ସୁଧୁରୁନି ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର।
ଆଜି ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା ।
ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି
ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
KVSରେ ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି କେହି KVSରେ ସେମାନଙ୍କ ପିଲାର ଆଡମିଶନ ପାଇବାକୁ ଚାହାଁନ୍ତି, ତେବେ ସେମାନେ ଏହାର ୱେବସାଇଟ୍କୁ ଯାଇ ପଞ୍ଜିକରଣ କରିପାରିବେ। ଜାଣନ୍ତୁ ଆବେଦନ କରିବାର ଷ୍ଟେପ୍।
ସ୍କୁଲ ପରିସରକୁ ଯିବା ଲାଗି ଏହି ଲୁହା ପ୍ଲେଟ ହିଁ ଭରସା । ଡ୍ରେନ ଉପରେ ପଡିଥିବା ଲୁହା ପ୍ଲେଟ ହିଁ ପାଲିଟିଛି ଦୈନିକ ସ୍କୁଲ ପଥ । ପିଲାଙ୍କ କଥା ଛାଡନ୍ତୁ, ଶିକ୍ଷୟିତ୍ରୀ ବି ଭୟଭୀତ ହୋଇ ହାତ ଧରାଧରି ହୋଇ ଲୁହା ପ୍ଲେଟ ପାରିହେଉଛନ୍ତି ।
ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା
ମା’ ସ୍କୁଲ୍ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି।
ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ପାଠ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ରହିଛି ଏକି ବିଶେଷ ସମାନତା । କେହି ଏଠି ଧନୀ ଘରର ନୁହଁନ୍ତି, କିମ୍ବା କାହାରିକୁ ପଢା ଖର୍ଚ୍ଚ ଦେବାକୁ ପଡ଼େନି । କଟକ ଜିଲ୍ଲା ନିଆଳି ବ୍ଲକ୍ ପତ୍ରକଣା ଠାରେ ରହିଛି ଏହି ଆବାସିକ ବିଦ୍ୟାଳୟ ।
ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି।
ବୁଲା କୁକୁରଙ୍କ ବି ଉତ୍ପାତ ଅଧିକ
ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ୍ ଛୁଟି ଘୋଷଣା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍କୁଲ୍ ସମୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି।
ସରକାରୀ ଶିକ୍ଷକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ଶିକ୍ଷାର ଉନ୍ନତି ପାଇଁ ଯୋଗୀ ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି ।
ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।
ପିଲାଙ୍କୁ ରୋଷେୟା ପାଠ ପଢ଼ାଇଲେ ତାଙ୍କର ଭବିଷ୍ୟତ କ’ଣ ହେବ ? ଆଗକୁ ଯାଇ ସେମାନେ କରିବେ କ’ଣ ?
ଖରାଛୁଟି ସରିବା ପରେ କିଭଳି ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( OSEPA) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।
ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ ।
ସ୍କୁଲ୍ରେ ଖୋଲିବ ‘ମୋ ସ୍କୁଲ୍ ହକି କ୍ଲବ୍’ । ସ୍କୁଲ୍ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।
ସ୍କୁଲ୍ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍ବସ୍ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସକାଳୁଆ ସ୍କୁଲ୍ କରାଯାଇଛି।
ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।
ଆଜି ଜାନୁଆରୀ ମାସର ଶେଷ କାର୍ଯ୍ୟ ଦିବସ। ଆସନ୍ତାକାଲିଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ। ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ...
ମୁଣ୍ଡରେ ବସୁଛି, କାନ୍ଧରେ ବସୁଛି। ମିଟୁ ମିଟୁ ଡାକୁଛି। ସାଙ୍ଗରେ ସ୍କୁଲ୍ ଯାଉଛି। ଛୁଆ ଦେଖି ଖାଲି କୁରୁକୁରୁ ହୋଇ ହସୁଛନ୍ତି।