Advertisment

ଜିଲ୍ଳା ପରିଷଦ ବୈଠକରେ ବାଦିପାଲା

ସଭା ଭିତରେ ରୋକଠୋକ କହିଲେ ଜିଲ୍ଳା ପରିଷଦ ସଭ୍ୟ । ଯଦି ଜନପ୍ରତିନିଧି ହୋଇ ଆମ ଅଂଚଳର କାମ କରିପାରିବୁ ନାହିଁ... ହେଉଥିବା କାମର ତଦାରଖ କରିପାରିବୁ ନାହିଁ, କେବଳ ମିଟିଂକୁ ଆସି ଦସ୍ତଖତ କରିବୁ, ତାହେଲେ କଣ ପାଇଁ ମିଟିଂରେ ବସିରହିବୁ...? ବାସ୍, ଏତକ କହି ବୈଠକରୁ ଉଠି ଆସିଥିଲେ ୨୫ ଜଣ ବିଜେଡି ଜିଲ୍ଳା ପରିଷଦ ସଭ୍ୟ ।

author-image
Pallipuspa Samal
Special Story
Advertisment
Advertisment