Russia- Ukraine War । US Betrays Ukraine
ୟୁକ୍ରେନକୁ ଧୋକା ଦେଲା ଆମେରିକା। ଯୁଦ୍ଧରେ ସାହାଯ୍ୟ କଲାନି କି ପୁଟିନ୍ଙ୍କ ସହ ଆଲୋଚନା ବି କଲାନି...
ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍ ବସିଗଲେ ବାଇଡ଼େନ୍
Russia- Ukraine War । US Betrays Ukraine
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)