""
ଓଡିଶା Videos ଭାରତ ବଜାରରେ ବିକ୍ରି ହେବନି ଡିଜେଲ୍ କାର୍ ! ଭାରତରେ ଆଉ ବିକ୍ରି ହେବନି ଡିଜେଲ୍ କାର । ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯାନବାହନ ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ବଢ଼ିବା କାରଣରୁ ଡିଜେଲ୍ କାର ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଏନର୍ଜି ଟ୍ରାଞ୍ଜିସନ୍ ଆଡଭାଇଜରୀ କମିଟି ୨୦୨୭ ସୁଦ୍ଧା ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି । Pallipuspa Samal 23 Sep 2024 11:47 IST Diesel cars will no longer Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ