ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା ।
ଘରୁ ମଶା ବାହାରିଲେ ଫାଇନ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ ।
ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର।
ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ- BMC ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ ।
ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି ।
ଭୁବନେଶ୍ୱର ମହାନିଗମର ଅଳିଆ ନୀତିକୁ ନେଇ ଚର୍ଚ୍ଚା। ଗତକାଲି କଳ୍ପନା ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଅଳାଇ ଗଦାଇ ବିଏମସି ଯେସାକୁ ତେସା ନୀତି ଆପଣାଇଥିବା ବେଳେ ଏହାକୁ କିନ୍ତୁ ଅନେକ ସମାଲୋଚନା କରିଛନ୍ତି। ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍, ଫାଇନ୍, ଟ୍ରେଡ୍ ଲାଇସେନ୍ସ ବାତିଲ୍, ଦୋକାନ ସିଲ ଭଳି ଅନେକ ଆଇନଗତ ପ୍ରାବଧାନ ଥିବା ବେଳେ ବିଏମସିର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ଅନେକ। ଆଉ କିଛି, ବିଏମସି ଏ ନିୟମ ପ୍ରଭାବଶାଳୀ ଓ ପ୍ରତିଷ୍ଠିତଙ୍କ କ୍ଷେତ୍ରରେ ଲାଗୁ କରିବ ତ, ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।
ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ।
ରହିବା ପାଇଁ ଘର କରି ବ୍ୟବସାୟ କଲେ ଗଣିବେ ତଣ୍ଡ । ଘର ମାଲିକଙ୍କୁ ତାଗିଦ କଲା ଭୁବନେଶ୍ୱର ମହାନଗର ନିଗମ ।
ଭୁବନେଶ୍ୱରେ ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।
ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।
ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇ ଦିଆଯିବ। ୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି ।
ବହୁ ବିରୋଧ ପରେ ଭୁବନେଶ୍ୱର ଉପକଣ୍ଠ ଭୁଆଶୁଣି ଡମ୍ପିଂୟାର୍ଡ ବନ୍ଦ ରଖିବାକୁ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଜଣାଇଲା ବିଏମସି...ଏଣେଦୈନିକ ୫ଶହ ଟନରୁ ଅଧିକ ବର୍ଜ୍ୟବସ୍ତୁର କେମିତି ହେବ ପରିଚାଳନା, ବଢ଼ିଲା ଚିନ୍ତା...
ଗାଁକୁ ଯିବନି ଭୁବନେଶ୍ୱର ଅଳିଆ, ବହୁ ବିରୋଧ ପରେ ବନ୍ଦ ହେବ ଭୁଆଶୁଣି ଡମ୍ପିଂୟାର୍ଡ ।
ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି।
ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ।
BMCର ନୂଆ ବାଇ-ଲ କଥା ଶୁଣି ଚିନ୍ତାରେ କୁକୁର ମାଲିକ ।
ରାଜଧାନୀ ଭୁବନେଶ୍ୱରରେ ପୋଷା କୁକୁରଙ୍କୁ ନେଇ ଆସିବ ଆଇନ୍। ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।
ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ୪ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ଗଛ ଲଗାଇଛନ୍ତି ରାଜ୍ୟ ସରକାର ।
କାଁ ଭାଁ ଲାଗିଛି, ଅନ୍ୟ କେଉଁଠି ନାହିଁ ଚିହ୍ନବର୍ଣ୍ଣ । ସିଜିନାଲ ଗଛ, ମରିଗଲା ବୋଲି କହିଲେ ମେୟର । ଦୁର୍ନୀତି ଗନ୍ଧ ବାରିଲେ ବିରୋଧୀ ।
ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ବସ୍ତି ପିଲାଙ୍କୁ ବାଣ୍ଟିବାକୁ ବିଏମସିର ନିଷ୍ପତ୍ତି । ସ୍ମାର୍ଟସିଟି କହୁଛି ମରାମତି ହୋଇ ରାସ୍ତାରେ ଗଡୁ ସାଇକେଲ ।
ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ ।
କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।
ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।