ଏହା ଏକ ଏମିତି ରିପୋର୍ଟ, ଯାହା ବୟାନ କରୁଛି ଋଷ୍ର ବିଶାଳ ସେନା ଆଗରେ ୟୁକ୍ରେନ୍ କେତେ ସମର୍ଥ। ଦେଖନ୍ତୁ ଏହି ନମ୍ୱର ୨ ବନାମ ନମ୍ୱର ୨୨ । ତଥାପି ପୁଟିନଙ୍କ ନିଷ୍ପତି ଆଗରେ ମୁଣ୍ଡ ନୁଆଁଇନି ଛୋଟିଆ ଦେଶ ୟୁକ୍ରେନ୍।
Published: Otv Khabar Bureau
Last updated: 25 February 2022, 10:19 PM IST
ଏଠି ପରିବାର ଲୋକେ ଡହଳ ବିକଳ ହେଉଛନ୍ତି। ପିଲା ସେପଟେ ଡାକ୍ତରୀ ପାଠ ପଢିବାକୁ ଯାଇଛନ୍ତି ହେଲେ ଏ ଯାଏ ସେମାନଙ୍କ ଆସିବାପାଇଁ କୌଣସି ଆଶା ଦେଖା ଦେଉନି। ଗୁଳି ବୋମା ମାଡ ପ୍ରତି ମୂହୁର୍ତ୍ତରେ ମୃତ୍ୟୁର ସନ୍ଦେଶ ଦେଉଛି।