ଛାରଖାର୍ ଖାର୍କିଭ୍ । ବୋମାବର୍ଷା ପରେ ଭସ୍ମୀଭୂତ କୋଠା, ଖିନ୍ଭିନ୍ ଜନବସତି । ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି ।
Published: Satyendu Shekher Mishra
Last updated: 02 March 2022, 10:11 PM IST
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।