Union state quarrel for PMShri scheme
ଫାଇଭ୍ ଟି ଅଧୀନରେ ସ୍ମାର୍ଟ ସ୍କୁଲ୍ କରିବୁ, କିନ୍ତୁ କେନ୍ଦ୍ରର ପିଏମ୍ଶ୍ରୀ ଯୋଜନାକୁ ପାଖ ପୂରେଇ ଦେବୁନି। ଏହି ଯୋଜନାରେ ରାଜ୍ୟକୁ ୮ ଶହ ସ୍କୁଲ୍ ଆସିବାକୁ ଥିଲେ ବି ରାଜ୍ୟ ସରକାର ଏନେଇ ଏମ୍ଓୟୁ କରି ନଥିବାରୁ ଉଠିଛି ଏଭଳି ପ୍ରଶ୍ନ। ଏପରିକି ଗତକାଲି ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଉଦ୍ବେଗ ପ୍ରକାଶ କରିବା ପରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିସ୍ତୃତ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ। କଂଗ୍ରେସ କହିଛି କାଳେ କେନ୍ଦ୍ର ମାଇଲେଜ୍ ନେଇଯିବ ସେଥିପାଇଁ ପିଏମ୍ଶ୍ରୀକୁ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)