• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bmc

Hockey World Cup: Demolition Drive In Bhubaneswar
ହକି ବିଶ୍ୱକପ୍‌ ପାଇଁ BMCର ଦମନଲୀଳା: ରାତିରେ ସୂଚନା ଦେଲେ, ସକାଳୁ ବୁଲିଲା ବୁଲ୍‌ଡୋଜର...

ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍‌। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ। 

BMC comes hard on street food, forms team to check quality and taste
ଜୋରଦାର ହେବ ଚଢ଼ାଉ, ବନ୍ଦ ହେବ ରାସ୍ତାକଡ଼ ଦୋକାନ !

ନିମ୍ନମାନର ଖାଦ୍ୟ  ବିକ୍ରି କରୁଥିବା ସମସ୍ତ ହୋଟେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଅନ୍ ସ୍ପଟ୍‌ ଲାଇସେନ୍ସ ବାତିଲ୍‌ କରାଯିବ। ଆବଶ୍ୟକସ୍ଥଳେ ହୋଟେଲ୍‌କୁ ସିଲ୍ ମଧ୍ୟ କରାଯିବ।

Mosquito menace
ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି

ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି...ଗୋଡେଇ ଗୋଡେଇ ଦଂଶୁଛନ୍ତି

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍

ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହରର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍ 

ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।

drones to tackle mosquito menace
ରାଜଧାନୀରେ ମଶାମରା କାମରେ ଲାଗିବ ଡ୍ରୋନ୍

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ

Jatayu Machine
ରାଜଧାନୀରେ ଏଣିକି ହାତରେ ଉଠିବନି ଅଳିଆ; ‘ଜଟାୟୁ’ ଜରିଆରେ ସଫେଇ ଆରମ୍ଭ

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି।

Pet Dogs
କେତେ ଯୁକ୍ତିଯୁକ୍ତ ବିଏମ୍ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ?

ପୋଷା କୁକୁର କାମୁଡ଼ାକୁ ନେଇ ମହାଭାରତ ପରେ ପେଟ ଆନିମାଲ ଗାଇଡଲାଇନ୍ସ ଆଣିବାକୁ ଯାଉଛି ବିଏମସି । ତେବେ ପ୍ରସ୍ତାବିତ ଗାଇଡଲାଇନ୍ସକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଛି ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି ..

Pet Dogs
ବିନା ଅନୁମତିରେ ଘରେ ରଖି ପାରିବେନି ପୋଷା ଜନ୍ତୁ: BMC

କେତେ ଯୁକ୍ତିଯୁକ୍ତ ବିଏମ୍‌ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

Pet Guidelines
ରାଜଧାନୀରେ କୁକୁର କଳି କୋର୍ଟକୁ ଯିବା ପରେ ଚେତିଲା ବିଏମସି

କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।

Pet Guidelines
ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି ।

FIFA U-17 Women's WC
ଆଜିଠୁ ମହିଳା ବିଶ୍ୱକପ ଫୁଟବଲ୍; ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ

ରାଜଧାନୀ ଭୁବନେଶ୍ୱରରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍‌ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର ।

Vendors Penalty
ସାବଧାନ! ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ୫ ହଜାର ଫାଇନ୍‌

ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

BMC Street Food Vendors Bhubaneswar Municipal Corporation
ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ କଟକଣା ଜାରି

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC କଟକଣା ଜାରି କରିଛି। ଯଦି ଆଉଟଲେଟ୍ ପାଖରେ ପାର୍କିଂ ସ୍ପେଶ୍‌ ନାହିଁ, ତା’ହେଲେ ଖାଇବା ବାରଣ କରାଯାଇଛି।

News Fuse | BMC Commissioner Vijay Amruta Kulange raids sweet shop in Bhubaneswar
ଦୋକାନ ବନ୍ଦ କରିଦେଲା ଜନ୍ଦା

ଦୋକାନ ବନ୍ଦ କରିଦେଲା ଜନ୍ଦା। ଶିରାରେ ଜନ୍ଦା ଦେଖି ବିଗିଡିଲେ କମିଶନର...

Kishore Mutton Hotel
ପାର୍ବଣରେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନାହିଁ ନିସ୍ତାର

ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ହୋଟେଲକୁ ବୁଲ ଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ବିଏମସି

Special story
ମାଟିରେ ମିଶିଲା ପ୍ରସିଦ୍ଧ କିଶୋର ମଟନ୍‌ ହୋଟେଲ୍

ବୁଲଡୋଜର ଲଗାଇ ହୋଟେଲ୍ ଭାଙ୍ଗି ଦେଇଛି ବିଏମସି

BMC seals 'Kishore Bhaina' Mutton Hotel
ସତ ନା ଲୋକ ଦେଖାଣିଆ ? ସିଲ୍‌ ପରେ କେମିତି ଖୋଲିଲା କିଶୋର ମଟନ୍‌ ହୋଟେଲ୍‌ ?

ବିଏମ୍‌ସି ପକ୍ଷରୁ କୁହାଯାଇଥିଲା କିଶୋର ହୋଟେଲ୍‌ରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। 

 Kishore mutton hotel
ଭୁବନେଶ୍ୱର ପ୍ରସିଦ୍ଧ କିଶୋର ମଟନ୍‌ ହୋଟେଲ୍ ସିଲ୍

ଦୂରଦର୍ଶନ ପାଖ କିଶୋର୍ ହୋଟେଲ୍ ସିଲ୍ କରାଯାଇଛି ।

Housing For All
ରାଜଧାନୀରେ ଆଉ ସ୍ୱପ୍ନ ହେବନି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡ ଉପରେ ଛାତ

ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହାଉସିଂ ପ୍ରୋଜେକ୍ଟ, ସବୁଥିରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ।

Housing For All
‘ହାଉସିଂ ଫର୍‌ ଅଲ୍‌’ ସ୍କିମ୍‌ ଘୋଷଣା, ସମସ୍ତଙ୍କୁ ମିଳିବ ଘର !

ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।

Garbage Problem
ଅଳିଆ ବିବାଦ ତୁଟାଇବା ପାଇଁ ୯ ମାସ ସମୟ ମାଗିଛୁ: ଉଷା ଦେବୀ

ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି।

Garbage Problem
ଦଶମ ଦିନକୁ ଛୁଇଁଲା ରାଜଧାନୀବାସୀଙ୍କ ଅଳିଆ ଯନ୍ତ୍ରଣା

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।

BMC
କେବେ ତୁଟିବ ଅଳିଆ କଳି ? ଦୁର୍ଗନ୍ଧମୟ ହେଲାଣି ସାରା ରାଜଧାନୀ

ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।

Smart City BMC
୨ ସପ୍ତାହ ହେଲା ଅଳିଆ ପାହାଡ଼ରେ ଛିଡ଼ା ହୋଇଛି ଭୁବନେଶ୍ୱର

ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍। ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା। ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ। ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ। ବିଏମସିର୍ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ହେଲେ BMC କହୁଛି- ସମସ୍ୟା ନାହିଁ ସମାଧାନ ସରିଛି। ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ।