ଜ୍ୟର ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି । ନବୀନ ଶାସନ ବେଳେ କେମିତି ଥିଲା ଶିକ୍ଷାର ମାନ । ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ଅଷ୍ଟମ ଶ୍ରେଣୀ ପିଲା କରି ପାରୁନାହାନ୍ତି ଫେଡ଼ାଣ ହରଣ । ଆଉ ତାର ସଂଖ୍ୟା ବି ଅଧାରୁ ଅଧିକ । କିନ୍ତୁ କାହିଁକି ଏମିତି ସ୍ଥିତି ତାକୁ ନେଇ ତେଜିଛି ରାଜନୀତି ।
ଗଣଶିକ୍ଷା ମନ୍ତ୍ରୀ ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଦୋଷ ନ ଲଦି ସୁଧାର ଆଣନ୍ତୁ । ବିଧାନସଭାରୁ ଆସିଥିବା ଏମିତି ଚଞ୍ଚଲ୍ୟକର ତଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଅଷ୍ଟମ ଶ୍ରେଣୀରେ ପଢୁଥିବା ରାଜ୍ୟରେ ୩୧.୫ ପ୍ରତିଶତ ପିଲା ଫେଡାଣ ଜାଣିନଥିବା ବେଳେ ୫୪.୨ ପ୍ରତିଶତ ପିଲା ହରଣ ଜାଣିନାହାନ୍ତି ।
Published By: Manoranjan Sial
Last updated: 14 February 2025, 11:09 PM IST
ଏନେଇ ଆମାଜନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଇନଜୀବୀଙ୍କ କହିଛନ୍ତି, ମୂଲ୍ୟବାନ ଜିନିଷ କିଣିବା ବେଳେ ଗ୍ରାହକ ଅନଲାଇନ୍ ପେମେଣ୍ଟ ନକରି କ୍ୟାସ୍ ଅନ୍ ଡେଲିଭରି କରିବା ଉଚିତ।