ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ
Published By: Sarbeswar
Last updated: 23 December 2022, 10:24 PM IST
ମୋ ଦୋକାନ ଭାଙ୍ଗିଦେଲେ, ମୁଁ ଚଳିବି କେମିତି?
ଟଙ୍କା ନେଲେ, ଚିହ୍ନଟ କଲେ...ଏବେ କାହିଁକି ଉଠାଇଲ?
ବିଏମସିର ଉଚ୍ଛେଦକୁ ଜୋରଦାର ବିରୋଧ
ଉଚ୍ଛେଦକୁ ନେଇ ପବ୍ଲିକ-ପ୍ରଶାସନ ମୁହାଁମୁହିଁ