ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି । ଦିନ ୧୧ରୁ ଅପରାହ୍ନ ୩ଟା ଶ୍ରମିକଙ୍କୁ କାମ କରାଇବା ମନା। ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର । ଅଘୋଷିତ ବିଜୁଳି କାଟ ହେବନି କହିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
Also Read
#BigBreaking#ଏପ୍ରିଲ_୨ରୁ_ସକାଳୁଆ_ସ୍କୁଲ୍
— ଓଟିଭି (@otvkhabar) March 19, 2025
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି । ଦିନ ୧୧ରୁ ଅପରାହ୍ନ ୩ଟା ଶ୍ରମିକଙ୍କୁ କାମ କରାଇବା ମନା ।#School #SureshPujari #Odisha #OTV pic.twitter.com/Dq4m4CSgst