶିକ୍ଷକଙ୍କ ଫାଇଲ ଚାଷ.. ପଚାରିଲାରୁ ରାଗିଗଲେ

Son fulfill father’s dream
IIM ଛାଡ଼ି ମିଲିଟାରୀ ଏକାଡେମୀ

ସହିଦ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ସେ IIM ଛାଡ଼ି ଇଣ୍ଡିଆନ ମିଲିଟାରୀ ଏକାଡେମୀକୁ ବାଛିଲେ ପୁଅ..

mother secures more marks than son
ମାଟ୍ରିକ୍‌ରେ ପୁଅଠୁ ଅଧିକ ନମ୍ବର ରଖିଲା ମାଆ

ଏକା ସାଙ୍ଗରେ ମାଟ୍ରିକ୍‌ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ

Matric Exam
କ୍ୟାନସରରେ ମାଆ ଚାଲିଗଲା: ଡାକ୍ତର ହେବାକୁ ଶପଥ ନେଲା ପୁଅ

ପିଲାଟି ଦିନରୁ ମାଆ ଚାଲିଗଲା....ଜେଜେ ମାଆ ପାଖରେ ସେ ମଣିଷ ହେଲା । ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ଶିକ୍ଷକଙ୍କ ସାହାଯ୍ୟରେ ସେ ପାଠ ପଢୁଥିଲା । ହେଲେ ପିଲାଟି ଦିନରୁ ମାଆକୁ ହରାଇଥିବାରୁ ବଡ ହୋଇ ଡାକ୍ତର ହେବାକୁ ସେ ଦେଖୁଛି ସ୍ୱପ୍ନ ।

Widow runs Dahibara aloodum
ଏ ବି ଜଣେ ମା’... ପିଲାଙ୍କ ସ୍ୱପ୍ନ ପାଇଁ ବିକୁଛନ୍ତି ଦହିବରା

ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍‌ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।

Sabitri Brata
ସାବିତ୍ରୀ ଓଷା କରିଥିଲା ସ୍ତ୍ରୀ: ରାସ୍ତାରୁ ସ୍ୱାମୀକୁ ନେଇଗଲା ଯମ

ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ ସ୍ୱାମୀଙ୍କୁ ଛକିଥିଲା ଯମ, ଘରେ ପହଞ୍ଚିଥିଲେ ପୂଜା ହୋଇଥାଆନ୍ତେ...ହେଲେ ଘରକୁ ତ ଫେରିଲେ ପୂଜା ପାଇଁ ନୁହେଁ ବରଂ ଶବ ହୋଇ

Mother Death
କ୍ୟାନସରରେ ମାଆ ଚାଲିଗଲା: ଡାକ୍ତର ହେବାକୁ ଶପଥ ନେଲା ପୁଅ

କ୍ୟାନସରରେ ଚାଲିଗଲା ମାଆ । ଅଭାବ ଅନାଟନରେ ପାଠ ପଢୁଥିଲା ପୁଅ...ଏବେ ମାଟ୍ରିକ୍‌ରେ ୯୨ ପ୍ରତିଶତ ନମ୍ବର ରଖିବା ପରେ ଡାକ୍ତର ହେବାକୁ ଦେଖୁଛି ସ୍ୱପ୍ନ ।