• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farmer

special story
ଦେଶୀ ବୁଦ୍ଧି ଆପଣାଇଲେ...ପାହାଡ ଚିରି କ୍ଷେତକୁ ପାଣି ମଡେଇଲେ

ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି

farmer destroys acres of cabbage cultivation over distressed sale
ପରିଶ୍ରମର ଛାତି ଉପରେ ଟ୍ରାକ୍ଟର ଚଢାଇଦେଲେ ଚାଷୀ

ଏ ଦୃଶ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଉପହାସ।

Farmer
ପାଠ ପଢ଼ିଛନ୍ତି ୫ମ, ଲେଖିଲେଣି ୧୫ଶହ କବିତା

କେବେ ବିଲ ମଝିରେ ଥିବା ହିଡ଼ ଉପରେ ବସି କବିତା ଲେଖନ୍ତି, ତ ଆଉ କେବେ ଧାନ ବିଲରେ ବସି ପଡନ୍ତି କବିତା ଲେଖିବା ପାଇଁ.. ୨୦ ବର୍ଷ ହେଲା ପିଛା ଛାଡ଼ିନି କବିତା ନିଶା.. ଏ ହେଉଛନ୍ତି ଗାଉଁଲି କବି ଭାସ୍କର ସେଠୀ.

Bima issues
ପଦ୍ମପୁର ଉପନିର୍ବାଚନ: ଫୋକସରେ ଚାଷୀ ଭୋଟ, ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍‌ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।

FAKE FARMER
ଏକାସଙ୍ଗେ ଗୋଟିଏ ବାଇକ୍‌ରେ ୧୨୫୦ କିଲୋମିଟର ବୁଲିଲେ ୨୫ ଚାଷୀ !

ବସ୍‌ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍‌ର।

farmer death
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗିର ବନ୍ଧପଡା ଫାଣ୍ଡି କରୁଆଝର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି ।

farmer
ପ୍ରଥମେ ନିଜେ ଦାଦନ ଖଟୁଥିଲେ, ଏବେ ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି

ଦିନ ଥିଲା ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ ।

Elephant Chases
ବିଲରେ ଚାଷୀକୁ ଖେଦିଲା ଦନ୍ତା, ପଡ଼ିଉଠି ଦୌଡ଼ିଲେ ଚାଷୀ

ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍‌ ଖେଦି ଆସିଲା ଦନ୍ତା । ବାସ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା।

seed
କୃଷି ବିଭାଗର ନୂଆ ନିୟମ ଯୋଗୁଁ ସରକାରୀ ବିହନ ପ୍ରତି ଚାଷୀ ବିମୁଖ : ବଢୁଛି ପ୍ରାଇଭେଟ ବିହନର ଚାହିଦା

ଚଳିତ ବର୍ଷ କୃଷି ବିଭାଗ ସତ ପ୍ରତିଶତ DBT ସହିତ OTP ବାଧ୍ୟତାମୂଳକ କରିଥିବାରୁ ଚାଷୀ ସରକାରୀ ବିହନ କିଣିବାକୁ ଅମଙ୍ଗ ହେଉଛନ୍ତି

Raygada Cold Storage
ସରକାରଙ୍କ ଚାଷୀ ପ୍ରୀତି ! ୨୦୧୩ରେ ଶୀତଳଭଣ୍ଡାର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି

ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି ।

Special Story | Ukrainian Farmer Steals Russian Tank Using Tractor, Netizens Can\'t Stop Applauding
ରାସ୍ତାରେ ଥିଲା ଋଷ ଟ୍ୟାଙ୍କର, ଟ୍ରାକ୍ଟର ଲଗାଇ ଟାଣିନେଇଗଲେ ୟୁକ୍ରେନ ଚାଷୀ

ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍‌ ଜବାବ ଦେଲେ ୟୁକ୍ରେନ ଚାଷୀ। ଟ୍ରାକ୍ଟର ଲଗାଇ ନେଇ ପଳାଇଲେ ଋଷ୍‌ ଟ୍ୟାଙ୍କର...ପଛରେ ଗୋଡ଼ାଇଲେ ଋଷିଆ ସୈନ୍ୟ, ଭାଇରାଲ ହେଉଛି ଏମିତି ଭିଡ଼ିଓ

Make Mandis Dalal Free - Farmers\' Earnest Appeal To Odisha Govt
ଆଗେ ମରୁଡ଼ି, ପରେ ବାତ୍ୟା....ଫସଲ ସବୁ ନଷ୍ଟ ହୋଇଗଲା

ଆଗେ ମରୁଡ଼ି, ପରେ ବାତ୍ୟା....ଫସଲ ସବୁ ନଷ୍ଟ ହୋଇଗଲା, ଯାହା କିଛି ବଂଚିଛି ସେ କେମିତି ବିକ୍ରି ହେବ ? ସେନେଇ ସରକାର ମଣ୍ଡି ବ୍ୟବସ୍ଥା ସୁଧାରିବାକୁ ଜୋର ଧରିଲା ଦାବି

Farmer
କଷ୍ଟ କରି ବିଲରୁ ଧାନ ଆଣିଥିଲେ ଚାଷୀ, ହାତୀ ଖାଇଗଲା

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି ।

Farmer Allegedly Kills Self
ବାତ୍ୟା ଦେଇଗଲା ଦୁଃଖ, ଫସଲ ନଷ୍ଟ ହୋଇଯିବାରୁ ଜୀବନ ହାରିଲେ ଚାଷୀ !

ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Farmer Allegedly Kills Self After Suffering Crop Damage In Ganjam
ବାତ୍ୟାରେ ଫସଲ ହାନୀରୁ ଜୀବନ ହାରିଲେ ଚାଷୀ

ଗଞ୍ଜାମ ଜିଲ୍ଲା ପାତ୍ରପୁର ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା। କରିଥିବା ଅଭିଯୋଗ ହୋଇଛି। ଚାଷ ଜମିର କ୍ଷତି ସହି ନ ପାରି ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ ।

Rakesh Tikayat
ସରକାରଙ୍କ ସହ ଆଲୋଚନା ପାଇଁ ଚାଷୀଙ୍କ ୫ ଜଣିଆ କମିଟି ଗଠିତ

ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ସହ ଚାଷୀ ଆନ୍ଦୋଳନ ସମୟରେ ବିଭିନ୍ନ ଚାଷୀଙ୍କ ନାଁରେ ହୋଇଥିବା ମାମଲା ପ୍ରସଙ୍ଗରେ ମଧ୍ୟ ଏହି କମିଟି ଆଲୋଚନା କରିବ ।

odisha Farmer
ବାତ୍ୟା ଦୁର୍ବଳ, ହେଲେ ଛାଷୀ କୂଳ ଚିନ୍ତାରେ ! ବର୍ଷ ଯାକର ଝାଳ ବୁହା ପରିଶ୍ରମ ଏବେ କ୍ଷେତରେ ଭାସୁଛି

ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ ।

Farmer Protest
 ସଂସଦରେ କୃଷି ଆଇନ ଉଚ୍ଛେଦ ହେଲେ ଆନ୍ଦୋଳନ ଶେଷ ହେବ: ଟିକାୟତ

ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Bhadrak
ଚାକିରି ପଛରେ ଗୋଡ଼ାଇଲେ ନାହିଁ, ବାଡ଼ିରେ ଫସଲ କଲେ। ଏବେ ଦିନକୁ ରୋଜଗାର....

ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ

farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ

bhadrak farmer
ଲାଭଜନକ ଜିଆ ଚାଷ, ହଜାରେ ଟଙ୍କାରେ ଆରମ୍ଭ କରି ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ

Farmer
କଲେକ୍ଟର କରିଦେଲେ କୋଟିପତି

ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍‌ କମ୍‌ ଦାମ୍‌ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍‌ କମ୍‌ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ