farmer
ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ । ସେପଟେ ଅନ୍ୟ ଜଣେ ଜିଆ ଖତ ସାର କରି ପ୍ରସ୍ତୁତ କରି ପରିବେଶ ପ୍ରତି ଥଇବା ନଜର ଦାୟିତ୍ୱବୋଧତାକୁ ପ୍ରମାଣ କରିଛି । ଦେଖନ୍ତୁ ଏହି ୨ ସଫଳ ଚାଷୀଙ୍କ ସଫଳତାର ପୂରା କାହାଣୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)