arup patnaik
ବିଜେଡି ସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଖୋଲା ଧମକ । ରାଜନୈତିକ ସଭାରେ ଭାଷଣ ରଖି ଜୟନାରାୟଣଙ୍କ ପ୍ରତି ବିଦ୍ରୁପ ଓ ସମ୍ମାନହାନୀ ଭଳି ମନ୍ତବ୍ୟ ରଖିଛନ୍ତି ମୁମ୍ବାଇର ଏହି ପୂର୍ବତନ ପୋଲିସ୍ କମିଶନର । ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)